ଓଡ଼ିଶାରେ ଗଠନ ହେବ ନୂଆ ଆଞ୍ଚଳିକ ଦଳ?
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଡାକ୍ତର ଦାମୋଦର ରାଉତ ବିଜେଡିର ବହିଷ୍କୃତ ହେବା ପରେ ନୂଆ ଆଞ୍ଚଳିକ ଦଳ ଗଠନ ନେଇ ଜୋର୍ ଧରିଛି ଚର୍ଚ୍ଚା।
ଓଡ଼ିଶାରେ ଆଉ ଏକ ଆଞ୍ଚଳିକ ଦଳ ଗଠନ ହେବାକୁ ଯାଉଛି।...
ବିଜେପିର ପ୍ରଶ୍ନ – ନବୀନ ସ୍ୱଚ୍ଛ ଓ ନିର୍ମଳ କେମିତି?
ଓଡ଼ିଶାଲାଇଭ୍ ବ୍ୟୁରୋ
ଡାକ୍ତର ଦାମୋଦର ରାଉତ ଦୁର୍ନୀତି ପ୍ରସଙ୍ଗ ଉଠାଇ ଦଳରୁ ବହିଷ୍କୃତ ହେବା ପରେ ବିଜେପି ଏବେ ବିଜେଡିକୁ ଘେରିଛି। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କେତେ ସ୍ୱଚ୍ଛ ବୋଲି...
ଦାମ-ବିଷ୍ଣୁ କଳି: ବହିଷ୍କାର ପରେ ବି ସରୁନି ଗୋଇ ଖୋଳାଖୋଳି
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=Zh545EVnHIk]
ବିଜେଡିରୁ ବହିଷ୍କାର ହେବା ପରେ ବି ଦାମ-ବିଷ୍ଣୁ କଳି ଥମୁନି। ଦାମ ବିଷ୍ଣୁଙ୍କୁ ନଷ୍ଟ ଚରିତ୍ର କହିଥିବା ବେଳେ ବିଷ୍ଣୁ ଦାମଙ୍କ ଚରିତ୍ର ଉପରେ ଆଙ୍ଗୁଠି ଉଠାଇଛନ୍ତି।
ଜଗତ୍ସିଂହପୁରର ଦୁଇ ପ୍ରଭାବଶାଳୀ...
୨୦୧୯ ପାଇଁ ବିଜେଡିର ରଣନୀତି, ବରିଷ୍ଠ ନେତାଙ୍କୁ ସଙ୍ଗଠନ ଦାୟିତ୍ୱ ଦେଲେ ନବୀନ
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୧୯ ପାଇଁ ପାଗ ଭିଡ଼ିଲା ବିଜେଡି। ସଙ୍ଗଠନ ସଜାଡ଼ିବା ପାଇଁ ବରିଷ୍ଠ ନେତାଙ୍କୁ ମିଳିଲା ଦାୟିତ୍ୱ।
ନୃସିଂହ ସାହୁ ହେଲେ ବିଜେଡି ସାଧାରଣ ସମ୍ପାଦକ
ପ୍ରଫୁଲ୍ଲ ମଲ୍ଲିକ ହେଲେ ଢେଙ୍କାନାଳ ଜିଲ୍ଲା...
ବିଷ୍ଣୁକୁ ମୁଁ ରାଜନୀତିକୁ ଆଣିଥିଲି, ଟିକେଟ ବ୍ୟବସ୍ଥା କରିଥିଲି – ଦାମ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦାମ-ବିଷ୍ଣୁଙ୍କୁ ନେଇ ପୁଣି ଉଷ୍ମ ହେଲା ରାଜ୍ୟ ରାଜନୀତି।
ଦାମ ଦୁର୍ନୀତିରୁ ଆସିଛନ୍ତି: ବିଷ୍ଣୁ
ବିଷ୍ଣୁକୁ ମୁଁ ରାଜନୀତିକୁ ଆଣିଛି: ଦାମ
'ବିଷ୍ଣୁ ମୋ' ସମାସ୍କନ୍ଧ ନୁହେଁ'
ଡାକ୍ତର ଦାମୋଦର ରାଉତ ବିଜେଡିରୁ...
ପାରାଦୀପରୁ ନିର୍ବାଚନ ଲଢ଼ିବି, ବିଧାନସଭା ଆସିବି – ଡାକ୍ତର ଦାମୋଦର ରାଉତ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=tY7UcPLCWUM]
ବିଜେଡିରୁ ବହିଷ୍କାର ହେବା ପରେ ଓଡ଼ିଶାଲାଇଭ୍କୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇଛନ୍ତି ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତ। ସେ କହିଛନ୍ତି ଯେ ୨୦୧୯ରେ ପାରାଦୀପ ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢ଼ିବେ ଏବଂ...
ଦାମଙ୍କୁ ଭେଟିଲେ ବୈଜୟନ୍ତ, ୨୦୧୯ ପାଇଁ ବଢ଼ିଲା ଚର୍ଚ୍ଚା
ଓଡ଼ିଶାଲାଇଭ୍ ବ୍ୟୁରୋ
ଦାମଙ୍କ ବହିଷ୍କାର ପରେ ନୂଆ ଦଳ ଗଠନକୁ ନେଇ ବଢ଼ିଲା ଚର୍ଚ୍ଚା।
ବିଜେଡିରୁ ବହିଷ୍କୃତ ନେତା ଡାକ୍ତର ଦାମୋଦର ରାଉତଙ୍କୁ ଭେଟିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ଦାମ-ବୈଜୟନ୍ତଙ୍କ ଭେଟ୍ଘାଟ୍କୁ ନେଇ ଏବେ...
“ଦୁର୍ନୀତିଖୋରଙ୍କୁ ପୁରସ୍କାର, ପେଡ଼ି ଖୋଲିଲେ ବହିଷ୍କାର” – ଦାମ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
[youtube https://www.youtube.com/watch?v=tY7UcPLCWUM]
ବିଜେଡିରୁ ବହିଷ୍କାର ହେବା ପରେ ଆଜି ଦମ୍ ଦେଖାଇଛନ୍ତି ଦାମ। ଓଡ଼ିଶାଲାଇଭ୍କୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ଦାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସିଧା ନିଶାନା କରିଛନ୍ତି।
"ନବୀନ ପଟ୍ଟନାୟକଙ୍କ...
ବିଧାନ ପରିଷଦ – ୨: ହେବା ନହେବାର ପ୍ରଶ୍ନ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଓଡ଼ିଶାରେ ବିଧାନ ପରିଷଦ ଗଠନର ଏକ ବଡ଼ ଉଦ୍ଦେଶ୍ୟ ହେଉଛି ବିଜେଡିର କିଛି ନେତାଙ୍କୁ ଥଇଥାନ କରିବା, ଯେଉଁମାନେ ଏଥର ଟିକେଟ ପାଇବେ ନାହିଁ। ୧୧୮ ଜଣ ବିଧାୟକଙ୍କ ସହ...
ବାପା-ପୁଅଙ୍କୁ ମୁହାଁମୁହିଁ କରିବେ ନବୀନ?
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
୨୦୧୯ରେ ରାଜ୍ୟ ରାଜନୀତିରେ ହେବାକୁ ଯାଉଛି ନୂଆ ସମୀକରଣ! ପାରାଦୀପରେ ମୁହାଁମୁହିଁ ହୋଇ ପାରନ୍ତି ବାପା-ପୁଅ।
"ମୁଁ ସାଧାରଣ ଜୀବନରେ ଥିଲି ଏବଂ ଆଗକୁ ରହିବି। ମୁଁ ନିର୍ବାଚନ ଲଢ଼ିବି। ନିର୍ବାଚନ...