ଆଜି ପଣା ସଂକ୍ରାନ୍ତି – ଓଡ଼ିଆ ଘରେ କେମିତି ପାଳିତ ହୁଏ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତିକୁ ଓଡ଼ିଆ ନବ ବର୍ଷ  ଭାବରେ ପାଳନ କରାଯାଏ। ଏହି ଦିନଠାରୁ ବସନ୍ତ ଋତୁର ଶେଷ ଓ ଗ୍ରୀଷ୍ମର ଆରମ୍ଭ ହୋଇଥାଏ। ଏହି ଦିନ ଏକ...
rashi fala

ଜାଣନ୍ତୁ ଆଜିର ରାଶିଫଳ – (୧୪ ଏପ୍ରିଲ ୨୦୨୧, ବୁଧବାର)

ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ। ତିଥି ଓ ପର୍ବ-ଦିବସ: ଆଜି ଚୈତ୍ର ଶୁକ୍ଳ ଦ୍ଵିତୀୟା ଦିବା ୧୨:୪୮:୦୩ ଗତେ ତୃତୀୟା ତିଥି।...

ଆଜିର ବଡ଼ ଖବର – ୧୩ ଏପ୍ରିଲ, ୨୦୨୧

ଓଡ଼ିଶାଲାଇଭ୍ ବ୍ୟୁରୋ ସଂକ୍ଷେପରେ ଜାଣନ୍ତୁ ଆଜି ଦିନଯାକର ଖବର। ୧୩ ଏପ୍ରିଲ, ୨୦୨୧। ଓଲିଉଡ ଅଭିନେତା ଓ ନିର୍ଦ୍ଦେଶକ ବଦ୍ରି ନାରାୟଣ ମହାପାତ୍ରଙ୍କ ପରଲୋକ। ସମର୍ପଣ, ପଳାତକ ଓ ଜନ୍ମଦାତା ଆଦି ଚିତ୍ରରେ ଅଭିନୟ...

ବର୍ଷା ଓ ଘୂର୍ଣ୍ଣିଝଡ଼ର ସମ୍ଭବାନା – ୮ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଦେଲା ପାଣିପାଗ ବିଭାଗ

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର କିଛି ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ଓ ଘୂର୍ଣ୍ଣିଝଡ଼ର ସମ୍ଭବାନା ରହିଛି। ଏନେଇ ମଙ୍ଗଳବାର ୧୩ଟି ଜିଲ୍ଲାକୁ ସତର୍କ କରିଛି ପାଣିପାଗ ବିଭାଗ। ଏହି...

ଆଇପିଏଲ୍ ଖେଳିଛନ୍ତି ୧୧ ଜଣ ପାକିସ୍ତାନୀ କ୍ରିକେଟର

ଓଡ଼ିଶାଲାଇଭ୍ ବ୍ୟୁରୋ ବିଶ୍ୱର ସବୁଠୁ ଧନୀଶାଳୀ କ୍ରିକେଟ୍ ଲିଗ୍ ଭାବେ ଆଇପିଏଲ୍ ସାରା ବିଶ୍ୱରେ ପରିଚିତ। ଏହି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ବିଶ୍ୱର ସବୁ ଦେଶର ଷ୍ଟାର ଖେଳାଳିମାନେ ଭାଗ ନେଇଥାନ୍ତି। ହେଲେ ଏଥିରେ ପାକିସ୍ତାନର...
rashi fala

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ – (୧୪ ଏପ୍ରିଲ ୨୦୨୧, ବୁଧବାର)

ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ। ତିଥି ଓ ପର୍ବ-ଦିବସ: ବୁଧବାର ଚୈତ୍ର ଶୁକ୍ଳ ଦ୍ଵିତୀୟା ଦିବା ୧୨:୪୮:୦୩ ଗତେ ତୃତୀୟା ତିଥି।...

ବିଜେପୁର ବାଟ ଧରିବ କି ପିପିଲି?

ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ ପିପିଲି ଉପନିର୍ବାଚନରେ କଂଗ୍ରେସର ସ୍ଥିତି ଖରାପ, ଲଢ଼େଇ ବିଜେପି ଓ ବିଜେଡି ମଧ୍ୟରେ ସୀମିତ। ପିପିଲି ଉପନିର୍ବାଚନ ପାଇଁ ଦିନ ପାଖେଇ ଆସୁଥିଲା ବେଳେ ମୁଖ୍ୟତଃ ଦୁଇଟି ଦଳ ବିଜେଡି ଆଉ...

ଆସନ୍ତାକାଲି ପଣା ସଂକ୍ରାନ୍ତି – ଘରେ କିଭଳି ତିଆରି କରିବେ ସ୍ୱାଦିଷ୍ଟ ବେଲ ପଣା?

ଓଡ଼ିଶାଲାଇଭ୍‌ ବ୍ୟୁରୋ ପଣା ସଂକ୍ରାନ୍ତି ଦିନ ପ୍ରତି ଘରେ ବେଲ ପଣା ପ୍ରସ୍ତୁତ ହୋଇଥାଏ। ଏହି ପଣାକୁ ଚଉଁରା ପାଖରେ ଲାଗି କରାଯାଏ। ଚଉଁରା ପାଖରେ ଭୋଗ ହେବା ପରେ ଅନ୍ୟମାନେ ପଣା ପିଇଥାନ୍ତି।...

ଅନ୍ତର୍ଜାତୀୟ ସ୍ତରରେ ସଫଳ ଉଦ୍ୟୋଗୀ ଅମରେନ୍ଦ୍ର ସାହୁ – ଦିନେ ଇଂରାଜୀ କହିବାକୁ ଡରୁଥିଲେ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=DVHbVe0KrJQ] ଓଡ଼ିଶାର ପୁଅ ହେଉଛନ୍ତି ଅମରେନ୍ଦ୍ର ସାହୁ। ଆଜି ସେ ଅନ୍ତର୍ଜାତୀୟ ସ୍ତରରେ ଜଣେ ସଫଳ ଉଦ୍ୟୋଗୀ ଭାବେ ଖ୍ୟାତିଲାଭ କରିପାରିଛନ୍ତି। ଦିନଥିଲା ସେ ଭଲ ଭାବରେ ଇଂରାଜୀ କହି ପାରୁନଥିଲେ।...

ପୁସ୍ତକ ‘ଲୋକସମ୍ପର୍କ ଓ କର୍ପୋରେଟ୍‍ ଯୋଗାଯୋଗ’ର ପ୍ରଚ୍ଛଦ ଉନ୍ମୋଚିତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି) ଢେଙ୍କାନାଳରେ ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ମୃଣାଳ ଚାଟାର୍ଜୀ ଓ ଏକାଡେମିକ୍‌ ଆସିଷ୍ଟାଣ୍ଟ ସୌମ୍ୟ ରଞ୍ଜନ ବିହାରାଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ଲୋକ ସମ୍ପର୍କ...