ଚାଲିଛି ୫ଟି ରାଜ୍ୟର ଭୋଟ୍‌ ଗଣତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ, ତେଲେଙ୍ଗାନା ଓ ମିଜୋରାମରେ ହୋଇଥିବା ବିଧାନସଭା ନିର୍ବାଚନର ଭୋଟ୍‌ ଗଣତି ଆରମ୍ଭ ହୋଇଯାଇଛି। ଚାଲିଛି ୫ଟି ରାଜ୍ୟର ଭୋଟ୍‌ ଗଣତି। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମଙ୍ଗଳବାର ସକାଳ...

କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ ଉପେନ୍ଦ୍ର କୁଶୱାହା

   ଓଡ଼ିଶାଲାଇଭ୍ ବ୍ୟୁରୋ ମାନବ ସମ୍ବଳ ବିକାଶ ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଉପେନ୍ଦ୍ର କୁଶୱାହା।    ସଂସଦର ଶୀତ ଅଧିବେଶନ ଡିସେମ୍ବର ୧୧ରେ ବସିବ। ଅଧିବେଶନର ଗୋଟିଏ ଦିନ ପୂର୍ବରୁ ରାଷ୍ଟ୍ରୀୟ ଲୋକ ସମତା ପାର୍ଟିର...

ମହିଳା ସଂରକ୍ଷଣ ପ୍ରସଙ୍ଗ – ରାହୁଲଙ୍କ ସମର୍ଥନରେ ଖୁସି ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ମହିଳାଙ୍କ ସ୍ଥାନ ସଂରକ୍ଷଣ ପ୍ରସଙ୍ଗରେ ରାହୁଲ ଗାନ୍ଧିଙ୍କ ସମର୍ଥନରେ ଖୁସି ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ। ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ସାଥ ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ...

ଓଡ଼ିଶା ଉପରେ ତେଲୁଗୁ ଦେଶମ, ତୃଣମୂଳ କଂଗ୍ରେସ ଓ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ବି ନଜର 

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ଆଗାମୀ ୨୦୧୯ ନିର୍ବାଚନ ପାଖେଇ ଆସୁଥିଲା ବେଳେ ବିଜେପି ବ୍ୟତୀତ ଅନ୍ୟ ଦଳର ନଜର ବି ଓଡ଼ିଶା ଉପରେ ପଡ଼ିଛି। ଖବର ମିଳିଛି ଯେ ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ...

୨୦୧୯ ନିର୍ବାଚନ ଓ ବିଜୟ-ଦିଲ୍ଲୀପଙ୍କ ‘ନୂଆ ସକାଳ’ ଉପାଖ୍ୟାନ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ [youtube https://www.youtube.com/watch?v=5dOtZ9ifvgo] ବିଜେପିରୁ ଇସ୍ତଫା ଦେବା ପରେ ବିଜୟ ଦେଇଥିବା ବିସ୍ଫୋରକ ବୟାନ ପଛର ରହସ୍ୟ। "୨୦୧୯ରେ ଓଡ଼ିଶା ରାଜନୀତି ଦେଖିବ ନୂଆ ସକାଳ। ସମସ୍ତଙ୍କ ପାଇଁ ନୂଆ ସୂର୍ଯ୍ୟୋଦୟ ଆସିବ। ଏକ...

ନିର୍ବାଚନ ପରେ ନେତାଙ୍କ ମଉଜ – ଶିବରାଜ ତିଆରି କଲେ ପରଟା, ରମଣ ଦେଖିଲେ ଫିଲ୍ମ

ଓଡ଼ିଶାଲାଇଭ୍‌ ବ୍ୟୁରୋ ନିର୍ବାଚନ ଶେଷ ହେବା ପରେ ପରିବାର ସହ ନେତା କରୁଛନ୍ତି ମଉଜ। ଶେଷ ହୋଇଛି ୫ଟି ରାଜ୍ୟର ବିଧାନସଭା ନିର୍ବାଚନ। କିଏ ଜିତିବ ଏବଂ କିଏ ହାରିବ ତା' ଉପରେ ସମସ୍ତଙ୍କ ନଜର...

ସେଲଟର ହୋମ୍ ଯୌନ ନିର୍ଯାତନା – ତଦନ୍ତ ନିର୍ଦ୍ଦେଶ ଦେଲେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଢେଙ୍କାନାଳ ବେଲଟିକରିସ୍ଥିତ ସେଲଟର ହୋମ୍ ଯୌନ ନିର୍ଯାତନା ଘଟଣାରେ କେନ୍ଦ୍ର ସରକାର ଉଦବେଗ ପ୍ରକାଶ କରିଛନ୍ତି। ଏହି ସମ୍ବେଦନଶୀଳ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ରିପୋର୍ଟ ଦେବାକୁ କେନ୍ଦ୍ର ମହିଳା ଓ...

ଏକ୍‌ଜିଟ୍ ପୋଲ୍ ବଜାଇଲା ସତର୍କ ଘଣ୍ଟି! ବିଜେପି ଶିବିର ନିରାଶ, କଂଗ୍ରେସ ଉତ୍ସାହିତ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ମୋଦି ସରକାରଙ୍କ ଚିନ୍ତା ବଢ଼ାଇପାରେ ୫ଟି ରାଜ୍ୟର ବିଧାନସଭା ଫଳାଫଳ। ବିଜେପି ପାଇଁ କୁଆଡୁ କିଛି ଭଲ ଖବର ଆସୁନି। ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳ ବାହାରିବା ପାଇଁ ଆଉ...

ବଲିଉଡର ଭିଲେନ୍ ପ୍ରକାଶ ରାଜ୍‌ କହିଲେ, “ମୋଦି ଗଣତନ୍ତ୍ର ପାଇଁ ବଡ଼ ଭିଲେନ୍”

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=6vq3ytwhYtU] "ମୋଦି ଗଣତନ୍ତ୍ର ପାଇଁ ଭିଲେନ୍" - କହିଲେ ପ୍ରଖ୍ୟାତ ଦକ୍ଷିଣ ଭାରତୀୟ ଅଭିନେତା ପ୍ରକାଶ ରାଜ୍‌। ଓଡ଼ିଶା ଜନଚେତନା ମଞ୍ଚ ପକ୍ଷରୁ ଉତ୍କଳ ମଣ୍ଡପରେ ଆୟୋଜିତ 'ସମ୍ବିଧାନ ବଞ୍ଚାଅ', 'ଦେଶ...

ମୋଦି ସବୁଠାରୁ ବଡ଼ ମିଛୁଆ – ପ୍ରକାଶ ରାଜ

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=6vq3ytwhYtU] "ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁଠାରୁ ବଡ଼ ମିଛୁଆ, ସେ ଦେଶବାସୀଙ୍କୁ ପ୍ରତ୍ୟେକ ଦିନ ମିଛ କହୁଛନ୍ତି। ସେ ଦେଶବାସୀଙ୍କ ସମ୍ମୁଖରେ ଅଭିନୟ କରୁଛନ୍ତି। କଳାକାରମାନଙ୍କଠୁ ବଳି ସେ ଅଭିନୟ...