ରାଜସ୍ଥାନରେ ବାହାହେବେ ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜସ୍ଥାନର ଯୋଧପୁରରେ ବାହାହେବେ ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ଆମେରିକୀୟ ଗାୟକ ନିକ୍ ଜୋନାସ। ବଲିଉଡରେ ଏବେ ବିବାହ ସିଜିନ ଚାଲିଛି। ରଣବୀର-ଦୀପିକାଙ୍କ ବିବାହ ସରିଥିବା ବେଳେ ଏବେ ବଲିଉଡର ଦେଶୀ...

ଆସିଲା ୟୁଟ୍ୟୁବର ନୂଆ ଫିଚର: ମାଗଣାରେ ଦେଖିବେ ଫିଲ୍ମ

ଓଡ଼ିଶାଲାଇଭ୍ ବ୍ୟୁରୋ ବର୍ତ୍ତମାନ ସୁଦ୍ଧା ଆପଣଙ୍କୁ ୟୁଟ୍ୟୁବରେ ପୂରା ଫିଲ୍ମ ଦେଖିବାକୁ ହେଲେ ଟଙ୍କା ଦେବା ପାଇଁ ପଡ଼ୁଥିଲା। ଏଥିପାଇଁ ଅପସନ ମିଳୁଥିଲା, ଆପଣ କାହାଠୁ ଆଣୁଥିଲେ କିମ୍ବା ଫିଲ୍ମ କିଣୁଥିଲେ। ତାହା ଛଡ଼ା...

ଓଡ଼ିଶାର ୭ଟି ଅଞ୍ଚଳରେ ହେବ ସିଟି ଗ୍ୟାସ ଡିଷ୍ଟ୍ରିବ୍ୟୁସନ୍ ପ୍ରକଳ୍ପ

ଓଡ଼ିଶାଲାଇଭ୍ ବ୍ୟୁରୋ ନଭେମ୍ବର ୨୨ ତାରିଖରେ ସିଟି ଗ୍ୟାସ ଡିଷ୍ଟ୍ରିବ୍ୟୁସନ୍ ପ୍ରକଳ୍ପର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି।  ଦେଶର ୬୩ଟି ଭୈାଗୋଳିକ ଅଞ୍ଚଳର ସିଟି ଗ୍ୟାସ ଡିଷ୍ଟ୍ରିବ୍ୟୁସନ ପ୍ରକଳ୍ପର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି। ଏଥି...

ଉଇକିପିଡିଆରେ ଭୁବନେଶ୍ୱର ଶବ୍ଦକୁ ନେଇ ବୋବାଳି

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଭୁବନେଶ୍ୱରର ନାମ ଓ ଏହାର ମୌଳିକତାକୁ ନେଇ ସୋମବାର ଏକ ବଡ଼ ବିବାଦ ସୃଷ୍ଟି ହୋଇଛି। ଆସନ୍ତା ୨୮ ତାରିଖରୁ କଳିଙ୍ଗ ଷ୍ଟାଡିମରେ ହେବାକୁ ଥିବା ହକି ବିଶ୍ୱ କପ...

ସାମ୍ନାକୁ ଆସିଲା ବାଘ ମହାବୀରର ପୋଷ୍ଟମର୍ଟମ ରିପୋର୍ଟ – ଝିଙ୍କ ଯୋଗୁଁ ହୋଇଛି ମୃତ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ ନିକଟରେ ଅନୁଗୁଳ ଜିଲ୍ଲାସ୍ଥିତ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପରୁ ମହାବଳ ବାଘ ‘ମହାବୀର’ର ମୃତ୍ୟୁ ଦେହ ଉଦ୍ଧାର ହୋଇଥିଲା। ସୋମବାର ମୃତ୍ୟୁର କାରଣ ସ୍ପଷ୍ଟ କରିଛି ବନ ବିଭାଗ। ଏଥିସହ ମହାବଳର ପୋଷ୍ଟମର୍ଟମ...

ନବରଙ୍ଗପୁର ଆସିବେ ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟର ମୁଖ୍ୟ

ଓଡ଼ିଶାଲାଇଭ୍ ବ୍ୟୁରୋ ତିନିଦିନିଆ ଗ୍ରସ୍ତରେ ନବରଙ୍ଗପୁର ଆସୁଛନ୍ତି ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟର ମୁଖ୍ୟ। ଏବିଷୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ଆଞ୍ଚଳିକ କେନ୍ଦ୍ର ସଞ୍ଚାଳିକା ରାଜଯୋଗିନୀ ନିଲମଜୀ ସୂଚନା ଦେଇଛନ୍ତି। ସେ...

କେନ୍ଦ୍ରାପଡ଼ାରେ ଟ୍ରିପଲ ମର୍ଡର – ମଦ ଉଜାଡ଼ିଦେଲା ସଂସାର

ଓଡ଼ିଶାଲାଇଭ୍ ବ୍ୟୁରୋ ମଦ ପିଇବାପରେ ମଣିଷ ନିଜର ହିତାହିତ ଜ୍ଞାନ ହରାଇ ବସେ, ଆଉ ନିଶାଶକ୍ତ ହେବାପରେ ସେ ପିଶାଚ ପାଲଟିଯାଏ ତାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେନ୍ଦ୍ରପଡ଼ା ଜିଲ୍ଲାରେ। ଘଟଣାଟି ଯେତିକି...

ଏଲସାଙ୍କ ୟୁ-ଟର୍ଣ୍ଣ – ଗଣମାଧ୍ୟମକୁ କହିଲେ ଶସ୍ତା

ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଏଲସାଙ୍କ ହାଇଭୋଲ୍‌ଟେଜ ଡ୍ରାମା ଉପରରୁ ଉଠିଲା ପରଦା। କିଛି ଦିନ ତଳେ ଫିଲ୍ମ 'ତୁ ମୋ ସୁନା ଚଢେଇ' ଅଡ଼ିଓ ରିଲିଜ ସେଟରେ ହାଇଭୋଲ୍‌ଟେଜ ଡ୍ରାମା କରିଥିଲେ ବଙ୍ଗୀୟ ଅଭିନେତ୍ରୀ ଏଲସା...

ଶୁଭାରମ୍ଭ ହେଲା ମଣ୍ଡେଇ ଲୋକ ମହୋତ୍ସବ

ଓଡ଼ିଶାଲାଇଭ୍ ବ୍ୟୁରୋ ନୀଳକଣ୍ଠେଶ୍ୱର ଶୈବ ପୀଠରେ ହେଲା ମଣ୍ଡେଇର ଶୁଭାରମ୍ଭ। ଶୁଭାରମ୍ଭରେ ଦୁଲୁକିଲ ପାପଡାହାଣ୍ଡି। ଶୋଭାଯାତ୍ରାରେ ନାଚିଲେ ଅତିଥି। ନବରଙ୍ଗପୁର ଜିଲ୍ଲାର ପ୍ରସିଦ୍ଧ ମଣ୍ଡେଇ ଲୋକ ମହୋତ୍ସବର ଶୁଭାରମ୍ଭ ହୋଇଛି। ଏହି ଶୁଭାରମ୍ଭ ରବିବାର...

ବିୟର ଫ୍ୟାକ୍ଟ୍ରିକୁ ରେଡ୍ ସିଗ୍‌ନାଲ୍‌ ଦେଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଢେଙ୍କାନାଳ ଜିଲ୍ଲାରେ ନିର୍ମାଣ ହେବାକୁ ଥିବା ବିୟର ଫ୍ୟାକ୍ଟ୍ରିକୁ ବାତିଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଢେଙ୍କାନାଳ ଜିଲ୍ଲାର ବଳରାମପୁରଠାରେ ନିର୍ମାଣ ହେବାକୁ ଥିବା ବିୟର ଫ୍ୟାକ୍ଟ୍ରିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାତିଲ...