ଜାଣନ୍ତୁ ସୁଜାତା ମହାପାତ୍ରଙ୍କ ମେକଅପ୍ ମନ୍ତ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=tiBc7f0amKo] "ଯେତେବେଳେ ଗୁରୁ କେଳୁଚରଣ ମହାପାତ୍ରଙ୍କ ପାଖକୁ ନୃତ୍ୟ ଶିକ୍ଷା କରିବାକୁ ଆସିଥିଲି, ସେତେବେଳେ ଗୁରୁଜୀ ମୋତେ ‘ଆରେ କାଳି, ତୁ କୋଉଠୁ ଆସିଛୁ’ ପଚାରିଥିଲେ। ସେ ଦିନ ଗୁରୁଜୀଙ୍କ କଥା...

ବିଶ୍ୱ ଐତିହ୍ୟ ସପ୍ତାହ ଅବସରରେ ବିନା ଟିକେଟରେ ବୁଲିପାରିବେ ଭାରତର ସମସ୍ତ ଐତିହ୍ୟ ସ୍ଥଳ

ଓଡ଼ିଶାଲାଇଭ୍ ବ୍ୟୁରୋ ପର୍ଯ୍ୟଟକଙ୍କ ପାଇଁ ଖୁସିଖବର। ଆଜି ବିନା ଟିକେଟରେ ବୁଲିପାରିବେ ଭାରତର ସମସ୍ତ ଐତିହ୍ୟ ସ୍ଥଳ। ବିଶ୍ୱ ଐତିହ୍ୟ ସପ୍ତାହ ଅବସରରେ ଏଏସ୍ଆଇ ପକ୍ଷରୁ ଏହି ଘୋଷଣା କରାଯାଇଛି। ଆର୍କୋଲୋଜିକାଲ୍ ସର୍ଭେ ଅଫ୍...

ଆଜି ଜାତୀୟ ନଡ଼ିଆ ଦିବସ : ଚିତ୍ରକଳାରେ ନଡ଼ିଆର ଗୁରୁତ୍ୱ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ଜାତୀୟ ନଡ଼ିଆ ଦିବସ। ନଡ଼ିଆ ପାଟିକୁ ଯେତେ ସୁଆଦିଆ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତିକି ଉପକାରୀ । ନଡ଼ିଆର ବିଭିନ୍ନ ଅଂଶକୁ ଆମେ ବିଭିନ୍ନ କାର୍ଯ୍ୟରେ ବ୍ୟବହାର କରିଥାଉ। ନଡ଼ିଆ...

ଗଣେଶ ପୂଜାରେ ଆକର୍ଷଣୀୟ ଲୁକ୍ ପାଇଁ ପିନ୍ଧନ୍ତୁ ଏପରି ପୋଷାକ

ଓଡ଼ିଶାଲାଇଭ୍ ବ୍ୟୁରୋ ଦିନକ ପରେ ଗଶେଶ ପୂଜା। ଏଥିପାଇଁ ପ୍ରସ୍ତୁତି ଚାଲିଛି। ତେବେ ମହିଳାମାନେ ଆକର୍ଷଣୀୟ ଲୁକ୍‌ ପାଇଁ  ପୋଷାକ କିଣାକିଣିରେ ବ୍ୟସ୍ତ। ଏହି ପାର୍ବଣଋତୁରେ କିପରି ବସ୍ତ୍ର ପିନ୍ଧିଲେ ଆପଣ ସ୍ୱତନ୍ତ୍ର ଲାଗିବେ...

ପଦ୍ମ ପୁରସ୍କାର ପାଇଁ ‘ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲ’ କାର୍ଯ୍ୟକ୍ଷମ: ଜାଣନ୍ତୁ ପଦ୍ମ ପୁରସ୍କାରର ଇତିହାସ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ପ୍ରତିବର୍ଷ କେନ୍ଦ୍ର ସରକାରଙ୍କ ପକ୍ଷରୁ ବ୍ୟକ୍ତିବିଶେଷ ଓ ସଂଗଠନଗୁଡିକୁ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଥାଏ। ଏହି ପରିପ୍ରେକ୍ଷୀରେ ୨୦୨୩  ଅବସରରେ ପ୍ରଦାନ କରାଯିବାକୁ ଥିବା...

ଜନ୍ମାଷ୍ଟମୀରେ କାହିଁକି ରହିଛି ଦହିହାଣ୍ଡି ଭଙ୍ଗା ପରାମ୍ପରା?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶ୍ରୀକୃଷ୍ଣଙ୍କ ଜନ୍ମଦିନ ଅର୍ଥାତ ଜନ୍ମାଷ୍ଟମୀରେ କାହିଁକି ରହିଛି ଦହିହାଣ୍ଡି ଭଙ୍ଗା ପରାମ୍ପରା। ଜାଣନ୍ତୁ… ହିନ୍ଦୁଧର୍ମରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀର ମହାନ ପରମ୍ପରା ରହିଛି। ଭଗବାନ ଶ୍ରୀକୃଷ୍ଣ ଏହି ଦିନ ଜନ୍ମ ନେଇଥିଲେ। ଭାଦ୍ରବ ମାସ...
Krishna Janmashtami

ଆଜି ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ – ଉତ୍ସବ ମୁଖର ପୁରପଲ୍ଲୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ପବିତ୍ର ଜନ୍ମାଷ୍ଟମୀ। ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଭଗବାନ ଶ୍ରୀକୃଷ୍ଣ ଜନ୍ମ ନେଇଥିଲେ। କୃଷ୍ଣଙ୍କ ଜନ୍ମ ଉତ୍ସବକୁ ଜନ୍ମାଷ୍ଟମୀ ଭାବେ ପାଳନ କରାଯାଏ। ହିନ୍ଦୁ ସଂସ୍କୃତିରେ ଏହି ପବିତ୍ର...

ଆଜାଦୀକା ଅମୃତ ମହୋତ୍ସବ: ଖାଦ୍ୟରେ ତ୍ରିରଙ୍ଗା ଝଲକ

ଓଡ଼ିଶାଲାଇଭ୍ ବ୍ୟୁରୋ ଚଳିତ ବର୍ଷ ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ପାଳନ କରାଯାଉଛି ‘ଆଜାଦୀକା ଅମୃତ ମହୋତ୍ସବ’। ଏହା ଅଧୀନରେ ଆୟୋଜିତ ହେଉଛି ‘ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ। ଏହି କ୍ରମରେ ଭୁବନେଶ୍ୱରର...

ସ୍ମୃତିର ସ୍ମାରକୀ ‘ସତୀଚଉରା’ର କାହାଣୀ

ବିଶ୍ଵଜିତ ସାହୁ [youtube https://www.youtube.com/watch?v=hiuzhDcRfCg] ଐତିହ୍ୟର ସହର କଟକ। ହଜାରେ ବର୍ଷର ଇତିହାସ ଭିତରେ ଏ ସହର ସାଇତିଛି ଅନେକ ପୃଷ୍ଠା। ସେହିଭଳି ଏକ ପୃଷ୍ଠା ହେଉଛି ‘ସତୀଚଉରା’। ଏହା କଟକ ସହରର ସର୍ବପୁରାତନ ଶ୍ମଶାନ। ଏହିଠାରେ...

ଗୋଟିପୁଅ ନୃତ୍ୟର କିଛି ଜଣା ଅଜଣା କଥା

କପିଳାସ ଭୂୟାଁ [youtube https://www.youtube.com/watch?v=PAT1zPfWYdg]ଶାସ୍ତ୍ରୀୟ ଓଡ଼ିଶୀ ନୃତ୍ୟକୁ ସର୍ବସମକ୍ଷରେ ଯେଉଁ ଗୁରୁତ୍ଵ ଦିଆଯାଏ, ଗୋଟିପୁଅ ନୃତ୍ୟ ଭାଗରେ ତାହା ପଡେ ନାହିଁ। କିନ୍ତୁ ଆମେ ଜାଣିବା କଥା ଯେ ଗୋଟିପୁଅ ହେଉଛି ଓଡ଼ିଶୀ ନୃତ୍ୟର...