ଡିଜିଟାଲ ପ୍ଲାଟଫର୍ମ ‘ହର ସର୍କଲ’ ମହିଳାଙ୍କୁ କରିବ ସଶକ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ମହିଳା ଦିବସ ଅବସରରେ ମହିଳାମାନଙ୍କ ପାଇଁ ‘ହର୍ ସର୍କଲ’ ଏକ ଡିଜିଟାଲ ପ୍ଲାଟଫର୍ମର ଉନ୍ମୋଚନ କରିଛନ୍ତି ରିଲିଆନ୍ସ ଫାଉଣ୍ଡେସନ ଅଧ୍ୟକ୍ଷା ନୀତା ଅମ୍ବାନି। ଏହି ପ୍ଲାଟଫର୍ମ ମାଧ୍ୟମରେ ମହିଳାମାନେ ଆହୁରି ସଶକ୍ତ...

ବିଭିନ୍ନ କ୍ଷେତ୍ରରେ ସଫଳ ମହିଳାଙ୍କୁ ‘ଆର୍ଯ୍ୟା ସମ୍ମାନ’ରେ ସମ୍ମାନୀତ କଲା ପରିଚୟ ଫାଉଣ୍ଡେସନ

ଓଡ଼ିଶାଲାଇଭ୍ ବ୍ୟୁରୋ ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ‘ପରିଚୟ ଫାଉଣ୍ଡେସନ’ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ୧୯ ଜଣ ମହିଳାଙ୍କୁ ‘ଆର୍ଯ୍ୟା ସମ୍ମାନ’ରେ ସମ୍ମାନୀତ କରାଯାଇଛି। ଭୁବନେଶ୍ୱରସ୍ଥିତ ହୋଟେଲ କ୍ରାଉନଠାରେ ଆୟୋଜିତ ଏକ...

ଏମ୍ଏସ୍ଏମ୍ଇ ବାଣିଜ୍ୟ ମେଳାରେ ସୁବ୍ରତ ବାଗ୍‌ଚୀଙ୍କ ମନ୍ତ୍ର – ଉଦ୍ୟୋଗୀମାନେ ନିଜ ଉଦ୍ୟୋଗକୁ ନେଇ ଆତ୍ମବିଶ୍ଵାସୀ ହେବା ଆବଶ୍ୟକ

ଓଡ଼ିଶାଲାଇଭ୍ ବ୍ୟୁରୋ ନବମ ଏମ୍‌ଏସ୍‌ଏମ୍‌ଇ ବାଣିଜ୍ୟ ମେଳାରେ ଯୁବ ଉଦ୍ୟୋଗୀମାନଙ୍କୁ ସଫଳ ଉଦ୍ୟୋଗର ମନ୍ତ୍ର ଦେଇଛନ୍ତି ସୁବ୍ରତ ବାଗ୍‌ଚୀ। ଓଡ଼ିଶା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ପକ୍ଷରୁ ଆୟୋଜିତ ନବମ ଏମ୍‌ଏସ୍‌ଏମ୍‌ଇ ବାଣିଜ୍ୟ...

ବେଆଇନ ହୋଲ୍ଡିଂ ଟ୍ୟାକ୍ସ ଆଦାୟକୁ ବିରୋଧ – ମାର୍ଚ୍ଚ ୧୫ରେ ବିଏମସି କାର୍ଯ୍ୟାଳୟ ଘେରିବ କଂଗ୍ରେସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସହରାଞ୍ଚଳବାସୀଙ୍କ ଠାରୁ ବେଆଇନ ହୋଲ୍ଡିଂ ଟ୍ୟାକ୍ସ ଆଦାୟ କରାଯାଉଛି। ମହାନଗର ନିଗମ ଅଧିନରେ କାର୍ଯ୍ୟରତ ମୁଷ୍ଟିମେୟ ଅଣଓଡ଼ିଆ ବାବୁମାନଙ୍କ ସ୍ୱେଚ୍ଛାକୃତ ମନୋଭାବ ଯୋଗୁଁ ଏଭଳି ହେଉଥିବା,...

ମେରିକମରୁ ମର୍ଦ୍ଦାନୀ – ବଲିଉଡ ଫିଲ୍ମରେ ମହିଳାଙ୍କୁ ଦିଆଯାଇଛି ସ୍ୱତନ୍ତ୍ର ସ୍ଥାନ

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ବଲିଉଡର ଏହି ନାରୀକୈନ୍ଦ୍ରିକ ସିନେମାଗୁଡ଼ିକ ଦର୍ଶକମାନଙ୍କ ମନ ଛୁଇଁବା ସହ ବକ୍ସଅଫିସରେ ସୁପରହିଟ୍‍ ମଧ୍ୟ ହୋ‍ଇଥିଲା ସମୟ ସହିତ ବଦଳିଛି ବଲିଉଡ ଫିଲ୍ମର ଟ୍ରେଣ୍ଡ। ପୂର୍ବରୁ ସିନେମାରେ ପୁରୁଷକୈନ୍ଦ୍ରିକ ଚଳଚ୍ଚିତ୍ର ଉପରେ...

ଜଙ୍ଗଲ ନିଆଁ ରୋକିବା ପାଇଁ ଗଠନ ହେଲା ଟାସ୍କ ଫୋର୍ସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜଙ୍ଗଲ ନିଆଁ ରୋକିବା ପାଇଁ ରାଜ୍ୟ ସରକାର ଟାସ୍କ ଫୋର୍ସ ଗଠନ କରିଛନ୍ତି। ପୂର୍ବତନ ପିସିସିଏଫ୍‌ (ଦ ପ୍ରିନ୍ସପଲ ଚିଫ୍‌ କନଜରଭେର୍ଟର ଅଫ୍‌ ଫରେଷ୍ଟ) ସନ୍ଦୀପ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏହି ଟାସ୍କ...

୨୧ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି – କୋଣାର୍କ ବୁଲିବା ସହ ରାଉରକେଲା ଏନ୍ଆଇଟି ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ

ଓଡ଼ିଶାଲାଇଭ୍ ବ୍ୟୁରୋ ମାର୍ଚ୍ଚ ୨୧ ତାରିଖରେ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓଡ଼ିଶା ଗସ୍ତରେ ଆସିବେ। ୨୨ ତାରିଖରେ ସେ କୋଣାର୍କ ଯିବାର କାର୍ଯ୍ୟକ୍ରମ ରହିଛି। ଏଠାରେ ଭାରତୀୟ ତୈଳ...

ପ୍ରତି ମହିଳାଙ୍କର ନେତୃତ୍ୱ ନେବାର ସାମର୍ଥ୍ୟ ଅଛି – ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅନ୍ତର୍ଜାତୀୟ ମହିଳା ଦିବସରେ ବିଜେଡି କାର୍ଯ୍ୟାଳୟରେ ସୋମବାର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ମହିଳାମାନଙ୍କୁ ଅନ୍ତର୍ଜାତୀୟ ମହିଳା ଦିବସର ଶୁଭେଚ୍ଛା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ...

ଦଶପଲ୍ଲା ଲକ୍ଷ୍ମୀବଜାରରେ ଅଗ୍ନିକାଣ୍ଡ, ୬ଟି ଦୋକାନ ଜଳି ପୋଡ଼ି ପାଉଁଶ

ଓଡ଼ିଶାଲାଇଭ୍‌ ବ୍ୟୁରୋ ନୟାଗଡ଼ ଜିଲ୍ଲା ଦଶପଲ୍ଲା ଲକ୍ଷ୍ମୀବଜାରରେ ୬ଟି ଦୋକାନ ପୋଡ଼ି ଛାରଖାର ହୋଇଯାଇଛି। ରବିବାର ଅପରାହ୍‌ଣ ସାଢ଼େ ୩ଟା ସମୟରେ ହଠାତ ଏକ ସେଲୁନରୁ ନିଆଁ ବାହାରିଥିଲା। ଚାହୁଁ ଚାହୁଁ ଆଖପାଖରେ ଥିବା...

ବ୍ରେଲ୍‌ ଲିପିରେ ‘ମାଣବସା ଲକ୍ଷ୍ମୀ ପୁରାଣ’ – ଏବେ ଦୃଷ୍ଟିବାଧିତଙ୍କ କଣ୍ଠରେ ଗୁଞ୍ଜରିବ ମା’ ଲକ୍ଷ୍ମୀଙ୍କ ମହିମା

ଶୁଭଶ୍ରୀ ନାୟକ [youtube https://www.youtube.com/watch?v=PtQU6K4OIeo] ଏଣିକି ବ୍ରେଲ ଲିପି ସାହାଯ୍ୟରେ ଦୃଷ୍ଟିବାଧିତ ପଢ଼ିପାରିବେ ‘ମାଣବସା ଗୁରୁବାର ଲକ୍ଷ୍ମୀ ପୁରାଣ’। ବଳରାମ ଦାସଙ୍କ ଲକ୍ଷ୍ମୀ ପୁରାଣ, ଓଡ଼ିଶାର ଘରେ ଘରେ ପରିଚିତ। ଗୁରୁବାର ଓଷା ହେଲେ ପ୍ରତି ଘରେ...