ମୋଦୀଙ୍କୁ ରାହୁଲଙ୍କ ଟାର୍ଗେଟ – ଜିଡିପି ଅଭିବୃଦ୍ଧି, କରୋନା ମୃତ୍ୟୁ ରୋକିବାରେ ସରକାର ବିଫଳ

ଓଡ଼ିଶାଲାଇଭ୍ ବ୍ୟୁରୋ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଟାର୍ଗେଟରେ ପୁଣିଥରେ ମୋଦୀ ସରକାର। ଦେଶର ଜିଡିପି ଓ କରୋନା ମୃତ୍ୟୁକୁ ନେଇ ରାହୁଲ ଏକ ତଥ୍ୟକୁ ଆଜି ଟୁଇଟରେ ସେଆର କରିବା ସହିତ...

ପ୍ରମିଳାଙ୍କ ପ୍ରତିକ୍ରିୟା – ବିଜେପିକୁ ଯିବା ପରେ ବୈଜୟନ୍ତଙ୍କୁ ଓଡ଼ିଶା ପାକିସ୍ତାନ ପାକିସ୍ତାନ ବାସୁଛି !

ଓଡ଼ିଶାଲାଇଭ୍ ବ୍ୟୁରୋ ବୈଜୟନ୍ତ ବିଜେଡିରେ ଥିବାବେଳେ ଓଡ଼ିଶା ଶାନ୍ତ ଥିଲା। ବିଜେପିକୁ ଯିବା ପରେ ତାଙ୍କୁ ଓଡ଼ିଶା ପାକିସ୍ତାନ ପାକିସ୍ତାନ ବାସୁଛି ?ବୈଜୟନ୍ତଙ୍କ ଉଦ୍ଦେଶ୍ୟରେ ଏଭଳି କହିଛନ୍ତି ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ। ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର...

ଓଡ଼ିଶା ପୋଲିସର କାମକୁ ପାକିସ୍ତାନ ସହ ତୁଳନା କଲେ ବୈଜୟନ୍ତ, ଟୁଇଟରରେ ଘେରିଲା ବିଜେଡି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଟିଭି ସାମ୍ବାଦିକଙ୍କ ପ୍ରତି ପୋଲିସ ଆକ୍ସନକୁ ନେଇ ବୈଜୟନ୍ତ - ବିଜେଡି ନେତାଙ୍କ ଟୁଇଟ ଓ୍ୱାର। ବିଜେପି ଉପସଭାପତି ତଥା ଟେଲିଭିଜନ ଚାନେଲ ଓଟିଭିର ମୁଖିଆ ବୈଜୟନ୍ତ ପଣ୍ଡା ଖୋଲାଖୋଲି ଭାବେ ସୋସିଆଲ...

ଥରୁରଙ୍କ ବିବାଦୀୟ ବୟାନ – ପାକିସ୍ତାନରେ ଭାରତକୁ ବଦନାମ କରିବାର ଉଦ୍ଦେଶ୍ୟ କ’ଣ ପଚାରିଲା ବିଜେପି?

ଓଡ଼ିଶାଲାଇଭ୍‌ ବ୍ୟୁରୋ ପାକିସ୍ତାନ ମଞ୍ଚରେ କଂଗ୍ରେସ ନେତା ଶଶି ଥରୁର ଦେଇଥିବା ବିବାଦୀୟ ବୟାନକୁ ନେଇ ଖୁବ୍‌ ବର୍ଷିଛି ବିଜେପି। ପାକିସ୍ତାନରେ ଦେଶ ବିରୋଧୀ ବୟାନ ଦେଇ ଦେଶକୁ ଅପମାନିତ କରିବା ପଛରେ କ‘ଣ...

କରୋନା ମୁକାବିଲାରେ ପାକିସ୍ତାନକୁ ପ୍ରଶଂସା କରି ବିବାଦରେ ଶଶି ଥରୁର

ଓଡ଼ିଶାଲାଇଭ୍‌ ବ୍ୟୁରୋ ‘‘କରୋନା ମୁକାବିଲାରେ ଭାରତ ଅପେକ୍ଷା ପାକିସ୍ତାନ ଭଲ ପ୍ରଦର୍ଶନ କରିଛି’’, ପାକିସ୍ତାନରେ ଭାରତକୁ ବଦନାମ କରି ଏଭଳି ଏକ ବୟାନ ଦେଇ ବିବାଦ ଘେରକୁ ଆସିଛନ୍ତି କଂଗ୍ରେସ ନେତା ଶଶି ଥରୁର। ନିକଟରେ...

୩୩ ସାଂଗଠନିକ ଜିଲ୍ଲା ପାଇଁ ସଭାପତି ନିଯୁକ୍ତ କଲା କଂଗ୍ରେସ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଗକୁ ଉପନିର୍ବାଚନ ଥିବା ବେଳେ ନିଜ ସଂଗଠନକୁ ମଜଭୁତ୍ କରିବାକୁ ଚେଷ୍ଟା କରିଛି କଂଗ୍ରେସ। ଆଜି ରାଜ୍ୟ କଂଗ୍ରେସର ୩୩ଟି ସାଂଗଠନିକ ଜିଲ୍ଲା ପାଇଁ ସଭାପତି ନିଯୁକ୍ତ ହୋଇଛନ୍ତି। ସେଥିମଧ୍ୟରୁ ୧୬ଟି...

ବିହାର ନିର୍ବାଚନ: ୨୩ରୁ ପ୍ରଚାର ଅଭିଯାନ ଆରମ୍ଭ କରିବେ ରାହୁଲ, କରିବେ ୬ଟି ନିର୍ବାଚନୀ ରାଲି

ଓଡ଼ିଶାଲାଇଭ୍ ବ୍ୟୁରୋ ବିହାର ନିର୍ବାଚନ ପାଇଁ ଅକ୍ଟୋବର ୨୩ରୁ ପ୍ରଚାର ମଇଦାନକୁ ଓହ୍ଲାଇବେ ରାହୁଲ ଗାନ୍ଧୀ। ରାଜ୍ୟରେ ମୋଟ ୩ଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବାବେଳେ ରାହୁଲ ୬ଟି ରାଲି କରିବେ। ଅକ୍ଟୋବର ୨୮ରେ ବିହାରରେ...

ବାଲେଶ୍ୱର ଉପନିର୍ବାଚନ – ପ୍ରଚାରରେ ମାତିଛନ୍ତି ପ୍ରାର୍ଥୀ, ହାତରେ ପ୍ରସଙ୍ଗ ନାହିଁ

ଓଡ଼ିଶାଲାଇଭ୍ ବ୍ୟୁରୋ ବାଲେଶ୍ୱରରେ ଜମିଲାଣି ପ୍ରାର୍ଥୀମାନଙ୍କର ପ୍ରଚାର, ହେଲେ କାହା ହାତରେ ନାହିଁ ଠୋସ୍ ପ୍ରସଙ୍ଗ। ବାଲେଶ୍ୱର ଉପନିର୍ବାଚନ ପାଇଁ ଏବେ ପ୍ରଚାର ମଇଦାନରେ କସରତ ଆରମ୍ଭ କରିଛନ୍ତି ତିନି ଦଳର ପ୍ରାର୍ଥୀ। ହେଲେ କାହା...

୮ ଦିନ ପରେ ଖୋଲିଲା ଅପରାଜିତା ଷଡ଼ଙ୍ଗୀଙ୍କ ଅଫିସ

ଓଡ଼ିଶାଲାଇଭ୍ ବ୍ୟୁରୋ ଖୋଲିଲା ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପଳାସପଲ୍ଲୀ ଅଫିସ। ସିଲ୍‌ ହେବାର ୮ ଦିନ ପରେ ବିଏମସି ଅଧିକାରୀ ଓ ପୋଲିସ୍‌ ଉପସ୍ଥିତିରେ ଅଫିସକୁ ଖୋଲାଯାଇଛି। ଅକ୍ଟୋବର ୮ ତାରିଖ ଦିନ ନିଜ...

ଅଫିସ ସିଲ୍ ଘଟଣାକୁ ପୁଣି ବେଆଇନ କହିଲେ ଅପରାଜିତା, ସରକାରଙ୍କ ବିରୋଧରେ ଯିବେ କି କୋର୍ଟ?

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ବିଏମ୍‌ସି ପକ୍ଷରୁ ଗତ ଶନିବାର ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଅଫିସ୍‌କୁ ୧୫ ଦିନ ପାଇଁ ସିଲ୍ କରି ଦିଆଯାଇଥିଲା। କିନ୍ତୁ ଏହାକୁ ପୁଣିଥରେ ବେଆଇନ...