ମିଥ୍ୟା ସତ୍ୟପାଠକୁ ନେଇ ଅଡ଼ୁଆରେ ବୈଜୟନ୍ତ: ଥାନାରେ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ଦେଲେ କୋର୍ଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦୧୪ ନିର୍ବାଚନରେ ମିଥ୍ୟା ସତ୍ୟପାଠ ଦାଖଲକୁ ନେଇ ଅଡ଼ୁଆରେ ପଡ଼ିଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା। ନିର୍ବାଚନୀ ସତ୍ୟପାଠକୁ ନେଇ ଅଡ଼ୁଆରେ ପଡ଼ିଛନ୍ତି କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା। ମିଥ୍ୟା ସତ୍ୟପାଠ ଦାଖଲ ଅଭିଯୋଗ...

ଫେସବୁକରେ ମିଳିବ ଡେଟିଂର ମଜା: ଆସିବ ନୂଆ ଫିଚର

ଓଡ଼ିଶାଲାଇଭ୍ ବ୍ୟୁରୋ ଖୁବଶିଘ୍ର ଫେସବୁକରେ ଡେଟିଂ ସର୍ଭିସ ଆରମ୍ଭ ହେବାକୁ ଯାଉଛି। ଏନେଇ ଘୋଷଣା କରିଛନ୍ତି ଫେସବୁକ୍‌ ସିଇଓ ମାର୍କ ଜୁକରବର୍ଗ। ଫେସବୁକ୍‌ ଏବେ ଦୀର୍ଘସୁତ୍ରୀ ସମ୍ପର୍କ ଯୋଡ଼ିବା ପାଇଁ ଡେଟିଙ୍ଗ୍‌ ସୁବିଧା ଆରମ୍ଭ କରିବାକୁ...

୨୦୧୯ ପଦ୍ମ ପୁରସ୍କାର ପାଇଁ ଦରଖାସ୍ତ ଆହ୍ୱାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦୧୯ ବର୍ଷର ପଦ୍ମ ପୁରସ୍କାର ପାଇଁ ଅନଲାଇନ ଦରଖାସ୍ତ ଓ ସୁପାରିଶ ପ୍ରକ୍ରିୟା ଆରମ୍ଭ ହୋଇଛି। ମେ' ପହିଲାରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିଲା ବେଳେ ସାଧାରଣତନ୍ତ୍ର ଦିବସ ପୂର୍ବରୁ ପଦ୍ମଶ୍ରୀ,...

ବଡ଼ ହେବନି ନିରଞ୍ଜନଙ୍କ ଟିମ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଟିମ୍ କେମିତି ହେବ? ଏହି ଟିମ୍‌ରେ କିଏ ରହିବେ ଏବଂ କିଏ ବାଦ୍ ପଡ଼ିବେ ତା' ଉପରେ ରହିଛି ସମସ୍ତଙ୍କ ନଜର। ନିରଞ୍ଜନ ପଟ୍ଟନାୟକ ନୂଆ ପିସିସି...

ମାଡ଼ ସିନା ସହିଗଲି, ଭୋକ ସହି ପାରିଲିନି…

ରବୀନ୍ଦ୍ର ନାରାୟଣ ମିଶ୍ର ବୁଥ୍‌ଙ୍କ ଆଗରେ ପିଲାଟି ବିକଳ ହୋଇ କହି ପକାଇଲା, ‘‘ମାଡ଼ ସିନା ସହିଗଲି, ଭୋକ ସହିପାରିଲିନି।’’ ନିରୀହ ପିଲାଟିର ସେଇ ଦି’ପଦ ସ୍ୱୀକାରୋକ୍ତି ବୁଥ୍‌ଙ୍କ ଦି’ ଆଖିକୁ ଲୁହ ଛଳଛଳ...

ଗର୍ଭନିରୋଧକ ବଟିକା ଖାଉଛନ୍ତି କି? ହୋଇପାରେ କ୍ୟାନସର

ଓଡ଼ିଶାଲାଇଭ୍‌ ବ୍ୟୁରୋ ସାଧାରଣତଃ ମହିଳାମାନେ ଗର୍ଭାଶୟ, ଅଣ୍ଡାଶୟ ଏବଂ ସ୍ତନ କର୍କଟର ଅଧିକ ଶିକାର ହୋଇଥାଆନ୍ତି। ପ୍ରାୟତଃ ୫୦ବର୍ଷରୁ ଅଧିକ ବୟସର ମହିଳାମାନଙ୍କଠାରେ ଏହି କର୍କଟ ହେବାର ଆଶଙ୍କା ଅଧିକ ଥାଏ। ଅବହେଳା ଏବଂ...

ସାବଧାନ! ବଜାରରେ ମିଳୁଛି କୁକୁର ଓ ବିଲେଇ ମାଂସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ହୋଟେଲ୍‌ କିମ୍ବା ରେସ୍ତୋରାଁରେ ମାଂସ ଖାଉଥିଲେ ସାବଧାନ ହୋଇଯାନ୍ତୁ। ଚିକେନ୍‌ ଓ ମଟନ ନାଁରେ ବଜାରରେ ମିଳୁଛି କୁକୁର ଓ ବିଲେଇ ମାଂସ। ଆପଣଙ୍କୁ କିଏ ଯଦି କୁହେ କି ଚିକେନ ଓ...

ଓଲଟିବା ପରେ ବସରେ ଲାଗିଲା ନିଆଁ, ୨୨ ଯାତ୍ରୀ ମୃତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିହାରର ମୋତିହାରି ନିକଟରେ ଗୁରୁବାର ଅପରାହ୍ଣରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ମୁଜାଫରପୁରରୁ ଦିଲ୍ଲୀ ଆସୁଥିବା ଘରୋଇ ବସ୍‌ଟି ମୋତିହାରି ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ବସ୍‌ଟି ଓଲଟି ପଡ଼ିବା...

ସେଲଫି ନେଲା ବେଳେ ଜଳପ୍ରପାତରେ ଖସିପଡ଼ିଲେ ଯୁବକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସାଙ୍ଗମାନଙ୍କ ସହ ସେଲ୍‌ଫି ଉଠାଇବା ବେଳେ କୋରାପୁଟର ରତିବାଲି ଜଳପ୍ରପାତରେ ଖସିପଡ଼ିଛନ୍ତି ଜଣେ ଯୁବକ। ମୋବାଇଲରେ ସେଲ୍‌ଫି ଉଠାଇବା ହେଲା କାଳ। ସେଲ୍‌ଫି ଉଠାଇବା ବେଳେ ଜଣେ ଯୁବକ ଗଭୀର ଜଳପ୍ରପାତ ଭିତରେ...

ବ୍ୟାଡମ୍ୟାନ୍ ଡାନିଙ୍କ ସହ ବିଗ-ବି ଅମିତାଭଙ୍କ କନେକସନ୍

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ବଲିଉଡର ନାମୀ ବ୍ୟାଡମ୍ୟାନ୍ ହେଲେ ଡାନି ଡେନ୍‌ଜୋଁଗପା। ବିଗ୍‌ ବି ଅମିତାଭ୍ ବଚ୍ଚନ ଓ ତାଙ୍କ ପତ୍ନୀ ଜୟା ବଚ୍ଚନଙ୍କ ସହିତ ଡାନିଙ୍କର ଏକ ଖାସ୍‌ ସଂଯୋଗ ଥିଲା। ବଲିଉଡର ବ୍ୟାଡମ୍ୟାନ୍...