ଅଜବ ଗଛ, ଦିନରାତି ଝରୁଛି ପାଣି!

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦୁନିଆରେ ଏଭଳି କିଛି ଘଟଣା ଘଟିଥାଏ ଯାହାକୁ ଲୋକେ ଚମକ୍ରାର ବୋଲି କହିଥାନ୍ତି। କିନ୍ତୁ ଏହା ଏକ ପ୍ରାକୃତିକ ଘଟଣା ବି ହୋଇଥାଇପାରେ। ୟୁରୋପରେ ଅଜବ ଘଟଣା ସାମ୍ନାକୁ ଆସିଛି। ବଲନାକର...

ବିଜେପି ଶିବିରରେ ‘ବାପା’, ନବୀନ ନିବାସରେ ‘ପୁଅ’

ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ ଗୁରୁବାର ସକାଳେ ସମ୍ବିତ ଆସିଥିଲେ ନବୀନ ନିବାସ। ସନ୍ଧ୍ୟାରେ ନୂଆଦିଲ୍ଲୀରେ ପଦ୍ମ ଧରିଲେ ଦାମ। ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ଏବଂ ତାଙ୍କ ପୁଅ ସମ୍ବିତ ରାଉତରାୟଙ୍କୁ ନେଇ ଆଜି...

ବିଲେଇକୁ ସୁନ୍ଦର କରିବା ପାଇଁ ପ୍ଲାଷ୍ଟିକ୍ ସର୍ଜରି କଲେ ମହିଳା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚାଇନାର ଜଣେ ମହିଳା ନିଜ ବିଲେଇକୁ ସୁନ୍ଦର କରିବା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଛନ୍ତି। ତାଙ୍କ ବିଲେଇଟି ଦେଖିବାକୁ ଭାରି ଅସୁନ୍ଦର ବୋଲି ତାଙ୍କୁ ମନେ ହୋଇଥିଲା। ତେଣୁ ବିଲେଇଟି...

ମୁମ୍ବାଇରେ ଭୁଶୁଡ଼ିଲା ଫୁଟ୍‌ ଓଭର ବ୍ରିଜ୍‌, ୫ ମୃତ, ୩୦ରୁ ଅଧିକ ଆହତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୁମ୍ବାଇ ଛତ୍ରପତି ଶିବାଜୀ ଟର୍ମିନସ ଷ୍ଟେସନ୍‌ ନିକଟରେ ଗୁରୁବାର ସନ୍ଧ୍ୟାରେ ଘଟିଛି ଏକ ଅଭାବନୀୟ ଘଟଣା। ରେଳ ଷ୍ଟେସନ ପାଖରେ ଥିବା ଫୁଟ୍‌ ଓଭର ବ୍ରିଜ୍‌ଟି ଭୁଶୁଡ଼ି ପଡ଼ିଛି। ବର୍ତ୍ତମାନ ପର୍ଯ୍ୟନ୍ତ...

ନବରଙ୍ଗପୁରରୁ ଲୋକସଭା ନିର୍ବାଚନ ଲଢ଼ିବେ ରମେଶ ମାଝି!

ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ ଚଳଚଞ୍ଚଳ ହୋଇପଡ଼ିଛି ରାଜ୍ୟ ରାଜନୀତି। ତେବେ ଟିକେଟ ବଣ୍ଟନ ପୂର୍ବରୁ କାହାକୁ ଟିକେଟ୍‌ ମିଳିବ ସେ ନେଇ ଆରମ୍ଭ ହୋଇଯାଇଛି ଅଙ୍କକଷା। ଚଳିତ ନିର୍ବାଚନରେ ନବରଙ୍ଗପୁର ଲୋକସଭା ଆସନରୁ ଝରିଗାଁ...

ବିଜେପି ଶିବିରରୁ ନବୀନଙ୍କୁ ତୀର ମାରିଲେ ଦାମ

ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ବିଜେପିରେ ଯୋଗ ଦେବା ପରେ ସିଧାସଳଖ ନବୀନ ପଟ୍ଟନାୟକଙ୍କୁ ତୀର ମାରିଛନ୍ତି। ନବୀନ ବିଜୁ ବାବୁଙ୍କ ବିପରୀତ ବୋଲି ଦାମ କହିଛନ୍ତି। "ବିଜୁ ବାବୁ...

ମୁମ୍ବାଇରେ ଭୁଶୁଡ଼ିଲା ଫୁଟ୍ ଓଭର ବ୍ରିଜ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୁମ୍ବାଇ ଛତ୍ରପତି ଶିବାଜୀ ଟର୍ମିନସ ନିକଟରେ ଘଟିଛି ଏକ ଅଭାବନୀୟ ଘଟଣା। ରେଳ ଷ୍ଟେସନ ପାଖରେ ଥିବା ଏକ ଫୁଟ୍‌ ଓଭର ବ୍ରିଜ୍‌ ଭୁଶୁଡ଼ି ପଡ଼ିଛି। ପ୍ରାଥମିକ ସୂଚନା ମୂତାବିକ ଏହି...

ନୂଆଦିଲ୍ଲୀରେ ପଦ୍ମ ଧରିଲେ ଦାମ

ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ବରିଷ୍ଠ ନେତା ତଥା ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତ ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ବିଜେପିରେ ଯୋଗ ଦେଇଛନ୍ତି। ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,...

୮ ହଜାର ରନ୍‌ କ୍ଲବରେ ସାମିଲ ହେଲେ ହିଟ୍‌ ମ୍ୟାନ୍‌ ରୋହିତ ଶର୍ମା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଉ ଏକ ରେକର୍ଡର ଅଧିକାରୀ ହେଲେ ଟିମ୍‌ ଇଣ୍ଡିଆର ହିଟ୍‌ ମ୍ୟାନ୍‌ ରୋହିତ ଶର୍ମା। ଦିନିକିଆ କ୍ରିକେଟ୍‌ରେ ୮ ହଜାର ରନ୍ କ୍ଲବରେ ସାମିଲ୍ ହୋଇଛନ୍ତି ରୋହିତ। ରୋହିତ ଶର୍ମା ୨୦୬ଟି...

ଅନଲାଇନ୍‌ରେ ଖାଇବା ଅର୍ଡର କରୁଥିଲେ ସାବଧାନ, ଖାଦ୍ୟ ବଦଳରେ ଆସିପାରେ ଅସରପା

ଓଡ଼ିଶାଲାଇଭ୍ ବ୍ୟୁରୋ ଖାଦ୍ୟ ପଦାର୍ଥରେ ଅଜବ ଅଜବ ଜିନିଷ ବାହାରିଥିବା କଥା ପୂର୍ବରୁ ଶୁଣିଥିବେ। ବେଳେବେଳେ ହୋଟେଲରେ ଖାଉଥିବାବେଳେ ଖାଦ୍ୟରେ ପୋକ କିମ୍ୱା ଅନ୍ୟ କୌଣସି ଜିନିଷ ବାହାରିଥିବା ଘଟଣା ପୁରୁଣା। ଏମିତି ଏକ...