ଅମୃତସର ଆତଙ୍କବାଦୀ ଘଟଣା – ଜଣେ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ ଅମୃତସରର ନିରଙ୍କାରୀ ଭବନରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ ମାମଲାରେ ବୁଧବାର ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ହେଉଛନ୍ତି ବିକ୍ରମଜିତ ସିଂ। ସେ ପଞ୍ଜାବର ଜଣେ ସ୍ଥାନୀୟ...

ପ୍ରଥମ ଟି-୨୦ ମ୍ୟାଚ୍ – ୪ ରନରେ ଜିତିଲା ଅଷ୍ଟ୍ରେଲିଆ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବ୍ରିସବେନରେ ଖେଳାଯାଇଥିବା ପ୍ରଥମ ଟି-୨୦ ମ୍ୟାଚରେ ପରାଜୟର ସ୍ୱାଦ ଚାଖିଛି ଟିମ୍ ଇଣ୍ଡିଆ। ରୋମାଞ୍ଚକର ମୁକାବିଲାରେ କଙ୍ଗାରୁ ଟିମ୍ ୪ ରନରେ ମ୍ୟାଚ୍‌ ଜିତି ନେଇଛି। ଡକ୍‌ୱର୍ଥ ଲୁଇସ ନିୟମ ଆଧାରରେ...

ବସ୍‌-ଟ୍ରକ୍‌ ମୁହାଁମୁହିଁ – ୧୫ ଆହତ, ୩ ଗୁରୁତର

ଓଡ଼ିଶାଲାଇଭ୍‌ ବ୍ୟୁରୋ ସୁନ୍ଦରଗଡ଼ ଲହୁଣୀପଡ଼ା ଥାନା ଖୁଟୁଗାଁ ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ବୁଧବାର ଅପରାହ୍ଣରେ ରାଉରକେଲାରୁ ପାଲଲହଡ଼ା ଯାଉଥିବା ଜଗଦମ୍ବା ଯାତ୍ରୀବାହୀ ବସ୍ ସହ ଏକ ଟ୍ରକ୍‌ ମୁହାଁମୁହିଁ ହୋଇଛିା ଏହି ଦୁର୍ଘଟଣା...

ହସ୍ପିଟାଲରେ ମହିଳାଙ୍କ ମୃତଦେହ ଖାଇଗଲା ବିଲେଇ

ଓଡ଼ିଶାଲାଇଭ୍ ବ୍ୟୁରୋ ତାମିଲନାଡୁର କୋଏମ୍ବାଟୁର ସରକାରୀ ହସ୍ପିଟାଲରେ ଏକ ଅଭାବନୀୟ ଘଟଣା ଘଟିଛି। ମହିଳା ୱାର୍ଡରେ ରଖାଯାଇଥିବା ବୃଦ୍ଧାଙ୍କ ମୃତଦେହକୁ ବିଲେଇ ଖାଇଯାଇଛି। ଯେତେବେଳେ ଏହି ଘଟଣାର ଭିଡିଓ ଭାଇରାଲ ହୋଇଛି ପ୍ରଶାସନରେ ହଇଚଇ...

ଭୁବନେଶ୍ୱରରୁ ବ୍ରାଉନ୍‌ସୁଗାର ଜବତ, ୨ ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱର ଅବକାରୀ ବିଭାଗ ଓ କଟକ ଫ୍ଲାଇଙ୍ଗ ସ୍କ୍ୱାର୍ଡ ତରଫରୁ ବୁଧବାର ନୟାପଲ୍ଲୀ ଥାନା ଅଧୀନରେ ଥିବା ସାଲିଆସାହି ମହାବୀର ନଗର ଓ ଖଣ୍ଡଗିରି ଥାନା ଅନ୍ତର୍ଗତ ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଚଢ଼ାଉ...

ହକି ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେବେ ଏଆର୍‌ ରେହମାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁରୁଷ ହକି ବିଶ୍ୱକପ୍‌ର ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେବେ ବଲିଉଡ଼ର ଲୋକପ୍ରିୟ ସଙ୍ଗୀତକାର ଏଆର ରେହମାନ। ନଭେମ୍ବର ୨୭ରେ ଆରମ୍ଭ ହେବାକୁ ଯାଉଛି ପୁରୁଷ ହକି ବିଶ୍ୱକପ୍‌। ଏନେଇ ଉତ୍ସବ ମୁଖର ହୋଇଉଠିଛି...

କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗିତା କଲ୍ଲୋଳ-୨୦୧୮’ – “ଗୁଡ୍ଡି” ଶ୍ରେଷ୍ଠ ଚଳଚ୍ଚିତ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ଶିଶୁ ଅଧିକାର ସମ୍ପର୍କିତ ‘କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗିତା କଲ୍ଲୋଳ-୨୦୧୮’ ର ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ସଂଗ୍ରାମକେଶରୀ ସାହୁଙ୍କ 'ଗୁଡ୍ଡି' ପ୍ରଥମ ପୁରସ୍କାର ହାସଲ କରିଛି। ଏହା ଥିଲା କଲ୍ଲୋଳ ୨୦୧୮ର ଚତୁର୍ଥ...

ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ – ସଂକଳ୍ପ ବିଧାନସଭାରେ ଗୃହୀତ

ଓଡ଼ିଶାଲାଇଭ୍ ବ୍ୟୁରୋ ମଙ୍ଗଳବାର ଦିନ ବିଧାନସଭା ଏବଂ ପାର୍ଲାମେଣ୍ଟରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷିତ ରଖିବାପାଇଁ ସଂସଦକୁ ସୁପାରିଶ କରିବାପାଇଁ ବିଧାନସଭାରେ ଏକ ସର୍ବ ସମ୍ମତ ପ୍ରସ୍ତାବ ଗ୍ରହଣ କରିବା ଲାଗି...

MP Polls: Can BJP sustain to be Janta’s favourite?

  By Ujjwal K Chowdhury Lack of jobs and insignificant industrial output in Madhya Pradesh may be a cause of concern for the BJP, but lack...

ରକ୍ତରଞ୍ଜିତ ମହାନଦୀ ବାଲି – ଚାଲିଗଲା ୧୦ ନୀରିହ ଜୀବନ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=qtiLzTb5NWQ]   ବହୁ ଦିନର ବ୍ୟବଧାନ ପରେ ପୁଣିଥରେ କଟକ ମହାନଦୀ ପୋଲରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମଇଁଷି ସହ ଧକ୍କା ଖାଇ ଏକ ଯାତ୍ରୀବାହୀ ବସ୍‌ ପୋଲ ଉପରୁ ପ୍ରାୟ...