ମଧୁମେହ ଜୀବନଶୈଳୀ – ଆପଣଙ୍କ ଚିକିତ୍ସା, ଖାଦ୍ୟ ଓ ଫିଟନେସ୍

ଓଡ଼ିଶାଲାଇଭ୍ ବ୍ୟୁରୋ[youtube https://www.youtube.com/watch?v=I3MrekC1Wgk] ସ୍ୱାସ୍ଥ୍ୟପ୍ଲସ୍‌ ଓ ଓଡ଼ିଶାଲାଇଭ୍‌ର ମିଳିତ କ୍ୟାମ୍ପେନ୍ ଡାଏବେଟିସ୍ ୩୬୦ ପ୍ରାଇମ୍ ପାର୍ଟନର ସମ୍ ଅଲ୍ଟିମେଟ୍ ମେଡିକେୟାର ଆଇକେୟାର ପାର୍ଟନର ଏଲଭି ପ୍ରସାଦ ଆଇ ଇନ୍‌ଷ୍ଟିଚ୍ୟୁଟ ଡାଏବେଟିସ୍ ବା ମଧୁମେହ...

ଜାନୁଆରି ୪ରୁ ଭିତରକନିକାରେ ଆରମ୍ଭ ହେବ କୁମ୍ଭୀର ଗଣନା

 ଓଡ଼ିଶାଲାଇଭ୍ ବ୍ୟୁରୋ ୨୦୨୩ ଜାନୁଆରି ୪ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଭିତରକନିକାରେ କୁମ୍ଭୀର ଗଣନା କରିଯିବ। ଏହି ସମୟରେ ଭିତରକନିକା ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ। ଭିତରକନିକା ଜାତୀୟ ଉଦ୍ୟାନ ଭିତର...

ପଦ୍ମପୁର ବିଧାନସଭା ଉପନିର୍ବାଚନ: ବର୍ଷାରାଣୀ ସିଂ ବରିହାଙ୍କୁ ପ୍ରାର୍ଥୀ କଲା ବିଜେଡି

ଓଡ଼ିଶାଲାଇଭ୍ ବ୍ୟୁରୋ ସବୁ କଳ୍ପନା ଜଳ୍ପନାର ଅନ୍ତ ହେଲା ଶେଷରେ ପଦ୍ମପୁର ବିଧାନସଭା ଉପନିର୍ବାଚନ ଲାଗି ପ୍ରାର୍ଥୀ ଘୋଷଣା କଲା ବିଜେଡି। ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଝିଅ ବର୍ଷାରାଣୀ ସିଂ...

“ମୁଁ ଜଣେ ପ୍ରଶିକ୍ଷିତ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ କିନ୍ତୁ ସିନେମାରେ ନାଚିବା ବେଳେ ମତେ ଲାଜ ଲାଗୁଥିଲା” – ଉଷଶୀ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=WTimDAa99jc]ଓଲିଉଡର ଜଣାଶୁଣା ଅଭିନେତ୍ରୀ ଉଷଶୀ ମିଶ୍ର । ମଡେଲିଂରୁ ଅଭିନୟ ଦୁନିଆକୁ ଆସିଥିଲେ। ସେ ଜଣେ ପ୍ରଶିକ୍ଷିତ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ, କିନ୍ତୁ ସିନେମାରେ ନାଚ କରିବାବେଳେ ତାଙ୍କୁ ଭାରି ଲାଜ...

ପଦ୍ମପୁର ବିଧାନସଭା ଉପନିର୍ବାଚନ: ପ୍ରାର୍ଥୀ ଦେଲେ ବିଜେପି-କଂଗ୍ରେସ, ବିଜେଡିର ଚାଲିଛି ଚୟନ ପ୍ରକ୍ରିୟା

ଓଡ଼ିଶାଲାଇଭ୍ ବ୍ୟୁରୋ ପଦ୍ମପୁର ବିଧାନସଭା ଉପନିର୍ବାଚନ ଲାଗି ବିଜେପି ଏବଂ କଂଗ୍ରେସ ପକ୍ଷରୁ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଥିବାବେଳେ ଏ ପର୍ଯ୍ୟନ୍ତ ପ୍ରାର୍ଥୀ ଚୂଡ଼ାନ୍ତ କରିନାହିଁ ବିଜେଡି। ବିଜେପି ଗତ ୧୧ ତାରିଖରେ ପ୍ରଦୀପ...

ଆସନ୍ତା ୨ଦିନ ମଧ୍ୟରେ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ ତାପମାତ୍ରା, ଜି.ଉଦୟଗିରି ସବୁଠୁ ଥଣ୍ତା ସହର

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜିଠାରୁ ରାଜ୍ୟରେ ବଢ଼ିବ ଶୀତ। ରାତିରେ ତାପମାତ୍ରା ପ୍ରାୟ ୪ ଡିଗ୍ରୀ ହ୍ରାସ ପାଇପାରେ। ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ଶୀତ ଅନୁଭୂତ ହେବ। କନ୍ଧମାଳ ଜିଲ୍ଲା ଜି.ଉଦୟଗିରିରେ ତାପମାତ୍ରା ୯.୬ ଡିଗ୍ରୀକୁ...

ଟି-୨୦ ବିଶ୍ୱକପ୍‌ : ପାକିସ୍ତାନକୁ ପରାସ୍ତ କରି ବିଶ୍ୱବିଜୟୀ ହେଲା ଇଂଲଣ୍ଡ

ଓଡ଼ିଶା ଲାଇଭ୍ ବ୍ୟୁରୋ ରବିବାର ଟି-୨୦ ବିଶ୍ୱକପ୍‌ ୨୦୨୨ର ଫାଇନାଲ ମ୍ୟାଚ୍‌ରେ ୫ ଓ୍ଵିକେଟ୍‌ରେ ପାକିସ୍ତାନକୁ ପରାସ୍ତ କରି ବିଶ୍ୱବିଜୟୀ ହୋଇଛି ଇଂଲଣ୍ଡ। ଏହି ବିଜୟ ସହ ଇଂଲଣ୍ଡ ନିଜର ଦ୍ଵିତୀୟ ବିଶ୍ୱକପ୍‌ ଟ୍ରଫି...

ଦୃଢ଼ ଇଚ୍ଛାଶକ୍ତି ଥିଲେ ଜଣେ ଯେକୌଣସି ପରୀକ୍ଷାରେ ସଫଳ ହୋଇପାରିବ- ଐଶ୍ଵର୍ଯ୍ୟା ପୃଷେଠ

[youtube https://www.youtube.com/watch?v=UPt0sNlHs1o] ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ସଫଳ ହେଇଛନ୍ତି ବଲାଙ୍ଗୀର ଜିଲ୍ଲା ସଇଁତଳାର ଐଶ୍ୱର୍ଯ୍ୟା ପୃଷେଠ୍l ପିଲାବେଳୁ ଜଣେ ପ୍ରଶାସନିକ ଅଧିକାରୀ ହେବାର ସ୍ବପ୍ନ ଦେଖୁଥିଲେ ସେl ତେଣୁ କଠିନ ପରିଶ୍ରମ ଓ...

ବିଶ୍ୱ ମଧୁମେହ ଦିବସରେ ସ୍ୱାସ୍ଥ୍ୟପ୍ଲସ୍ ଏବଂ ଓଡ଼ିଶାଲାଇଭର ସ୍ୱତନ୍ତ୍ର ମିଡିଆ କ୍ୟାମ୍ପେନ – ‘ଡାଏବେଟିସ୍ ୩୬୦’

ଓଡ଼ିଶାଲାଇଭ୍‌ ବ୍ୟୁରୋ ‘ସମ୍ପୂର୍ଣ୍ଣ ମଧୁମେହ ପରିଚାଳନା’ ଲାଗି ବିଶେଷ ସଚେତନତା କାର୍ଯ୍ୟକ୍ରମ ୨୦୨୨ ନଭେମ୍ବର ୧୪ ତାରିଖ (ସୋମବାର) ବିଶ୍ୱ ମଧୁମେହ ଦିବସ। ଏହି ଅବସରରେ ସ୍ୱାସ୍ଥ୍ୟପ୍ଲସ୍ ଏବଂ ଓଡ଼ିଶାଲାଇଭର ମିଳିତ ସହଯୋଗରେ ଏକ ସ୍ୱତନ୍ତ୍ର...

ରାଷ୍ଟ୍ରପତିଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ହରଡ଼ଘଣାରେ ତୃଣମୂଳ କଂଗ୍ରେସ ନେତା ଅଖିଳ ଗିରି

ଓଡ଼ିଶାଲାଇଭ୍ ବ୍ୟୁରୋ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ରୂପକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇ ହରଡ଼ଘଣାରେ ପଡ଼ିଛନ୍ତି ପଶ୍ଚିମବଙ୍ଗ ତୃଣମୂଳ କଂଗ୍ରେସ ନେତା ଅଖିଳ ଗିରି। ପଶ୍ଚିମବଙ୍ଗ ନନ୍ଦିଗ୍ରାମର ଏକ ଜନସଭାରେ ଯୋଗ ଦେବା ଅବସରରେ...