ଅମରେଶ ଜେନାଙ୍କୁ ମିଳିଲା ନୂଆ ଦାୟିତ୍ୱ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ଅମରେଶ ଜେନାଙ୍କୁ ମିଳିଲା ନୂଆ ଦାୟିତ୍ୱ। ଅମରେଶଙ୍କୁ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲାର ବିଜେଡି ସଭାପତି ଭାବେ ନିଯୁକ୍ତି ମିଳିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଏହି ପଦରେ ନିଯୁକ୍ତ...

ନବୀନଙ୍କୁ ଭରସା ନୂଆ ମୁହଁ

ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ ବିଜେଡି ସଭାପତି ନବୀନ ପଟ୍ଟନାୟକ ୨ ଲୋକସଭା ଆସନ ସହ ୭ ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଯେଉଁଥିରେ ଅଧିକାଂଶ ପ୍ରାର୍ଥୀଙ୍କ ନାଁ ନୂଆ। ଅର୍ଥାତ...

ବିଜେଡି ନେତାଙ୍କ ଗାଡ଼ିରୁ ଜବତ ହେଲା ୧୨ ଲକ୍ଷ ଟଙ୍କା

ଓଡ଼ିଶାଲାଇଭ୍‌ ବ୍ୟୁରୋ ନିର୍ବାଚନ ପାଖେଇ ଆସୁଥିବା ବେଳେ ଏବେ ରାଜ୍ୟର ବିଭିନ୍ନ ସ୍ଥାନରୁ ବିଡ଼ା ବିଡ଼ା ଟଙ୍କା ଜବତ କରୁଛି ନିର୍ବାଚନ ଫ୍ଲାଇଂ ସ୍କ୍ୱାର୍ଡ। ମଙ୍ଗଳବାର ବରଗଡ଼ ବିଜେଡି ନେତାଙ୍କ ଗାଡ଼ିରୁ ଜବତ ହୋଇଛି...

ଦିଲ୍ଲୀ ନୁହେଁ, ଓଡ଼ିଶା ରାଜନୀତିରେ ସକ୍ରିୟ ରହିବାକୁ ଚାହୁଁଛନ୍ତି ସୌମ୍ୟ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ[youtube https://www.youtube.com/watch?v=8VffGVk42KI] ଦିଲ୍ଲୀ ଦରବାର ନୁହେଁ, ଓଡ଼ିଶା ରାଜନୀତିରେ ସକ୍ରିୟ ରହିବାକୁ ଚାହୁଁଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକା ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା ହେବା ପରେ ଏହା ସ୍ପଷ୍ଟ ହୋଇଯାଇଛିା ଗତ କିଛି...

ଆସିଲା ବିଜେଡିର ୨ ଲୋକସଭା, ୭ ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା, ଜାଣନ୍ତୁ କେଉଁଠୁ କିଏ?

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ବିଜେଡି ସଭାପତି ଘୋଷଣା କଲେ ବିଜେଡିର ୨ ଲୋକସଭା କିଛି ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା। ଲୋକସଭା କେନ୍ଦୁଝର - ଚନ୍ଦ୍ରାଣୀ ମୁର୍ମୁ ଢେଙ୍କାନାଳ- ମହେଶ ସାହୁ ବିଧାନସଭା ଭୁବନେଶ୍ୱର ଉତ୍ତର- ସୁଶାନ୍ତ କୁମାର ରାଉତ ଭୁବନେଶ୍ୱର...

ଭୁବନେଶ୍ୱରରେ ବିଏସପି ସୁପ୍ରିମୋ ମାୟାବତୀ, ଭୁବନେଶ୍ୱର ବରମୁଣ୍ଡା ପଡ଼ିଆରୁ ମୋଦିଙ୍କୁ ଟାର୍ଗେଟ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଜମିଲାଣି ନିର୍ବାଚନ ପ୍ରଚାରା ଜଣକ ପରେ ଜଣେ କେନ୍ଦ୍ର ନେତା ଓଡ଼ିଶା ଗସ୍ତରେ ଆସି ନିଜ ଦଳର ପ୍ରାର୍ଥୀଙ୍କ ପାଇଁ କରୁଛନ୍ତି ପ୍ରଚାରା ବିଜେପିର କେନ୍ଦ୍ର ନେତାମାନେ ଘନ ଘନ...

ମୟୂରଭଞ୍ଜରେ ପ୍ରଚାର କଲେ ରଘୁବର ଦାସ – “ଲୋକେ ଚାହୁଁଛନ୍ତି ପରିବର୍ତ୍ତନ”

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚଳିତ ନିର୍ବାଚନ ପରିପ୍ରେକ୍ଷୀରେ ବିଜେପିର ବରିଷ୍ଠ ନେତା ତଥା ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ରଘୁବର ଦାସ ଆଜି ଦିନିକିଆ ମୟୂରଭଂଜ ଜିଲ୍ଲା ଗସ୍ତରେ ଆସିଥିଲେ। ଓଡ଼ିଶା ଆସି ରଘୁବର ମାରାଥନ ନିର୍ବାଚନ ପ୍ରଚାର...

ଲୋକନାଥ ମନ୍ଦିର ଦର୍ଶନ କଲେ ପୁରୀ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର

ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ ବିଜେପିର ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ମଙ୍ଗଳବାର ଲୋକନାଥ ମନ୍ଦିର ଦର୍ଶନ କରିଛନ୍ତି। ମଙ୍ଗଳବାର ପ୍ରଚାର ଆରମ୍ଭ କରିବା ପୂର୍ବରୁ ସମ୍ବିତ ଲୋକନାଥ ମନ୍ଦିର ଯାଇଥିଲେ , ସେଠାରେ...

ଓଡ଼ିଶାର ନେତୃତ୍ୱ ନେବ ବିଜେପି, ଆପଣଙ୍କୁ ଆଗୁଆ ଅଭିନନ୍ଦନ: ମୋଦି

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଭବାନିପାଟଣାରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଥିଲେ। ସମାବେଶରେ ସମସ୍ତଙ୍କୁ ଜୁହାର ପକାଇ ବରପୁତ୍ରଙ୍କୁ ଶ୍ରଦ୍ଧାସୁମନ ଜଣାଇ ପ୍ରଧାନମନ୍ତ୍ରୀ ଅଭିଭାଷଣ ଆରମ୍ଭ କରିଥିଲେ। "ଗତ...

ଘସିପୁରା ଆସନ ଲାଗି ପ୍ରାର୍ଥିପତ୍ର ଦାଖଲ କଲେ ନିରଞ୍ଜନ ପଟ୍ଟନାୟକ

ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ଘସିପୁରା ଆସନ ଲାଗି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ନିଜର ବହୁ ସମର୍ଥକଙ୍କ ସହ ନିରଞ୍ଜନ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ପ୍ରାର୍ଥିପତ୍ର ଦାଖଲ କରିବା ପରେ...