ଓଡ଼ିଶାଲାଇଭ୍‌ ବ୍ୟୁରୋ

ପିସିସି ସମନ୍ୱୟ କମିଟିକୁ ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଅନୁମୋଦନ କରିଛନ୍ତି। ଏହି କମିଟିରେ ବରିଷ୍ଠ ନେତାଙ୍କୁ ସାମିଲ୍ କରାଯାଇଛି। ମୋଟ ୩୧ ଜଣ ସଦସ୍ୟଙ୍କୁ ନେଇ କମିଟି ଗଠନ କରାଯାଇଛି।

ପ୍ରଭାରୀ ଜିତେନ୍ଦ୍ର ସିଂ କମିଟିର ଅଧ୍ୟକ୍ଷ ରହିଥିବା ବେଳେ ଜଗନ୍ନାଥ ପଟ୍ଟନାୟକ ଆବାହକ ରହିଛନ୍ତି। ଏହି କମିଟିରେ ବରିଷ୍ଠ ନେତାଙ୍କୁ ସାମିଲ କରାଯାଇ କଂଗ୍ରେସ ୨୦୧୯ ନିର୍ବାଚନ ପାଇଁ ବିଗୁଲ୍ ଫୁଙ୍କିଛି।

କିଏ ରହିଲେ ସମନ୍ୱୟ କମିଟିର ସଦସ୍ୟ?

  • ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ
  • ସୁଶିଳା ତିରିଆ
  • ନରସିଂହ ମିଶ୍ର
  • ରାମଚନ୍ଦ୍ର ଖୁଣ୍ଟିଆ
  • ରୁଦ୍ର ରାଜୁ
  • ଅନିଲ ଚୌଧୁରୀ
  • ମସ୍ତାନ ଭାଲି
  • ଆଦିତ୍ୟ ଶର୍ମା
  • ଚିରଞ୍ଜୀବ ବିଶ୍ୱାଳ
  • ନବ କିଶୋର ଦାସ
  • ପ୍ରଦୀପ ମାଝି
  • ତାରାପ୍ରସାଦ ବାହିନୀପତି
  • ଭକ୍ତ ଚରଣ ଦାସ
  • ହେମାନନ୍ଦ ବିଶ୍ୱାଳ
  • ଜୟଦେବ ଜେନା
  • ଶ୍ରୀକାନ୍ତ ଜେନା
  • ପ୍ରସାଦ ହରିଚନ୍ଦନ
  • ଅନନ୍ତ ସେଠୀ
  • କାହ୍ନୁ ଲେଙ୍କା
  • କେ ପି ସିଂହଦେଓ
  • ଶରତ ପଟ୍ଟନାୟକ
  • ବିଶ୍ୱରଞ୍ଜନ ମହାନ୍ତି
  • ସେକ୍ ମତଲୁବ ଅଲ୍ଲୀ
  • କିଶୋର ପଟେଲ୍

Comment