କଥାବାର୍ତ୍ତାରେ ତୁଟିବନି ଭାରତ, ଚୀନ ସୀମା ବିବାଦ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତ ଉପରେ ଚୀନ୍ ନିଜର ବିସ୍ତାରବାଦ ନୀତି ଆପଣାଇଛି। ଏହା କାରଣରୁ ଲଗାତାର ଭାବେ ଭାରତ ଓ ଚୀନ୍ ସୀମାରେ ଉତ୍ତେଜନା ଦେଖିବାକୁ ମିଳୁଛି। ଏହି ସମସ୍ୟାର ସମାଧାନ କଥାବାର୍ତ୍ତା ମାଧ୍ୟମରେ...

ମୋରାଟୋରିୟମ ମାମଲାରେ ସତ୍ୟପାଠ, ୬ ମାସରୁ ଅଧିକ ମହଲତ ହାନିକାରକ

ଓଡ଼ିଶାଲାଇଭ୍ ବ୍ୟୁରୋ ୨ କୋଟି ପର୍ଯ୍ୟନ୍ତ ଋଣ ନେଇଥିବା ଲୋକ, ସଂସ୍ଥାଙ୍କୁ ୬ ମାସରୁ ଅଧିକ ମହଲତ ଦେଇହେବନାହିଁ। ଋଣଧାରକମାନଙ୍କ ଯନ୍ତ୍ରଣା କମାଇବା ପାଇଁ ଏହି ମାସଗୁଡ଼ିକର ସୁଧ ଉପରେ ଚକ୍ରବର୍ତ୍ତି ସୁଧ ନ...

ଆମାଜନରେ କରନ୍ତୁ ଟ୍ରେନ୍ ଟିକେଟ୍ ବୁକିଂ – ପାଇବେ ୧୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍

ଓଡ଼ିଶାଲାଇଭ୍ ବ୍ୟୁରୋ ବର୍ତ୍ତମାନର କରୋନା ସମୟରେ ଅଧିକାଂଶ ଲୋକ ଷ୍ଟେସନ ଯାଇ ଟିକେଟ୍ ବୁକିଂ କରିବାକୁ ଇଚ୍ଛା କରୁନାହାନ୍ତି। ଅନଲାଇନ୍ ଜରିଆରେ ଘରେ ବସି ଟ୍ରେନ୍ ଟିକେଟ୍ ବୁକିଂ କରିବାକୁ ଲୋକମାନେ ଆଗ୍ରହ ପ୍ରକାଶ...

ସତରେ କ’ଣ ଅମିତାଭଙ୍କୁ ପାଗିଳି ଭଳି ଭଲ ପାଉଥିଲେ ରେଖା?

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଅତୀତରେ ବଲିଉଡ ଅଭିନେତ୍ରୀ ରେଖା ଓ ଅମିତାଭ ଦର୍ଶକଙ୍କୁ ଅନେକ ହିଟ୍‌ ଫିଲ୍ମ ଭେଟି ଦେଇଛନ୍ତି। ଦର୍ଶକ ଏମାନଙ୍କ ଯୋଡ଼ିକୁ ଖୁବ୍‌ ପସନ୍ଦ କରୁଥିଲା ବେଳେ ଏମାନଙ୍କ ଯୋଡ଼ି ଖୁବ୍‌ ବିବାଦୀୟ ମଧ୍ୟ...

ଅବ୍ୟବସ୍ଥା ଘେରରେ ରାୟଗଡ଼ା ଜିଲ୍ଲା ପାଠାଗାର, ମାସ ମାସ ଧରି ବସ୍ତାରେ ପଡ଼ିରହିଛି ଅନେକ ଦରକାରୀ ବହି

ଓଡ଼ିଶାଲାଇଭ୍ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଜିଲ୍ଲା ପାଠାଗାରରେ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ପାଠାଗାରରେ ବହି ରଖିବା ପାଇଁ ଜାଗା ନଥିବାରୁ ବହିଗୁଡ଼ିକୁ ମାସ ମାସ ଧରି ବସ୍ତାରେ ରଖାଯାଇଛି। ସେହିପରି...

ଶାଶୁକୁ ଘୋଷାଡ଼ି ଘୋଷାଡ଼ି ମାରିଲା ବୋହୂ, ପୋଲିସ ହାତରେ ସିସିଟିଭ୍ ଫୁଟେଜ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଶାଶୁକୁ ଘୋଷାଡ଼ି ଘୋଷାଡ଼ି ରାସ୍ତାରେ ପିଟିଲା ବୋହୂ। ମାନବିକତାର ସୀମା ଡେଇଁ ବୁଢ଼ୀ ଶାଶୁକୁ ଚାପୁଡ଼ା ପରେ ମାରିଚାଲିଲା ଚାପୁଡ଼ା। ହାଇଦ୍ରାବାଦର ହୁମାୟୁନ ନଗରରୁ ଏଭଳି କିଛି ଖବର ଏବେ ଚାରିଆଡ଼େ...

କୋଭିଡ ନିୟମ ଉଲ୍ଲଂଘନ – ସାଂସଦ ଅପରାଜିତାଙ୍କ ଅଫିସ ସିଲ୍ କଲା ବିଏମ୍‌ସି

ଓଡ଼ିଶାଲାଇଭ୍ ବ୍ୟୁରୋ କୋଭିଡ ନିୟମ ଭାଙ୍ଗି ଜନ୍ମଦିନ ପାଳନ କରିବା ବେଶ୍ ମହଙ୍ଗା ପଡ଼ିଛି ଭୁବନେଶ୍ଵର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ। କୋଭିଡ ନିୟମ ଉଲ୍ଲଂଘନ ମାମଲାରେ ବିଏମ୍‌ସି ପକ୍ଷରୁ ଶନିବାର ଅପରାଜିତାଙ୍କ ଅଫିସ୍‌କୁ ୧୫...

କ୍ଷମା ମାଗିଲେ ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ନିୟମ ଉଲଂଘନ ମାମଲାରେ ଛନ୍ଦି ହେବା ପରେ ଆଜି ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ କ୍ଷମା ମାଗିଛନ୍ତି। ତାଙ୍କର ଏହି ଭୁଲ ପାଇଁ ଆଇନ ଅନୁସାରେ ଯେଉଁ ପଦକ୍ଷେପ ନିଆଯିବ...

ପାକିସ୍ତାନରୁ ଆସି ଭାରତରେ ହୋଇଗଲେ କୋଟିପତି, ଜାଣନ୍ତୁ ସେମିତି କିଛି ବ୍ୟକ୍ତିଙ୍କ ସମ୍ପର୍କରେ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତରେ ଅନେକ ଲୋକ ଅଛନ୍ତି ଯେଉଁମାନେ ମୂଳତ ପାକିସ୍ତାନରୁ ଆସିଛନ୍ତି। ବିଭାଜନ ସମୟରେ ପାକିସ୍ତାନରୁ ଅଲଗା ହୋଇ ସେମାନେ ଭାରତରେ ବସବାସ କରିଛନ୍ତି। ତେବେ କେବଳ ଯେ ଭାରତରେ ସେମାନେ ରହୁଛନ୍ତି...

ଦୁର୍ଗାପୂଜା ମୂର୍ତ୍ତି ବିବାଦ – ୭ ଫୁଟ୍ ନୁହେଁ ୪ ଫୁଟ୍‌ର ମୂର୍ତ୍ତି ନିଶ୍ଚିତ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟ ସରକାରଙ୍କ ଦୃଢ୍ ଯୁକ୍ତି ଉପସ୍ଥାପନ କଟକ ସମେତ ସାରା ରାଜ୍ୟ ପାଇଁ ଲାଗୁ ଲକ୍ଷ୍ମୀ ପୂଜା,କାଳୀ ପୂଜା ପାଇଁ ବି’ ଲାଗୁ ହେବ ଏହି ନିୟମ କଟକ: ଆସନ୍ତା ୨୧...