ଜୀବନର ‘ଶେଷଯାତ୍ରା’ର ସାଥୀ ସ୍ୱର୍ଗଦ୍ୱାର ଡଟ୍‌‌କମ୍‌‍

ସତ୍ୟବ୍ରତ ପାଢୀ କଟକ ଓ ଭୁବନେଶ୍ୱରର ପାଖାପାଖି ଅଞ୍ଚଳରେ ସ୍ୱର୍ଗଦ୍ୱାରଡଟ୍‌କମ୍‌ ତା’ର ସେବା ଆରମ୍ଭ କରିଛି। ନିଜ ପରିବାର କିମ୍ବା ଆମର ଆତ୍ମୀୟସ୍ୱଜନଙ୍କର କାହାର ମୃତ୍ୟୁ ହେଲେ ସତେ ଯେମିତି ମନୋବଳ ଭାଙ୍ଗିଗଲା ପରି ମନେହୁଏ। ଚାରିଆଡେ ଅନ୍ଧାର ଦେଖାଯାଏ। ଶୋକାକୁଳ ପରିସ୍ଥିତି ଭିତରେ ମୃତ ବ୍ୟକ୍ତିଙ୍କ ଦାହ ସଂସ୍କାର ତଥା କ୍ରିୟାକର୍ମ ସମାପନ କରିବା ସମସ୍ତଙ୍କ ପକ୍ଷେ ମାନସିକ ସ୍ତରରେ ସମ୍ଭବ ହୋଇନଥାଏ। କିନ୍ତୁ ଏ ସମସ୍ୟାର ସମାଧାନ ଏବେ ସୁରୁଖୁରୁରେ ହୋଇପାରିବ। ଏହାର ଏକ … Continue reading ଜୀବନର ‘ଶେଷଯାତ୍ରା’ର ସାଥୀ ସ୍ୱର୍ଗଦ୍ୱାର ଡଟ୍‌‌କମ୍‌‍