rashi fala

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ – (୧୪ ଜାନୁଆରି ୨୦୨୧, ଗୁରୁବାର)

ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ। ତିଥି ଓ ପର୍ବ-ଦିବସ: ଗୁରୁବାର ପୌଷ ଶୁକ୍ଳ ପ୍ରତିପଦ ଦିବା ୦୯:୦୧:୪୯ ଗତେ ଦ୍ବିତୀୟା ତିଥି।...

ସବୁ ଜିଲ୍ଲାକୁ ପଠାଗଲା କରୋନା ଟିକା – କଟକକୁ ସର୍ବାଧିକ ୧୭,୧୯୦ ଡୋଜ୍

ଓଡ଼ିଶାଲାଇଭ୍ ବ୍ୟୁରୋ ସିରମ ଇନଷ୍ଟିଚ୍ୟୁଟ ପ୍ରସ୍ତୁତ କୋଭିସିଲ୍ଡ ଟିକା ପରେ ବୁଧବାର ଭାରତ ବାୟୋଟେକର କୋଭାକ୍ସିନ ଟିକା ଓଡ଼ିଶା ଆସିଛି। ଏହି ଟିକାକୁ ଏବେ ରାଜ୍ୟ ଟିକା ଭଣ୍ଡାରରେ ରଖାଯାଇଛି। କୋଭାକ୍ସିନ ଟିକାକୁ ଭୁବନେଶ୍ଵରରେ ଦିଆଯିବା...

ପରଲୋକରେ ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ଡି. ପ୍ରକାଶ ରାଓ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କର ପରଲୋକ ହୋଇଛି। ବୁଧବାର କଟକ ଏସ୍‌ସିବି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ଗତ ୨୦ ଦିନ ତଳେ ସେ କରୋନାରେ...

ଭାରତୀୟ ବାୟୁସେନା ଅଧୀନରେ ନିଯୁକ୍ତି ସୁଯୋଗ, ଫେବ୍ରୁଆରି ୭ ପୂର୍ବରୁ କରନ୍ତୁ ଆବେଦନ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ବାୟୁସେନା ଅଧୀନରେ ଏୟାରମେନ୍ ପଦବୀ ନିମନ୍ତେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ଅନଲାଇନ ଜରିଆରେ ଆବେଦନ କରିପାରିବେ। ଆବେଦନ ଆରମ୍ଭ – ୨୨.୦୧.୨୦୨୧ ଆବେଦନ ଶେଷ –...

ପରୀ ହତ୍ୟା ମାମଲା – ସିବିଆଇ ତଦନ୍ତ ଦାବିରେ ସୁପ୍ରିମ କୋର୍ଟଙ୍କ ଦ୍ଵାରସ୍ଥ ହେଲେ ପରୀର ମା’

ଓଡ଼ିଶାଲାଇଭ୍ ବ୍ୟୁରୋ ସୁପ୍ରିମ କୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି ପରୀର ମା' ସୌଦାମୀନି ସାହୁ। ପରୀ ହତ୍ୟା ମାମଲାର ତଦନ୍ତ ଭାର କେନ୍ଦ୍ରୀୟ ସଂସ୍ଥା ସିବିଆଇକୁ ଦିଆଯାଉ ବୋଲି ଦାବି କରି ବୁଧବାର ସର୍ବୋଚ୍ଚ ନ୍ୟାୟଳୟରେ...
rashi fala

ଆଜିର ରାଶିଫଳ – (୧୩ ଜାନୁଆରି ୨୦୨୧, ବୁଧବାର)

ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ। ତିଥି ଓ ପର୍ବ-ଦିବସ: ବୁଧବାର ପୌଷ କୃଷ୍ଣ ଅମାବାସ୍ୟା ଦିବା ୧୦:୩୦:୦୭ ଗତେ ପ୍ରତିପଦ ତିଥି। ଧନୁଚନ୍ଦ୍ର...

ମକର ସଂକ୍ରାନ୍ତି ପାଇଁ ଉତ୍ସବମୁଖର ଆନ୍ଧ୍ରପ୍ରଦେଶ – କଟକଣା ମଧ୍ୟରେ ପାଳନ ହେଲା ଭୋଗୀ ପର୍ବ

ଓଡ଼ିଶାଲାଇଭ୍ ବ୍ୟୁରୋ (ବିଶାଖାପାଟଣାରୁ ଯଶୋବନ୍ତ ପାଢୀ): ମକର ସଂକ୍ରାନ୍ତି ପାଳନ ପାଇଁ ଉତ୍ସବ ମୁଖର ସାରା ଆନ୍ଧ୍ରପ୍ରଦେଶ। ଉତ୍ସବ ପାଳନ ପାଇଁ ସବୁଠି ଚାଲିଛି ବିଶେଷ ପ୍ରସ୍ତୁତି। ବୁଧବାର ଭୋଗୀ ପର୍ବ ପାଳନ ହେଉଥିବା...

ପରୀ ମୃତ୍ୟୁ ମାମଲା – ଅଭିଯୁକ୍ତର ହେବ କି ବ୍ରେନ୍ ମ୍ୟାପିଂ?

ଓଡ଼ିଶାଲାଇଭ୍ ବ୍ୟୁରୋ ନୟାଗଡ଼ର ପରୀ ମୃତ୍ୟୁ ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତକୁ ବୁଧବାର ଜୁଭେନାଇଲ ଜଷ୍ଟିସ ବୋର୍ଡ (ଜେଜେବି)ରେ ହାଜର କରାଯାଇଛି। ଅନୁଗୁଳର ବାଳସୁଧାର ଗୃହରୁ ତାକୁ ଆଣି ଜୁଭେନାଇଲ ବୋର୍ଡରେ ହାଜର କରିଛି...

ଆଜି ରାଜ୍ୟରୁ ୨୧୦ କରୋନା ପଜିଟିଭ୍ ଚିହ୍ନଟ, ଜଣେ ମୃତ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟର ୨୫ଟି ଜିଲ୍ଲା ଏବଂ ଷ୍ଟେଟପୁଲରୁ ଗତ ୨୪ ଘଣ୍ଟା ଭିତରେ ନୂଆ ୨୧୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ଵାରେଣ୍ଟାଇନ୍‌ରୁ ୧୨୨ଟି ରହିଥିବା ବେଳେ ୮୮ଟି ଲୋକାଲ...

ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ – ନୟାଗଡ଼ରୁ ହେଲା ରଥକାଠ ସଂଗ୍ରହ ଅନୁକୂଳ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ପାଇଁ ରଥକାଠ ସଂଗ୍ରହ କାର୍ଯ୍ୟର ଶୁଭାରମ୍ଭ ହୋଇଛି। ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରର ୪ ଜଣିଆ ପ୍ରତିନିଧି ଦଳ ମହାପ୍ରଭୁଙ୍କ ଆଜ୍ଞାମାଳ ସହ ମଙ୍ଗଳବାର ନୟାଗଡ଼ ଜିଲ୍ଲା...