ମେକ୍ସିକୋରେ ୧ଘଣ୍ଟାରେ ହୋଇଥିଲେ ତିନି ଜଣ ରାଷ୍ଟ୍ରପତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଉତ୍ତର ଆମେରିକାରେ ଥିବା ଏକ ଦେଶ ମେକ୍ସିକୋ, ଯାହା ଆମେରିକାରେ ପଞ୍ଚମ ଏବଂ ଦୁନିଆର ୧୪ତମ ସବୁଠାରୁ ବଡ ସ୍ୱତନ୍ତ୍ର ରାଷ୍ଟ୍ର ଅଟେ। ଏକ ସମୟ ଥିଲା ଯେତେବେଳେ ଏହି ଦେଶରେ...

ଆରମ୍ଭ ହେଲା ଖଣ୍ଡଗିରି-ଉଦୟଗିରି ମହୋତ୍ସବ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ଦ୍ୱାରା ଆୟୋଜିତ ଖଣ୍ଡଗିରି-ଉଦୟଗିରି ମହୋତ୍ସବର ଆଜି ଥିଲା ଉଦଘାଟନୀ ସନ୍ଧ୍ୟା। ଏହାକୁ ଉଦଘାଟନ କରିଥିଲେ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶୋକ...

କାହିଁକି ସାପ ଜିଭ ଦୁଇ ଭାଗରେ କଟି ଥାଏ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ସାଧାରଣତଃ ସାପକୁ ଦେଖିଲେ ସମସ୍ତେ ଭୟ କରିଥାନ୍ତି। ଅନେକ ଲୋକ ତାଙ୍କ ଜୀବନ ଭିତରେ ବିଭିନ୍ନ ପ୍ରକାର ସାପ ଦେଖିଥିବେ। କିନ୍ତୁ ସାପ ଜିଭର କାହିଁକି ଦୁଇ ଭାଗରେ କଟା ଥାଏ...

ୱାସିଂ ମେସିନ ଡ୍ରାୟରରେ ବରଫ ପକାଇ କପଡ଼ା ଶୁଖାଉଛନ୍ତି ମହିଳା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲଣ୍ଡନରେ ରହୁଥିବା ଜଣେ ମହିଳାଙ୍କ ଅଜବ କାମକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ସେ ପୋଷାକ ସଫା କରିବା ପରେ ଯେଉଁ କାମ କରୁଥିଲେ, ତାହା ସମସ୍ତଙ୍କ ମନରେ ପ୍ରଥମେ...

ଦକ୍ଷିଣ କୋରିଆରେ ପ୍ରତିମାସରେ ପାଳନ ହେଉଛି ଭାଲେଣ୍ଟାଇନ୍ ଡେ’

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରତିବର୍ଷ ଫେବ୍ରୁଆରି ୧୪ ତାରିଖରେ ଭାଲେଣ୍ଟାଇନ୍ ଡେ’ ପାଳନ ହେଉଥିବା ସମେସ୍ତ ଜାଣିଛନ୍ତି। କିନ୍ତୁ ବିଶ୍ୱରେ ଏଭଳି ଦେଶ ଅଛି ଯେଉଁଠି ପ୍ରତି ମାସରେ ଭାଲେଣ୍ଟାଇନ୍ ଡେ ପାଳନ ହେଉଛି। ଏହି...

ବୈଜୟନ୍ତଙ୍କ ବିରୋଧରେ ଆୟକର ଫାଙ୍କି ଅଭିଯୋଗ, ଲୋକସଭାରେ ପ୍ରଶ୍ନ ଉଠାଇଲେ ଭର୍ତ୍ତୃହରି

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ଭର୍ତ୍ତୃହରିଙ୍କ ପ୍ରଶ୍ନ: ବୈଜୟନ୍ତଙ୍କ ବିରୋଧରେ କ'ଣ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି କେନ୍ଦ୍ର ସରକାର। ପୁଣି ଅଡୁଆରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ବୈଜୟନ୍ତଙ୍କ ନାଁରେ ଆୟକର ଫାଙ୍କି ଏବଂ ବିଦେଶରୁ ବେଆଇନ୍ ଉପାୟରେ...

ରିଲିଜ ହେଲା ବିଗ୍‌ ବିଙ୍କ ଆଗାମୀ ଫିଲ୍ମ ‘ବଦ୍‌ଲା’ର ଟ୍ରେଲର

ଓଡ଼ିଶାଲାଇଭ୍‌ ଏଣ୍ଟରଟେନ୍‌ମେଣ୍ଟ ବ୍ୟୁରୋ ବିଗ୍‌ ବି ଅମିତାଭ ବଚ୍ଚନଙ୍କ ସସ୍‌ପେନ୍ସ ଭରା ଫିଲ୍ମ ‘ବଦ୍‌ଲା’ର ଟ୍ରେଲର ରିଲିଜ ହୋଇଛି। ବିଗ୍‌ ବି ଅମିତାଭ ବଚ୍ଚନଙ୍କ ଆଗାମୀ ଫିଲ୍ମ ‘ବଦ୍‌ଲା’ର ଟ୍ରେଲର ମଙ୍ଗଳବାର ରିଲିଜ ହୋଇଛି। ଏହି...

ଅଦାଲତ ଅବମାନନା ଅଭିଯୋଗରେ ନାଗେଶ୍ୱରଙ୍କୁ ସୁପ୍ରିମକୋର୍ଟ ଦେଲେ ଦଣ୍ଡ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅଦାଲତ ଅବମାନନା ଅଭିଯୋଗରେ ଲକ୍ଷେ ଟଙ୍କା ଜରିମାନା ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ। ସିବିଆଇର ପୂର୍ବତନ ଅନ୍ତରୀଣ ନିର୍ଦ୍ଦେଶକ ନାଗେଶ୍ୱର ରାଓଙ୍କୁ ମହଙ୍ଗା ପଡ଼ିଲା ଅଦାଲତ ଅବମାନନା। ସୁପ୍ରିମକୋର୍ଟରେ ଦୋଷୀ ସାବ୍ୟସ୍ତ ହେଲେ ନାଗେଶ୍ୱର...

ଲୋକାୟୁକ୍ତ ଚୟନ କମିଟି ବୈଠକରେ ଚୂଡ଼ାନ୍ତ ହେଲା ଅଧ୍ୟକ୍ଷଙ୍କ ନାଁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ସନ୍ଧ୍ୟାରେ ବସିଥିଲା ଲୋକାୟୁକ୍ତ ଚୟନ କମିଟିର ବୈଠକ। ଏହି ବୈଠକରେ ସର୍ବସମ୍ମତିକ୍ରମେ ଅଧ୍ୟକ୍ଷଙ୍କ ନାଁ ଚୂଡ଼ାନ୍ତ ହୋଇଛି। ତେବେ କାହାକୁ ଅଧ୍ୟକ୍ଷ ଭାବେ ଚୂଡ଼ାନ୍ତ...

ଶ୍ରୀମନ୍ଦିରରେ ସଂସ୍କାର – ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ଶଙ୍କରାଚାର୍ଯ୍ୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶ୍ରୀମନ୍ଦିରରେ ସଂସ୍କାର ଆଣିବା ପାଇଁ ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ଫେବ୍ରୁଆରି ୧୭ରେ ଏକ ବୈଠକ ଡକାଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏହି ବୈଠକରେ ଯୋଗ ଦେବା ପାଇଁ ନିମନ୍ତ୍ରଣ...