ବର୍ଦ୍ଧିତ ତୈଳଦର ପ୍ରଭାବ – ରାଜ୍ୟରେ ବଢ଼ିଲା ବସ୍ ଭଡ଼ା

ଓଡ଼ିଶାଲାଇଭ୍ ବ୍ୟୁରୋ ସାଧାରଣ ବସ୍ ଭଡ଼ା କିଲୋମିଟର ପିଛା ୪ ପଇସା ବୃଦ୍ଧି ଏକ୍ସପ୍ରେସ ବସ୍ ଭଡ଼ା ୯୩ ପଇସାରୁ ୯୬ ପଇସାକୁ ବୃଦ୍ଧି ଡିଲକ୍ସ ବସ୍ ଭଡ଼ା ୧ ଟଙ୍କା ୨୯...

ସାଙ୍ଗ ସାଜିଲେ ସଇତାନ – ଟଙ୍କା ପାଇଁ ମନୀଷ ଅନୁରାଗଙ୍କୁ ହତ୍ୟା

 ଓଡ଼ିଶାଲାଇଭ୍‌ ବ୍ୟୁରୋ ବହୁଚର୍ଚ୍ଚିତ ମନୀଷ ଅନୁରାଗଙ୍କ ମୃତ୍ୟୁ ଘଟଣାରୁ ପରଦା ଉଠାଇଛି କମିସନରେଟ ପୋଲିସ। ମନୀଷଙ୍କୁ ଯୋଜନାବଦ୍ଧ ଭାବେ ତାଙ୍କ ସାଙ୍ଗମାନେ ହତ୍ୟା କରିଛନ୍ତି ବୋଲି ପୋଲିସ ସ୍ପଷ୍ଟ କରିଦେଇଛି। ହତ୍ୟାକାରୀ ସାଙ୍ଗମାନଙ୍କୁ  ପୋଲିସ...

ଭିନ୍ନ ସ୍ୱାଦର ମନୋରଞ୍ଜନ ପାଇଁ ଆସିଲା ଓଡ଼ିଶାର ନୂଆ ଓଟିଟି ପ୍ଲାଟଫର୍ମ ‘କଞ୍ଚା ଲଙ୍କା’

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଆ ମନୋରଞ୍ଜନ ଦୁନିଆର ଓଭର ଦି ଟପ୍ (ଓଟିଟି) ପ୍ଲାଟଫର୍ମରେ ଯୋଡ଼ି ହୋଇଛି ନୂଆ କଣ୍ଟେଟ ପ୍ରୋଭାଇଡର ଆପ୍ଲିକେସନ 'କଞ୍ଚା ଲଙ୍କା'। ଶୁକ୍ରବାର ଭୁବନେଶ୍ୱରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି...

ହସ୍ପିଟାଲ୍‌ରୁ ମନମୋହନ ସିଂହଙ୍କ ଫଟୋ ଭାଇରାଲ – ନିନ୍ଦା କଲେ ଝିଅ ଦମନ ସିଂହ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଅସୁସ୍ଥ ହୋଇ ଦିଲ୍ଲୀସ୍ଥିତ ଏମ୍‌ସ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ହସ୍ପିଟାଲ ବେଡ୍‌ରୁ ମନମୋହନ ସିଂହଙ୍କର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯାହାକୁ...

ନବୀନ – ସମ୍ଭ୍ରାନ୍ତ ରାଜନୀତିର ପ୍ରତୀକ

ଭାସ୍କର ପରିଚ୍ଛା ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଶାର ରାଜନୈତିକ ଇତିହାସ ଯେତେବେଳେ ଲେଖାଯିବ ନବୀନ ପଟ୍ଟନାୟକଙ୍କ ସରକାର  ଏକ ନୂଆ ଫର୍ଦ୍ଦ ଖୋଲିଥିଲା ବୋଲି ଲେଖିବାକୁ ଇତିହାସକାରମାନେ ଏକ ରକମ ବାଧ୍ୟ ହେବେ। ୧୯୯୭ରେ ପ୍ରବାଦ...

କଟକ-ଭୁବନେଶ୍ୱରରେ ଭସାଣି ପ୍ରସ୍ତୁତି: ୧୧ଟି ଅସ୍ଥାୟୀ ପୋଖରୀ, ୫୧ ପ୍ଲାଟୁନ୍‌ ଫୋର୍ସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶାରଦୀୟ ଦୁର୍ଗା ପୂଜାର ଅନ୍ତିମ ପର୍ବ ବିଜୟା ଦଶମୀ ଆଜି ନିରାଡ଼ମ୍ବର ଭାବେ ପାଳନ କରାଯାଇଛି। କୋଭିଡ୍‌ କଟକଣା ପାର୍ବଣକୁ ଫିକା କରିଦେଇଛି। ବିଧି ରକ୍ଷା ପାଇଁ ପୂଜାର୍ଚ୍ଚନା ଶେଷ ହୋଇଛି।...

ପୂଜା ଛୁଟି ପରେ ଆରମ୍ଭ ହେବ ଏକାଦଶ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ଅଫଲାଇନ୍ ପାଠପଢ଼ା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦୁର୍ଗା ପୂଜା ଛୁଟି ପରେ ଏକାଦଶ ଏବଂ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଅଫଲାଇନ୍‌ ପାଠପଢ଼ା ଆରମ୍ଭ ହେବ। ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା...

ବାତ୍ୟା ହେବନି, କେବଳ ବର୍ଷିବ – ୟେଲୋ ଓ୍ଵାର୍ଣ୍ଣିଂ ଦେଇ ସତର୍କ କରାଇଲା ପାଣିପାଗ ବିଭାଗ

ଓଡ଼ିଶାଲାଇଭ୍ ବ୍ୟୁରୋ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଘୁର୍ଣ୍ଣିବଳୟକୁ ନେଇ ଯେଉଁ ବାତ୍ୟା ଆଶଙ୍କା କରାଯାଉଥିଲା ତାହା ଟଳିଯାଇଛି। ରାଜ୍ୟରେ ଏବେ କୌଣସି ବାତ୍ୟା ହେବାର ସମ୍ଭାବନା ନାହିଁ। ଘୁର୍ଣ୍ଣିବଳୟଟି ଲଘୁଚାପରେ ପରିଣତ ହୋଇଛି। ଏହା...

ଇତିହାସ ଆଇନାରେ ଜୟପୁର ଦଶହରା – ରୁପା ବିମାନରେ ବସି ୯ ଦିନ ସହର ପରିକ୍ରମା କରୁଥିଲେ ଦେବୀ...

ଓଡ଼ିଶାଲାଇଭ୍‌ ବ୍ୟୁରୋ ମହାରାଜା ବିକ୍ରମଦେବ ନିଜ ରାଜଧାନୀ ଜୟପୁରକୁ ଆଣିବା ପରେ ସେଠାରେ ପ୍ରତିଷ୍ଠା ପାଇଲେ ଦେବୀ କନକଦୁର୍ଗା। ସେବେଠାରୁ ଦେବୀଙ୍କ ଆରାଧନା ସହ ଜୟପୁରରେ ପାଳିତ ହୋଇ ଆସୁଛି ଶାରଦୀୟ ଦଶହରା। ଶସ୍ତ୍ରପୂଜା...

ଅକ୍ଟୋବର ୧୮ରୁ ପୂର୍ଣ୍ଣ କ୍ଷମତାରେ ଚାଲିବ ଘରୋଇ ବିମାନ ଯାତ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶରେ କୋଭିଡ ମାମଲା ଧୀରେ ଧୀରେ ହ୍ରାସ ପାଉଥିବାରୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଏକ ବଡ଼ ନିଷ୍ପତ୍ତି ନେଇଛି। କୋଭିଡ ମହାମାରୀ ଯୋଗୁଁ ବିମାନରେ ଯାତ୍ରୀ ଚଳାଚଳକୁ ନେଇ ଲାଗିଥିବା...