୨୫ରେ ବିବାହ କରିବେ ଓଡ଼ିଆ ଅଭିନେତ୍ରୀ ଏଲି ପାଢ଼ୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜାନୁଆରୀ ୨୫ରେ ହାତକୁ ଦୁଇ ହାତ ହେବେ ଓଡ଼ିଆ ଅଭିନେତ୍ରୀ ଏଲି ପାଢ଼ୀ। ମଙ୍ଗଳବାର ଜଗନ୍ନାଥ ମନ୍ଦିରରେ ଏଲିଙ୍କ ନିର୍ବନ୍ଧ ସରିଛି। ଏହି ନିର୍ବନ୍ଧରେ ଏଲିଙ୍କ ପରିବାରବର୍ଗ, ଓଲିଉଡ ସେଲିବ୍ରିଟି ଏବଂ...

ଆଇଏସ୍‌ଆଇଏସ୍‌ ଲିଙ୍କ୍ ଅଭିଯୋଗରେ ୯ ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମହାରାଷ୍ଟ୍ର ଆଣ୍ଟି ଟେରର୍‌ ସ୍କ୍ୱାର୍ଡ (ଏଟିଏସ୍‌) ମଙ୍ଗଳବାର ରାତିରେ ୯ ଜଣଙ୍କୁ ମହାରାଷ୍ଟ୍ରର ଥାଣେ ଓ ଔରାଙ୍ଗାବାଦରୁ ଗିରଫ କରିଛି। ଆତଙ୍କବାଦୀ ସଂଗଠନ ଆଇଏସ୍‌ଆଇଏସ୍‌ ସହ ଏମାନଙ୍କ ଲିଙ୍କ୍‌ ଥିବା ଅଭିଯୋଗରେ...

ରାଜନୀତିରେ ପ୍ରିୟଙ୍କାଙ୍କ ଏଣ୍ଟ୍ରି – କେତେ ଫାଇଦା ହେବ କଂଗ୍ରେସକୁ?

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ବିଜେପିର ଗଡ଼ ପୂର୍ବ ଉତ୍ତରପ୍ରଦେଶର ଦାୟିତ୍ୱରେ ପ୍ରିୟଙ୍କା। ସାଧାରଣ ନିର୍ବାଚନର ଅଳ୍ପ କେତେ ସପ୍ତାହ ପୂର୍ବରୁ କଂଗ୍ରେସ ଦଳ ପକ୍ଷରୁ ଏକ ବଡ଼ ଧରଣର ନିଷ୍ପତ୍ତି ନିଆଯାଇଛି। ପ୍ରିୟଙ୍କା ଗାନ୍ଧିଙ୍କୁ ସିଧାସଳଖ...

ଲାଲକିଲ୍ଲାରେ ସୁଭାଷ ଚନ୍ଦ୍ର ବୋଷ ସଂଗ୍ରହାଳୟ ଉଦଘାଟିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଲାଲକିଲ୍ଲାରେ ସୁଭାଷ ଚନ୍ଦ୍ର ବୋଷ ସଂଗ୍ରହାଳୟକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୨ତମ ଜନ୍ମ ଦିବସ ଅବସରରେ ଲାଲକିଲ୍ଲାଠାରେ ସୁଭାଷ ଚନ୍ଦ୍ର ବୋଷ ସଂଗ୍ରହାଳୟ ଉଦଘାଟିତ...

ବିଧାୟକଙ୍କ ଗିରଫ ଦାବିରେ ଥାନାରେ ଭଙ୍ଗାରୁଜା

ଓଡ଼ିଶାଲାଇଭ୍‌ ବ୍ୟୁରୋ ବେଗୁନିଆ ବିଧାୟକ ପ୍ରଶାନ୍ତ କୁମାର ଜଗଦେବଙ୍କ ଗିରଫ ଦାବିରେ ଥାନାରେ ଭଙ୍ଗାରୁଜା କରିଛନ୍ତି ସ୍ଥାନୀୟ ଲୋକେ। ବୁଧବାର ସ୍ଥାନୀୟ ଲୋକେ ଭଙ୍ଗାରୁଜା କରିବା ସହ ବିଧାୟକଙ୍କ ଗିରଫ ଦାବି ଜୋର ଧରିଛି। ଜଣେ...

ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆରେ ଟିମ୍‌ ଇଣ୍ଡିଆର ବିଜୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ନ୍ୟୁଜିଲାଣ୍ଡ ମାଟିରେ ଟିମ୍‌ ଇଣ୍ଡିଆର ବିଜୟ। ବୁଧବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ନାପିଏରଠାରେ ଚାଲିଥିଲା ପ୍ରଥମ ଦିନିକିଆ ମ୍ୟାଚ। ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳଠାରୁ ୮ ୱିକେଟରେ ବିଜୟଲାଭ କରିଛି...

ଜାଣନ୍ତୁ ବଲିଉଡରେ ଧନୀ ଅଭିନେତ୍ରୀଙ୍କ ନାଁ

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ବଲିଉଡରେ ଏମିତି ଅଭିନେତ୍ରୀ ଅଛନ୍ତି, ଯିଏ ନିଜର ସୁନ୍ଦର ଚେହେରା ଏବଂ ଲଗ୍‌ଜରୀ ଲାଇଫଷ୍ଟାଇଲ୍‌ ପାଇଁ ପରିଚିତ। ଦୀପିକା ପାଦୁକୋଣ, ପ୍ରିୟଙ୍କା ଚୋପ୍ରା ଏବଂ କଙ୍ଗଣା ରାଣାୱତ ବଲିଉଡରେ ସବୁଠୁ...

ଝାଡ଼ଖଣ୍ଡ କୋଇଲା ଖଣିରେ ଦୁର୍ଘଟଣା, ୨ ମୃତ

ଓଡ଼ିଶାଲାଇଭ୍ ବ୍ୟୁରୋ ଝାଡ଼ଖଣ୍ଡ ଧାନବାଦର ଏକ କୋଇଲା ଖଣିରେ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ଝାଡ଼ଖଣ୍ଡ ଧାନବାଦର ଏକ କୋଇଲା ଖଣିରେ ଅଘଟଣ ଘଟିଛି। ଖଣି ଭିତରେ କୋଇଲା ଖଣ୍ଡ ଧସି...

କାହିଁକି ହୋଇଥାଏ ଡାଇବେଟିସ୍‌?

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜିକାଲି ଅନେକ ଲୋକ ମଧୁମେହ ଅବା ଡାଇବେଟିସ୍‌ ରୋଗର ଶିକାର ହେଉଛନ୍ତି। ଛୋଟ ପିଲାଙ୍କଠୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ପ୍ରାୟ ସବୁ ବର୍ଗର ଲୋକଙ୍କୁ ଡାଇବେଟିସ ହେଉଛି। ଆସନ୍ତୁ ଜାଣିବା କାହିଁକି...

କେନ୍ଦ୍ରପଡ଼ାରେ ଅଗ୍ନିକାଣ୍ଡ- ଜଳିଗଲା ୨ ପରିବାରର ୬ ବଖରା ଘର

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରେ ଅଗ୍ନିକାଣ୍ଡ ଘଟି ଦୁଇ ପରିବାରର ୬ ବଖରା ଘର ପୋଡ଼ି ପାଉଁଶ ହୋଇଛି। ମଙ୍ଗଳବାର ବିଳମ୍ବିତ ରାତିରେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ସାନଜରିଆ ଗାଁର ପରମାନନ୍ଦ ବେହେରାଙ୍କ...