ଆଜିଠୁ ନୂଆ ନିୟମ – ଗ୍ୟାସ୍ ପାଇବାକୁ ହେଲେ ଦେବାକୁ ପଡ଼ିବ ଓଟିପି ନମ୍ବର

ଓଡ଼ିଶାଲାଇଭ୍ ବ୍ୟୁରୋ ବିନା ଓଟିପିରେ ମିଳିବନି ଏଲପିଜି ଗ୍ୟାସ୍। ଆଜିଠୁ ଏଭଳି ନିୟମ ସାରା ଦେଶରେ ଲାଗୁ ହେବାକୁ ଯାଉଛି। ଏହାଦ୍ୱାରା ଉପଭୋକ୍ତାମାନଙ୍କୁ ଗ୍ୟାସ୍ ପାଇବାକୁ ହେଲେ ସେମାନଙ୍କର ମୋବାଇଲକୁ ଯାଇଥିବା ଓଟିପି ନମ୍ବରକୁ...

ଆଜିଠୁ ଦେଶରେ ବଦଳିବ ଏହି ସବୁ ନିୟମ 

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜିଠୁ ସାରା ଦେଶରେ କିଛି ନୂଆ ନିୟମ ଲାଗୁ ହେବାକୁ ଯାଉଛି। ଯାହାର ସିଧାସଳଖ ପ୍ରଭାବ ସାଧାରଣ ଜନତାଙ୍କ ଉପରେ ପଡ଼ିବ। ଗ୍ୟାସ୍ ସିଲିଣ୍ଡର ବୁକିଂଠୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ...

ଜାଣନ୍ତୁ ଆଜିର ରାଶିଫଳ – (୦୧ ନଭେମ୍ବର ୨୦୨୦, ରବିବାର)

ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ। ତିଥି ଓ ପର୍ବ-ଦିବସ: ଆଜି କାର୍ତ୍ତିକ କୃଷ୍ଣପକ୍ଷ ପ୍ରତିପଦ ରାତ୍ରି ୧୦:୫୦:୧୮ ଗତେ ଦ୍ଵିତୀୟା ତିଥି। ମେଷଚନ୍ଦ୍ର...

କୋହଲିଙ୍କ ଗୋଟିଏ ସ୍ପୋନ୍ସର୍ଡ ଇନଷ୍ଟାଗ୍ରାମ୍‌ ପୋଷ୍ଟରୁ ଆୟ ହୁଏ ୨ କୋଟି ଟଙ୍କା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତୀୟ କ୍ରିକେଟ୍‌ ଦଳର କ୍ୟାପଟେନ ବିରାଟ କୋହଲି ଇନ୍‌ଷ୍ଟାଗ୍ରାମ୍‌ରେ ଗୋଟିଏ ପ୍ରାୟୋଜିତ (ସ୍ପୋନ୍ସର୍ଡ) ପୋଷ୍ଟ କଲେ ତାଙ୍କୁ ୨ କୋଟି ଟଙ୍କାର ଆୟ ମିଳେ। ସେହିପରି ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ...

ନବରଙ୍ଗପୁରରେ ଇନ୍ଦିରାଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ – ଚାଷୀ ବିଧେୟକ ବିଲ୍ ବିରୁଦ୍ଧରେ କଂଗ୍ରେସର ସତ୍ୟାଗ୍ରହ

ଓଡ଼ିଶାଲାଇଭ୍ ବ୍ୟୁରୋ (ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ଆଜି ସର୍ବଭାରତୀୟ ସ୍ତରରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ଏବଂ ଭାରତରତ୍ନ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୪୬ ତମ ଜନ୍ମ ଜୟନ୍ତୀ ପାଳନ କରାଯାଇଛି।...

ବିଜେପି ମନ୍ତ୍ରୀ କହିଲେ- ‘କ୍ୟାବିନେଟ୍‌’ ଠିକ୍‌ରେ ଲେଖିପାରିବେନି ତେଜସ୍ୱୀ ଯାଦବ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍‌ ସରିଥିବା ବେଳେ ଆଉ ଦୁଇଟି ପର୍ଯ୍ୟାୟ ପାଇଁ ପ୍ରଚାର ଅଭିଯାନ ଚାଲିଛି। ଏହି ସମୟରେ ବିଭିନ୍ନ ଦଳର ନେତାଙ୍କ ବାକ୍‌ ଯୁଦ୍ଧ...

କାର୍ତ୍ତିକ ମାସରେ ପୁରୀରେ ବିକ୍ରି ହେବ ଅବଢ଼ା

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ମହାମାରୀ ଯୋଗୁଁ କାର୍ତ୍ତିକ ବ୍ରତଧାରୀମାନଙ୍କୁ ପୁରୀ ନଆସିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିବେଦନ କରାଯିବା ପରେ ଏବେ ମହାପ୍ରସାଦ ବିକ୍ରି ପାଇଁ ପ୍ରଶାସନ ତରଫରୁ ନିଷ୍ପତ୍ତି ନିଆଯାଇଛି। କାର୍ତ୍ତିକ...

ବ୍ୟାଟେରିଚାଳିତ ଯାନରେ ଅଳିଆ ଉଠାଇବ ବିଏମସି

ଓଡ଼ିଶାଲାଇଭ୍ ବ୍ୟୁରାେ ବ୍ୟାଟେରିଚାଳିତ ଯାନରେ ଏଣିକି ଅଳିଆ ଉଠାଇବ ବିଏମସି। ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ଥିବା ଅଞ୍ଚଳଗୁଡ଼ିକରେ ଏଣିକି ଅଳିଆ ଆବର୍ଜନା ଉଠିବା ବ୍ୟବସ୍ଥାରେ ପରିବର୍ତ୍ତନ ଆସିବ। ସମସ୍ତ ଅଞ୍ଚଳ ପରିଷ୍କାର ଦେଖାଯିବା...

ଆଜି ଆକାଶରେ ବିରଳ ‘ନୀଳ ଜହ୍ନ’

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ଆକାଶରେ ଦେଖିବାକୁ ମିଳିଛି ଦୁର୍ଲଭ ନୀଳ ଜହ୍ନ। ଦୀର୍ଘ ବର୍ଷର ବ୍ୟବଧାନ ପରେ ଆକାଶରେ ଏପରି ବିରଳ ଦୃଶ୍ୟ ଦେଖିବାକୁ ମିଳିଛି। ତେବେ ନୀଳ ଜହ୍ନର ଅର୍ଥ, ଜହ୍ନ ନୀଳ ଦିଶିବ...

ଏଆଇଟିୟୁସି କୋରାପୁଟ ଶାଖାର ଶତବାର୍ଷିକୀ ପାଳିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଅଲ୍ ଇଣ୍ଡିଆ ଟ୍ରେଡ୍ ୟୁନିଅନ କଂଗ୍ରେସ (ଏଆଇଟିୟୁସି)ର ଶହେ ବର୍ଷ ପୁର୍ତ୍ତି ଉପଲକ୍ଷେ ଏହାର କୋରାପୁଟ ଜିଲ୍ଲା କମିଟି ପକ୍ଷରୁ ଶତବାର୍ଷିକୀ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଛି। ଶ୍ରମିକ ନେତା ପ୍ରମୋଦ ...