ଘନ କୁହୁଡ଼ି ଘେରରେ ଓଡ଼ିଶା

ଓଡ଼ିଶାଲାଇଭ୍ ବ୍ୟୁରୋ ଘନ କୁହୁଡ଼ି ଘେରରେ ଓଡ଼ିଶା। ଗତ ଦୁଇ ଦିନ ହେଲା ରାଜଧାନୀ ଭୁବନେଶ୍ୱର ଓ କଟକରେ କୁହୁଡ଼ିର ଚାଦର ଦେଖିବାକୁ ମିଳିଛି। ଆଜି ଭୋର୍‌ ବେଳୁ ରାଜଧାନୀରେ କୁହୁଡ଼ିର ଆସ୍ତରଣ ଜମିଛି। ଘନ...

ନଭେମ୍ବର ୧୭ରୁ ବଢ଼ିବ ଶୀତ

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତା ୧୭ରୁ ବଢ଼ିବ ଶୀତ। ଦିନ ଅପେକ୍ଷା ରାତିର ତାପମାତ୍ରା କମିବ। କେତେକ ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ...

ଗଭୀର ଅବପାତରେ ପରିଣତ ହେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ରେ ସୃଷ୍ଟ ଲଘୁଚାପ ଭୀର ଅବପାତରେ ପରିଣତ ହୋଇଛି। ପାରାଦୀପଠାରୁ ୮୧୦ କିଲୋମିଟର ଦୂରରେ ଗଭୀର ଅବପାତ ରୂପ ନେଇଛି। ଏହା ୯ କିଲୋମିଟର ବେଗରେ ଉତ୍ତର...

ବାତ୍ୟାକୁ ନେଇ ମିଡିଆରେ ପ୍ରବଳ ପବନ, ପାଣିପାଗ ବିଜ୍ଞାନୀ କହିଲେ ଓଡ଼ିଶା ପ୍ରତି ନାହିଁ ବିଶେଷ ଭୟ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=uq_OO95f_Rg&t=101s ଓଡ଼ିଶାକୁ ବାତ୍ୟା ଭୟ ନାହିଁ। ହେଲେ ଗତ ଦୁଇ ଦିନ ମିଡିଆରେ ବାତ୍ୟାକୁ ନେଇ ବହୁଛି ପ୍ରବଳ ପବନ। କେଉଁ ମିଡିଆରେ ‘ପୁଣି ଡରାଇଲାଣି ବାତ୍ୟା’ ଶୀର୍ଷକରେ ଖବର ପ୍ରସାରଣ ହୋଇଥିଲା...

ସମ୍ଭାବ୍ୟ ବାତ୍ୟା ନେଇ ସତର୍କ ରହିବାକୁ ୧୫ ଜିଲ୍ଲାପାଳଙ୍କୁ ଏସ୍‌ଆର୍‌ସିଙ୍କ ଚିଠି

ଓଡ଼ିଶାଲାଇଭ୍‌ ବ୍ୟୁରୋ ସମ୍ଭାବ୍ୟ ବାତ୍ୟା, ବର୍ଷାକୁ ନେଇ ସତର୍କ ରହିବାକୁ ଆଡଭାଇଜରି ଜାରି କରିଛନ୍ତି ଏସ୍‌ଆର୍‌ସି। ୧୫ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ଏସ୍‌ଆରସି ପରାମର୍ଶ ଦେଇ ଚିଠି ଲେଖିଛନ୍ତି। ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର,...

‘‘ଆଗାମୀ ଦୁଇ ଦିନରେ ବାତ୍ୟା ନେଇ ସ୍ପଷ୍ଟ ହେବ ଚିତ୍ର’’

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=lAwBO7BJ2S0] ଉତ୍ତର ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ୪୮ ଘଣ୍ଟା ପରେ ଅବପାତ ରୂପ ନେଇପାରେ ଲଘୁଚାପ ଦୁଇ ଦିନ ପରେ ବାତ୍ୟା ସମ୍ପର୍କରେ ମିଳିବ ସ୍ପଷ୍ଟ ସୂଚନା ...

ଦାନା ବାନ୍ଧୁଛି ଲଘୁଚାପ – ୯ରୁ ରାଜ୍ୟରେ ବର୍ଷା

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁଣି ରାଜ୍ୟରେ ବର୍ଷା ସମ୍ଭାବନା। ବଙ୍ଗୋପସାଗରରେ ଲଘୁଚାପ ଦାନା ବାନ୍ଧୁଥିବା ପାଣିପାଗ ବିଭାଗ ଆକଳନ କରିଛି। ଉତ୍ତର ଆଣ୍ଡାମାନ ସାଗର  ଓ ଆଖାପାଖ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା...

ଆଣ୍ଡାମାନ ସାଗରରେ ଦାନାବାନ୍ଧୁଛି ଲଘୁଚାପ – ଓଡ଼ିଶାରେ ୬ରୁ ବର୍ଷା

ଓଡ଼ିଶାଲାଇଭ ବ୍ୟୁରୋ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ। ଏହା ଆସନ୍ତା ୪୮ ମଧ୍ୟରେ ଲଘୁଚାପର ରୂପ ନେବ। ଲଘୁଚାପ ୨୪ ଘଣ୍ଟା ଅବପାତରେ ପରିଣତ ହେବ ସହ ପୂର୍ବ-କେନ୍ଦ୍ରିୟ ବଙ୍ଗୋପସାଗରକୁ ମୁହାଁଇବ...

କମିଲା ବର୍ଷା, ତିନି ଦିନ ଭିତରେ ଆସିବ ଶୀତ

ଓଡ଼ିଶାଲାଇଭ ବ୍ୟୁରୋ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ନିଷ୍କ୍ରିୟ ହୋଇଛି। ଫଳରେ ରାଜ୍ୟର କେତକ ସ୍ଥାନରେ କାଁ ଭାଁ ବର୍ଷା ହେବ। ହେଲେ କାଲିଠୁ ପାଗ ଶୁଖିଲା ରହିବ। ପାଗ ପରିବର୍ତ୍ତନ ସହ ଆସନ୍ତା ଦୁଇ...

୨୮ ତାରିଖରେ ବାତ୍ୟା ଖବର ଗୁଜବ- ଏସ୍‌ଆରସି

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ ଦୁଇ ଦିନ ହେବ ଲଗାଣ ବର୍ଷା ଲାଗି ରହିଛି। ହେଲେ କୌଣସି ସ୍ଥାନରେ ବନ୍ୟା ସ୍ଥିତି ନଥିବା ସୂଚନା ଦେଇଛନ୍ତି ଏସ୍‌ଆରସି ପ୍ରଦୀପ ଜେନା। ଏଥିସହ କେଉଁଠି ମୃତାହତଙ୍କ ସୂଚନା...