ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ: ପ୍ରାର୍ଥିପତ୍ର ଦାଖଲ କଲେ ଅଳକା, ରାଧାରାଣୀ ଏବଂ କିଶୋର

ଓଡ଼ିଶାଲାଇଭ୍ ବ୍ୟୁରୋ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ଲାଗି ବୁଧବାର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ପ୍ରାର୍ଥୀ। ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସର ପ୍ରାର୍ଥୀମାନେ ବିଶାଳ ଶୋଭାଯାତ୍ରାରେ ବାହାରି ଝାରସୁଗୁଡ଼ା ଉପଜିଲ୍ଲାପାଳଙ୍କ...

ସଙ୍କଟରେ ଶ୍ରୀଲଙ୍କା: ବିରୋଧୀଙ୍କ ଅଭିଯୋଗ ରାଜପକ୍ଷେ ପରିବାର ଯୋଗୁଁ କାଙ୍ଗାଳ ହୋଇଛି ଦେଶ

ଓଡ଼ିଶାଲାଇଭ୍ ବ୍ୟୁରୋ ଆର୍ଥିକ ସଙ୍କଟରେ ଶ୍ରୀଲଙ୍କା। ଖାଦ୍ୟ ସାମଗ୍ରୀଠାରୁ ଆରମ୍ଭ କରି ପାନୀୟ ଜଳ, ବିଜୁଳି, ମେଡିସିନ ଏବଂ ପେଟ୍ରୋଲ ଆଦିର ଘୋର ଅଭାବ ଦେଖାଦେଇଛି। ଖାଦ୍ୟ ପାଇଁ ହାଇଁ ହାଇଁ ହେଉଛନ୍ତି ଦେଶବାସୀ।...

ଦୁର୍ବଳ ହେଉଛି ବାତ୍ୟା ‘ଅସାନି’: ବର୍ଷା ନେଇ ୧୦ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ

ଓଡ଼ିଶାଲାଇଭ୍ ବ୍ୟୁରୋ ବାତ୍ୟା ‘ଅସାନି’ ଲାଗି ସତର୍କ ରହିଛନ୍ତି ରାଜ୍ୟବାସୀ। ସରକାରଙ୍କ ପକ୍ଷରୁ ବାତ୍ୟା ମୁକାବିଲା ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି। ବୁଧବାର ବାତ୍ୟା ନେଇ ମାଲକାନଗିରି ଜିଲ୍ଲାର ସମସ୍ତ ସ୍କୁଲ ଛୁଟି ଘୋଷଣା...

ଆଉ ଶୁଭିବନି ପଣ୍ଡିତ ଶିବ କୁମାର ଶର୍ମାଙ୍କ ସନ୍ତୁରର ଧୁନ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ କିମ୍ବଦନ୍ତୀ ସଂଗୀତଜ୍ଞ ଏବଂ ସନ୍ତୁର ବାଦକ ପଣ୍ଡିତ ଶିବ କୁମାର ଶର୍ମାଙ୍କର ପରଲୋକ ହୋଇଛି। ମୁମ୍ବାଇଠାରେ ହୃଦଘାତରେ ତାଙ୍କର ବିୟୋଗ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ...

ଓଡ଼ିଶା ବୈଷୟିକ ଶିକ୍ଷା ଓ ଗବେଷଣା ବିଶ୍ଵବିଦ୍ୟାଳୟର ନବକଳେବର ହେବ

ଓଡ଼ିଶାଲାଇଭ୍ ବ୍ୟୁରୋ ବୈଷୟିକ ଶିକ୍ଷା କ୍ଷେତ୍ରର ହେବ ରୂପାନ୍ତର ମାଷ୍ଟର ପ୍ଲାନକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ ୩ ବର୍ଷରେ ଖର୍ଚ୍ଚ ହେବ ୧,୫୦୦ କୋଟି ଟଙ୍କା ଆଗାମୀ ୫ ବର୍ଷରେ ୧୦ ହଜାର ବିଦ୍ୟାର୍ଥୀଙ୍କୁ...

ଆସୁଛି ବାତ୍ୟା ‘ଅସାନି’: ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ଏସଆରସିଙ୍କ ପରାମର୍ଶ

ଓଡ଼ିଶାଲାଇଭ୍ ବ୍ୟୁରୋ ବାତ୍ୟା ‘ଅସାନି’ ପାଇଁ ଅଶାନ୍ତ ରହିଛି ସମୁଦ୍ର। ରାଜ୍ୟରେ ଏହା ପ୍ରଭାବରେ ବର୍ଷା ସହ ପବନ ମଧ୍ୟ ବହୁଛି। ଆସନ୍ତା ମେ’ ୧୨ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ...

ପାରମ୍ପରିକ ଧାନ ବିହନ ସଂଗ୍ରହ ପ୍ରେମରେ ପରିବେଶ ବିଜ୍ଞାନୀ ଡକ୍ଟର ଦେଓଲ ଦେଓ

ଓଡ଼ିଶାଲାଇଭ୍ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): କୃଷି ବିଜ୍ଞାନୀ ନହେଲେ ମଧ୍ୟ ନିଆରା ମଣିଷଟିଏ ହେଉଛନ୍ତି ପଶ୍ଚିମବଙ୍ଗର ବିଶିଷ୍ଟ ପରିବେଶ ବିଜ୍ଞାନୀ ଡକ୍ଟର ଦେଓଲ ଦେଓ। କେବଳ ପରୀକ୍ଷା କରି ଅନୁଭୂତି ସାଉଣ୍ଟିବା...

ବାତ୍ୟା ‘ଅସାନି’ ପ୍ରଭାବ: ଆଜିଠୁ ୩ ଦିନ ପ୍ରବଳ ବର୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ ବାତ୍ୟା ‘ଅସାନି’ ପ୍ରଭାବରେ ରାଜ୍ୟର କିଛି ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଛି। ଆଗକୁ ଆହୁରି ବର୍ଷିବ। ମଙ୍ଗଳବାରଠାରୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ...

ପ୍ରମୋଦିନୀ ରାଉଳ ଏସିଡ ମାଡ଼ ମାମଲା: ୨ ଦୋଷୀଙ୍କୁ ୧୪ ବର୍ଷ ଜେଲଦଣ୍ଡ

ଓଡ଼ିଶାଲାଇଭ୍ ବ୍ୟୁରୋ ବହୁ ଚର୍ଚ୍ଚିତ ପ୍ରମୋଦିନୀ ରାଉଳ ଏସିଡ ମାଡ଼ ମାମଲାର ରାୟ ପ୍ରକାଶ ପାଇଛି। ସୋମବାର ଦୁଇ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଜଗତସିଂହପୁର ଏଏସଜେ ମହିଳା କୋର୍ଟ। ଏହି...

ସମୁଦ୍ର ମଝିରେ ଫସିଥିବା ୧୧ ମତ୍ସ୍ୟଜୀବୀଙ୍କୁ ଏୟାରଲିଫ୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ମାଛ ଧରିବାକୁ ଯାଇ ସମୁଦ୍ର ମଝିରେ ଫସି ରହିଥିବା ୧୧ ଜଣ ମତ୍ସ୍ୟଜୀବୀଙ୍କୁ ଏୟାରଲିଫ୍ଟ କରି ଉଦ୍ଧାର କରାଯାଇଛି। ମତ୍ସଜୀବୀମାନେ ଗଞ୍ଜାମ ଜିଲ୍ଲା ସୁନାପୁର ନିକଟ ସମୁଦ୍ରରେ ଫସି ରହିଥିଲେ। ରାଜ୍ୟ...