ଗଣେଶ ପୂଜା ଅବସରରେ ମୁହାଁମୁହିଁ ହେବେ ଅରିନ୍ଦମ୍ ଓ ସ୍ୱରାଜ

ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଗଣେଶ ପୂଜା ଅବସରରେ ରିଲିଜ୍‌ ହେବ ଦୁଇଟି ଓଡ଼ିଆ ସିନେମା। ଏହି ଅବସରରେ ପ୍ରଥମ ଥର ପାଇଁ ଆମନେ-ସାମନେ ଆସିବେ ଅରିନ୍ଦମ୍‌ ଓ ସ୍ୱରାଜ ଏବଂ ଏଲିନା ଓ ସନମୀରା…। ଚଳିତବର୍ଷ...

ପ୍ରଦୂଷିତ ହେଲାଣି ଚାଷଜମି, ଜୈବିକ ପ୍ରଣାଳିରେ ଚାଷ କରିବାକୁ ପରାମର୍ଶ ଦେଲେ କୃଷି ବିଶେଷଜ୍ଞ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମାଡ଼ି ଆସୁଛି ବିପଦ। ପ୍ରଦୂଷିତ ହେବାରେ ଲାଗିଛି ମାଟି, ପାଣି ଓ ପବନ। ରାସାୟନିକ ସାର ଓ କୀଟନାଶକ ବଦଳରେ ଜୈବିକ ପ୍ରଣାଳିରେ ଚାଷ କରିବାକୁ କୃଷି ବିଜ୍ଞାନୀମାନେ ଦେଇଛନ୍ତି ମତ। କେନ୍ଦ୍ରାପଡ଼ା:...

ଖରିଫ୍ ଧାନ ବିକ୍ରି ପାଇଁ ପ୍ରଚାର ରଥ ଉଦଘାଟନ କଲେ ଜିଲ୍ଲାପାଳ

ଓଡ଼ିଶାଲାଇଭ୍‌ ବ୍ୟୁରୋ ନବରଙ୍ଗପୁର: ଧାନ ମଣ୍ଡିରେ ଧାନ ବିକ୍ରି ପାଇଁ ନାମ ପଞ୍ଜିକରଣ କରିବା ଲାଗି ଏକ ପ୍ରଚାର ରଥ ଉଦଘାଟନ କରିଛନ୍ତି ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର। ଏହି ପ୍ରଚାର...

ଦିଲ୍ଲୀରୁ ଫେରିଲେ ପପୁ ପମ୍ ପମ୍: କହିଲେ – “ମୁଁ ମରିନି, ବଞ୍ଚିଛି”

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=D0jwAZHRjqM] ରୁଟିନ୍ ଚେକ୍‌ ଅପ୍‌ ସାରି ଭୁବନେଶ୍ୱର ଫେରିବା ପରେ ପପୁ ପମ୍‌ ପମ୍‌ ଭିଡିଓ ଜାରି କରି କହିଛନ୍ତି 'ମୁଁ ମରିନି, ବଞ୍ଚିଛି'। "ମୁଁ ମରିନି, ବଞ୍ଚିଛି। ରୁଟିନ ଚେକ୍‌ଅପ୍‌ ପାଇଁ...

ବଲାଙ୍ଗିରରେ ଉଦଘାଟିତ ହେଲା ଭୀମଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରତୀକ୍ଷାର ଅନ୍ତ ଘଟିଛି। ବହୁ ପ୍ରତୀକ୍ଷିତ ବଲାଙ୍ଗିର ମେଡିକାଲ କଲେଜ ଉଦଘାଟିତ ହୋଇଛି। ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ ପି ନଡ୍ଡା।...

ମିଷ୍ଟର ପରଫେକ୍ସନିଷ୍ଟ ଆମିରଙ୍କ ସହ କାମ ନ କରିବାର କାହିଁକି ନିଷ୍ପତ୍ତି ନେଇଥିଲେ ମାଧୁରୀ?

ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଆମିର ଖାନଙ୍କ ସହ ମାଧୁରୀ ଦୀକ୍ଷିତ ପ୍ରାୟ ୨୮ ବର୍ଷ ହେବ କାମ କରିନାହାନ୍ତି। ଆସନ୍ତୁ ଜାଣିବା ଏହାର କାରଣ... ବଡ଼ ପରଦାରେ ଦର୍ଶକ ଆମିର ଖାନ୍ ଓ ମାଧୁରୀ ଦୀକ୍ଷିତଙ୍କ...

ଭୁବନେଶ୍ୱରରେ ଆଇସିଏସ୍ଆଇର ସୁବର୍ଣ୍ଣ ଜୟନ୍ତୀ ସମାରୋହ, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଇସିଏସ୍‌ଆଇ (ଇନଷ୍ଟିଚ୍ୟୁଟ ଅଫ କମ୍ପାନି ସେକ୍ରେଟେରିଜ୍ ଅଫ୍ ଇଣ୍ଡିଆ)ର ସୁବର୍ଣ୍ଣ ଜୟନ୍ତୀ ସମାରୋହର ୪୬ତମ ସଂସ୍କରଣକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଇସିଏସ୍‌ଆଇ ସ୍ଥାପନର ୫୦ ବର୍ଷ ଭିତରେ ବହୁ...

ଅରୁଣଙ୍କୁ ନୟାଗଡ଼ରେ ବିପୁଳ ସମ୍ବର୍ଦ୍ଧନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦୧୦ ବର୍ଷ ପାଇଁ ଶ୍ରେଷ୍ଠ ବିଧାୟକ ସମ୍ମାନ ପାଇଥିବା ଡକ୍ଟର ଅରୁଣ କୁମାର ସାହୁଙ୍କୁ ନୟାଗଡ଼ରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ଅଗଷ୍ଟ ୨୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅରୁଣଙ୍କ ସମେତ...

ସନ୍ଦେହଘେରରେ ଚୋରି ଅଭିଯୁକ୍ତଙ୍କ ମୃତ୍ୟୁ – ମହାକାଳପଡ଼ା ଥାନାରେ କ୍ରାଇମବ୍ରାଞ୍ଚର ତନାଘନା

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ରାପଡ଼ା: ଭିନ୍ନ ମୋଡ଼ ନେଲା କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଥାନାରୁ ଚମ୍ପଟ ମାରିଥିବା ଅଭିଯୁକ୍ତର ମୃତ୍ୟୁ ଘଟଣା। ଏହି ମୃତ୍ୟୁ ପଛରେ ପୋଲିସର ହାତ ଥିବା ପରିବାର ଲୋକ ଅଭିଯୋଗ କରିବା...

ଆପଣଙ୍କ ଦୁଆର ମୁହଁରେ ବ୍ୟାଙ୍କିଙ୍ଗ୍ ସେବା ପହଞ୍ଚାଇବ ଡାକ ବିଭାଗ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସେପ୍ଟେମ୍ବର ପହିଲାରେ ଆଇପିପିବି ସେବାର ଉଦଘାଟନ ଦୁଆରେ ପହଞ୍ଚିବ ବ୍ୟାଙ୍କିଙ୍ଗ ସେବା ସାରା ଦେଶରେ ୧.୫୫ ଲକ୍ଷ ଡାକଘରେ କାର୍ଯ୍ୟକାରୀ ହେବ ଏହି ସେବା ଓଡ଼ିଶାରେ ସେପ୍ଟେମ୍ବର ୧ରେ ଆଇପିପିବିର...