ନବୀନଙ୍କ ନୂଆ ଟିମ୍‌ରେ ୧୦ ନୂଆ ମୁହଁ

ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ ନବୀନଙ୍କ ମନ୍ତ୍ରିମଣ୍ଡଳରେ୧୦ ନୂଆ ମୁହଁଙ୍କୁ ମନ୍ତ୍ରୀ ପଦ ନବୀନଙ୍କ ପଞ୍ଚମ ପାଳିରେ କିଏ ହେବେ ମନ୍ତ୍ରୀ? ଏହାକୁ ନେଇ ଗତ କିଛିଦିନ ହେଲା ଲାଗି ରହିଥିଲା ଚର୍ଚ୍ଚା। ତେବେ ସବୁ ଚର୍ଚ୍ଚାର...

ନବୀନଙ୍କ ନୂଆ ଇନିଂସ୍ – ଜାଣନ୍ତୁ କାହାକୁ ମିଳିଲା କ୍ୟାବିନେଟ୍, କାହାକୁ ରାଷ୍ଟ୍ର ପାହ୍ୟା?

ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ ୨୦ ଜଣ ମନ୍ତ୍ରୀଙ୍କୁ ନେଇ ବୁଧବାର ସକାଳ ସାଢ଼େ ୧୦ଟାରେ ନବୀନ ପଟ୍ଟନାୟକ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି। ଏଥିପାଇଁ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ...

ସୂର୍ଯ୍ୟନାରାୟଣ ପାତ୍ର ହେବେ ବାଚସ୍ପତି, ପ୍ରମିଳା ମଲ୍ଲିକ ମୁଖ୍ୟ ସଚେତକ

ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ ବିଜେଡିର ବରିଷ୍ଠ ନେତା ସୂର୍ଯ୍ୟନାରାୟଣ ପାତ୍ର ହେବେ ବିଧାନସଭାର ବାଚସ୍ପତି। ଏନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସୂର୍ଯ୍ୟଙ୍କୁ ଫୋନ ଯୋଗେ ସୂଚନା ଦେଇଥିବା ଜଣାପଡ଼ିଛି। ସୂର୍ଯ୍ୟ ଦିଗପହଣ୍ଡି ନିର୍ବାଚନମଣ୍ଡଳୀରୁ...

ନବୀନଙ୍କ ପଞ୍ଚମ ପାଳି, ଜାଣନ୍ତୁ କିଏ ହେବେ ମନ୍ତ୍ରୀ?

ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଞ୍ଚମ ଥର ବୁଧବାର ସକାଳ ସାଢ଼େ ୧୦ଟାରେ ଶପଥ ନେବେ। ନବୀନଙ୍କ ସମେତ ମନ୍ତ୍ରିମଣ୍ଡଳର ଅନ୍ୟ ମନ୍ତ୍ରୀମାନେ ମଧ୍ୟ ଶପଥ ନେବେ। ଏନେଇ ନବୀନ...

ନୀଳଗିରିରୁ ନୂଆଦିଲ୍ଲୀ – ଏମିତି ଥିଲା ପ୍ରତାପ ଷଡ଼ଙ୍ଗୀଙ୍କ ରାଜନୀତିକ ଯାତ୍ରା

ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ ବାଲେଶ୍ୱର ଲୋକସଭା ଆସନରୁ ଜିତିଥିବା ପ୍ରତାପ ଷଡ଼ଙ୍ଗୀଙ୍କୁ ନେଇ ଏବେ ସବୁଠି କ୍ରେଜ୍। ତାଙ୍କୁ କେହି କହି ଓଡ଼ିଶାର ମୋଦି କୁହନ୍ତି। ଆଉ କାହା ପାଇଁ ସେ ଆଦରର ‘ନନା’। ସବୁବେଳେ...

ବିଧାନସଭା ଫଳାଫଳ: ବିଜେପିରେ ଦୁଃଖ, ଆଶ୍ଚର୍ଯ୍ୟ ଓ ଆନନ୍ଦ

ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ ନିର୍ବାଚନ ଫଳାଫଳ, ଢ଼େର ଦିନ ଯାଏଁ ପ୍ରାର୍ଥୀଙ୍କୁ ଓ ଦଳକୁ ଘାରୁଥାଏ। ଏଥରର ବିଧାନସଭା ଫଳାଫଳ ବିଜେପିର ରାଜ୍ୟ ନେତୃତ୍ୱକୁ ଘାରିଛି କେବଳ ନୁହେଁ ସେମାନେ ଆଚମ୍ବିତ ବି ହୋଇଛନ୍ତି...

ବିଜେଡି ବିଜୟ ପଛର ନାୟକ ନବୀନ ପଟ୍ଟନାୟକ: ସୌମ୍ୟରଞ୍ଜନ

ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ[youtube https://www.youtube.com/watch?v=wdgg-R8Z4Hg] ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ସାରାଦେଶରେ ଭଲ ପ୍ରଦର୍ଶନ କରିଥିଲାବେଳେ ଓଡ଼ିଶାବାସୀଙ୍କୁ ବିଜେପି ପ୍ରଭାବିତ କରିପାରିନିା  ଓଡ଼ିଶାରେ ୧୪୬ ବିଧାନସଭା ଆସନରୁ ୧୧୨ ଟି ଆସନରେ ବିଜେଡି ବିଜୟ...

ବୈଜୟନ୍ତ କହୁଥିଲେ, କେନ୍ଦ୍ରାପଡ଼ାବାସୀ ‘ପରିବର୍ତ୍ତନ’ କରି ଦେଖାଇଦେଲେ : ଅନୁଭବ

ଓଡ଼ିଶାଲାଇଭ୍‌ ବ୍ୟୁରୋ https://www.youtube.com/watch?v=j8ydU8ynMBs "ମହାପ୍ରଭୁ ଜଗନ୍ନାଥ ଏବଂ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ ଯୋଗୁଁ ଆଜି ମୁଁ ଏହି ସଫଳାତା ପାଇଛି। ଏଥିପାଇଁ ମୁଁ ନବୀନ ପଟ୍ଟନାୟକଙ୍କ ପାଖରେ ଚୀର ଋଣି ରହିବି। ନବୀନ ବାବୁ ମୋ...

ରାତି ପାହିଲେ ଶପଥ ଗ୍ରହଣ ଉତ୍ସବ – କିଏ ହେବେ ମନ୍ତ୍ରୀ, ବଢ଼ିଲା ସସ୍‌ପେନ୍ସ

ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ ନବୀନଙ୍କ ପଞ୍ଚମ ପାଳିରେ କିଏ ହେବେ ମନ୍ତ୍ରୀ? ରାତି ପାହିଲେ ଶପଥ ଗ୍ରହଣ ଉତ୍ସବ। ନବୀନ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟମାନେ...

ମୋଦିଙ୍କୁ  ନିଜ ହାତରେ କ’ଣ ଖୁଆଇଲେ ପ୍ରଣବ ମୁଖାର୍ଜୀ?

ଓଡ଼ିଶାଲାଇଭ ବ୍ୟୁରୋ ୨୦୧୯ ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପର ପ୍ରଚଣ୍ଡ ବହୁମତ ହାସଲ କରିଛିା ମେ’ ୩୦ରେ ମୋଦି ପୁଣଥରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତିା  ଶପଥ ନେବା...