ଆଜିଠୁ ଶ୍ରୀମନ୍ଦିର ପ୍ରଶାସନ ବୈଠକ – ମନ୍ଦିର ଖୋଲିବା ନେଇ ହେବ ଆଲୋଚନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର କେବେ ଖୋଲିବ? ଏନେଇ ଆଜିଠୁ ପର୍ଯ୍ୟାୟକ୍ରମେ ଶ୍ରୀମନ୍ଦିର ପ୍ରଶାସନର ବୈଠକ ବସିବ। ଏହି ବୈଠକରେ ଭକ୍ତଙ୍କ ପାଇଁ ମନ୍ଦିର ଖୋଲିବା ପ୍ରସ୍ତାବ ଉପରେ ଆଲୋଚନା ହେବ। ଏଥିସହିତ ବୈଠକରେ...

ଟିଟିଲାଗଡ଼ ସହରରେ ଜାରି ହେଲା ଏସ୍‌ମା

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନାକୁ ଦୃଷ୍ଟିରେ ରଖି ଟିଟିଲାଗଡ଼ ପୌରାଞ୍ଚଳ ଓ କଣ୍ଟାବାଞ୍ଜି ଏନ୍‌ଏସିରେ ଜାରି ହୋଇଛି ଜରୁରୀ ସେବା ରକ୍ଷଣାବେକ୍ଷଣ ନିୟମ(ESMA)। ଏନେଇ ଟିଟିଲାଗଡ଼ ଉପଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ସହରର...

ପ୍ରକାଶ ପାଇଲା ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ବିଜ୍ଞପ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟର ୨ଟି ଉପନିର୍ବାଚନ ତଥା ବାଲେଶ୍ୱର ଓ ତିର୍ତ୍ତୋଲ ପାଇଁ ଶୁକ୍ରବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁସାରେ ଆଜିଠାରୁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇ ଆସନ୍ତା ୧୬...

କରୋନାରେ ପୂର୍ବତନ ଡିଜିପି ଜନ୍ ନାୟକଙ୍କ ପରଲୋକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୂର୍ବତନ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଜନ୍‌ ନାୟକଙ୍କ ପରଲୋକ ଘଟିଛି। କରୋନା ଆକ୍ରାନ୍ତ ହୋଇ ଗୁରୁବାର ବିଳମ୍ବିତ ରାତିରେ ସେ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି। ଜନ ନାୟକଙ୍କ ମୃତ୍ୟୁ ଖବର ପୋଲିସ...

କେନ୍ଦ୍ରାପଡ଼ା ଜିଲ୍ଲାରେ ଆରମ୍ଭ ହେଲା ଦ୍ଵିତୀୟ ବୋଟ୍ ଆମ୍ବଲାନ୍ସ ସେବା, ଉପକୃତ ହେବେ ଉପାନ୍ତ ଅଞ୍ଚଳର ଲୋକେ

ଓଡ଼ିଶାଲାଇଭ୍ ବ୍ୟୁରୋ (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକର ଅନେକ ଉପାନ୍ତ ଅଞ୍ଚଳକୁ ସବୁଦିନିଆ ଯୋଗାଯୋଗ ଅପହଞ୍ଚ। ଆମ୍ବଲାନ୍ସ ସେବା ଏଠି ସାତ ସପନ। ଅନେକ ସମୟରେ ଭଡ଼ା ଡଙ୍ଗା ଏହି...

ରାମବିଳାସ ପାଶ୍ୱାନଙ୍କୁ ଅନ୍ତିମ ବିଦାୟୀ, ମୋଦୀ ଦେଲେ ଶ୍ରଦ୍ଧାଞ୍ଜଳି

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ରମନ୍ତ୍ରୀ ତଥା ଏଲଜେପି ନେତା ରାମବିଳାସ ପାଶ୍ୱାନଙ୍କ ଆଜି ଅନ୍ତିମ ସଂସ୍କାର କରାଯିବ। ଏଥିପାଇଁ ତାଙ୍କ ପାର୍ଥିବ ଶରୀରକୁ ପାଟନା ନିଆଯିବ। ତା’ପୂର୍ବରୁ ପାଶ୍ୱାନଙ୍କ ଶେଷ ଦର୍ଶନ ପାଇଁ ତାଙ୍କ ପାର୍ଥିବ...

ଆଇପିଏଲ୍: ଆଜି ରାଜସ୍ଥାନ ରୟାଲ୍ସକୁ ଭେଟିବ ଦିଲ୍ଲୀ କ୍ୟାପିଟାଲ୍ସ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇପିଏଲ୍ ମ୍ୟାଚରେ ଆଜି ଭେଟାଭେଟି ହେବାକୁ ଯାଉଛନ୍ତି ରାଜସ୍ଥାନ ରୟାଲ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ। ସନ୍ଧ୍ୟା ସାଢ଼େ ୭ଟାରେ ଏହି ମ୍ୟାଚ୍ ଶାରଜାରେ ଖେଳାଯିବ। ରାଜସ୍ଥାନ ରୟାଲ୍ସ ଏହି ମ୍ୟାଚରେ ଦିଲ୍ଲୀକୁ ହରାଇ...

ପୁଣି ଫେରିବ ପବ୍-ଜି, ଏୟାରଟେଲ ସହ ଚାଲିଛି କଥାବାର୍ତ୍ତା

ଓଡ଼ିଶାଲାଇଭ୍ ବ୍ୟୁରୋ ଯଦି ଆପଣ ମଧ୍ୟ ପବ୍-ଜି ମୋବାଇଲ୍ ଗେମ୍ ପାଇଁ ପାଗଳ ଏବଂ ବ୍ୟାନ୍ ହେତୁ ଦୁଃଖିତ ଅଛନ୍ତି, ତେବେ ଏହି ଖବରଟି ଆପଣଙ୍କୁ ନିଶ୍ଚୟ ଖୁସି କରିଦେବ। ଏୟାରଟେଲ ଏବଂ ପବ୍-ଜି...

ଏଭରଗ୍ରୀନ ଫିଲ୍ମ ‘ମୈନେ ପ୍ୟାର୍ କିୟା’ରେ ସଲମାନ୍ କେମିତି ପାଇଥିଲେ ସୁଯୋଗ?

ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ  ୧୯୮୮ରେ ରିଲିଜ୍ ହୋଇଥିଲା ଏକ ସୁପରହିଟ୍ ଫିଲ୍ମ, ଯାହାର ଟାଇଟଲ୍‌ ଥିଲା ‘ମୈନେ ପ୍ୟାର୍ କିୟା’। ଏହି ଫିଲ୍ମ ସଲମାନ୍‌ ଖାନ୍‌ଙ୍କୁ ଷ୍ଟାର ଆକ୍ଟରର ମାନ୍ୟତା ଦେଇଥିଲା। ଠିକ୍ ସେହିପରି...

ଆଜି ଉତ୍କଳମଣି ଗୋପବନ୍ଧୁଙ୍କ ଜନ୍ମତିଥି

ଓଡ଼ିଶାଲାଇଭ୍ ବ୍ୟୁରୋ ସେ ହେଉଛନ୍ତି ଉତ୍କଳର ମଣି। ଓଡ଼ିଶାର ମାଟି ପାଣି, ପବନ ତାଙ୍କ ଦେହରେ ମାଂସ ଆଉ ରକ୍ତ ହୋଇ ବୋହୁଥିଲା। ସେଥିପାଇଁ ତ ସେ କହୁଥିଲେ ‘ମିଶୁ ମୋର ଦେହ ଏଦେଶ...