ସାଓମି ଲଞ୍ଚ୍ କଲା ଇଲେକ୍ଟ୍ରିକ୍ ଟୁଥବ୍ରଶ୍ – ଜାଣନ୍ତୁ, କେତେ ରହିଛି ଦାମ?

ଓଡ଼ିଶାଲାଇଭ୍ ବ୍ୟୁରୋ ଚାଇନିଜ୍ କମ୍ପାନି ସାଓମି ଭାରତରେ ତା’ର ଇଲେକ୍ଟ୍ରିକ୍ ଟୁଥବ୍ରଶକୁ ଲଞ୍ଚ୍ କରିଛି। ଏହାର ନାଁ ରହିଛି T300। କମ୍ପାନି ଏହାର ଦାମ ୧୨୯୯ ଟଙ୍କା ରଖିଛି। ଏଥିସହିତ କମ୍ପାନି ଏହାକୁ ଏକ ସ୍ୱତନ୍ତ୍ର...

ପୂର୍ବ ଶତ୍ରୁତାରୁ ହୋଇଛି ବାଙ୍କି ଡବଲ ମର୍ଡର – ଏସ୍‌ପି

ଓଡ଼ିଶାଲାଇଭ୍‌ ବ୍ୟୁରୋ “ବିଭିନ୍ନ ପ୍ରକାର ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ହୋଇଛି। ପୂର୍ବରୁ ତାଙ୍କ ଗାଁରେ ନିଜ ନିଜ ମଧ୍ୟରେ ରଜନୈତିକ ଓ ବ୍ୟକ୍ତିଗତ ଶତ୍ରୁତା ରହିଥିଲା। ଏଥିରେ ଦୁଇଜଣ ଗିରଫ ହୋଇଛନ୍ତି। ଆଉ...

ଗୁଜରାଟ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟରେ ଅଣ-ଶିକ୍ଷକ ପଦବୀରେ ନିଯୁକ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗୁଜରାଟସ୍ଥିତ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟରେ ଅଣ-ଶିକ୍ଷକ ପଦବୀରେ ମୋଟ୍‌ ୨୨ଟି ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଇଚ୍ଛୁକ ପ୍ରାର୍ଥୀମାନେ ଫେବ୍ରୁଆରି ୨୭ ଯାଏଁ ଆବେଦନ କରିପାରିବେ। ସମୁଦାୟ ୧୨ଟି ପଦବୀ...

କୋରୋନା ଆତଙ୍କ – ଜାପାନରେ ଜଳବନ୍ଦୀ ହେଲେ ଓଡ଼ିଆ ପୁଅ ଶିବାଶିଷ

ଓଡ଼ିଶାଲାଇଭ୍ ବ୍ୟୁରୋ (ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ଜାପାନରେ ଜଳବନ୍ଦୀ ଜୀବନ କାଟୁଛନ୍ତି ଓଡ଼ିଆ ପୁଅ ଶିବାଶିଷ। କରୋନା ଭାଇରସରେ ଆକ୍ରାନ୍ତ ହୋଇନଥିଲେ ମଧ୍ୟ ବ୍ରହ୍ମପୁରର ଶିବାଶିଷ ନାମକ ଜଣେ ଯୁବକ ଜାପାନର ଏକ ଜାହାଜ...

ସରକାରଙ୍କୁ ବିଜେପି ଯୁବମୋର୍ଚ୍ଚା ପଚାରିଲା ପ୍ରଶ୍ନ – ଓଡ଼ିଆ ଯୁବକଙ୍କୁ କେବେ ନିଯୁକ୍ତି?

ଓଡ଼ିଶାଲାଇଭ୍‌ ବ୍ୟୁରୋ ବେରୋଜଗାର ପ୍ରସଙ୍ଗକୁ ନେଇ ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେପି। ବେରୋଜଗାର ପ୍ରସଙ୍ଗକୁ ନେଇ ରାଜରାସ୍ତାକୁ ଓହ୍ଲାଇଲା ବିଜେପି ଯୁବ ମୋର୍ଚ୍ଚା। ଓଡ଼ିଆ ଯୁବକଙ୍କୁ କେବେ ନିଯୁକ୍ତି ଦେବ ପ୍ରଶ୍ନ...

ଲଗାତାର ତିନି ଦିନ ବନ୍ଦ ରହିବ ବ୍ୟାଙ୍କ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଆପଣଙ୍କର କୌଣସି ବ୍ୟାଙ୍କ୍ କାମ ବାକି ରହିଯାଇଛି କି? ତେବେ ଆପଣଙ୍କୁ ଏଥପାଇଁ ସୋମବାର ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। କାରଣ ଫେବ୍ରୁଆରି ୨୧ ତାରିଖରୁ ଲଗାତାର ତିନି ଦିନ ପାଇଁ...

କମିସନରେଟ୍‌ ପୋଲିସ୍‌ରେ ସ୍ପେଶାଲ୍‌ ପୋଲିସ୍‌ ଅଫିସର୍‌ ପଦବୀରେ ନିଯୁକ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ କମିସନରେଟ୍‌ ପୋଲିସ୍‌ ଅଧୀନରେ ୮ଟି ସ୍ପେଶାଲ୍‌ ପୋଲିସ୍‌ ଅଫିସର୍‌ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଇଚ୍ଛୁକ ପ୍ରାର୍ଥମାନେ ଫେବ୍ରୁଆରି ୨୫ ଯାଏଁ ଆବେଦନ କରିପାରିବେ। ଯୋଗ୍ୟତା: କେବଳ ଅବସରପ୍ରାପ୍ତ ଏ.ଏସ୍.ଆଇ,...

ଫାଶୀରୁ ବଞ୍ଚିବାକୁ ପୁଣି ଚାଲ୍‌ – ବିନୟ ମାନସିକ ରୋଗରେ ପୀଡ଼ିତ ଥିବା କୋର୍ଟରେ ଆବେଦନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଫାଶୀରୁ ବଞ୍ଚିବାକୁ ନିର୍ଭୟା ଦୋଷୀ ନୂଆ ନୂଆ ଚାଲ୍‌ କରୁଛନ୍ତି। ବର୍ତ୍ତମାନ ଦୋଷୀ ବିନୟ ଶର୍ମାଙ୍କ ତରଫରୁ ତାଙ୍କ ଓକିଲ ଏପି ସିଂହ କୋର୍ଟରେ ପିଟିସନ୍‌ ଦାଖଲ କରିଛନ୍ତି। ଏହି ପିଟିସନ୍‌ରେ...

ଓଡ଼ିଶା ସରକାର ଟଙ୍କା ଖର୍ଚ୍ଚ କରି ପାରୁ ନାହାନ୍ତି – ରାମ ମାଧବ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ବିଜେପିର ଜାତୀୟ ସାଧାରଣ ସମ୍ପାଦକ ରାମ ମାଧବ କହିଛନ୍ତି ଯେ କେନ୍ଦ୍ରରୁ ଯେତେ ଅର୍ଥ ଆସୁଛି ଓଡ଼ିଶା ସରକାର ତାହାକୁ ଖର୍ଚ୍ଚ କରି ପାରୁ ନାହାଁନ୍ତି। ନରେନ୍ଦ୍ର ମୋଦୀ ସରକାର...

ରାତି ୧୦ଟାରେ ଉଠିବ ଲିଙ୍ଗରାଜଙ୍କ ମହାଦୀପ – ଜାଣନ୍ତୁ, କେତେବେଳେ ହେବ କେଉଁ ନୀତି ?

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=JWI9hPbIrXs] ମହାଶିବରାତ୍ରୀରେ ଲିଙ୍ଗରାଜ ମନ୍ଦିରରେ କେତେବେଳେ କେଉଁ ନୀତି ଅନୁଷ୍ଠିତ ହେବ ଜାଣନ୍ତୁ। ରାତି ପାହିଲେ ମହାଶିବରାତ୍ରୀ। ଏଥିପାଇଁ ବିଭିନ୍ନ ଶୈବ ପୀଠଗୁଡ଼ିକରେ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି। ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ...