ଚାନ୍ଦିପୁର ଡିଆରଡିଓ ତଥ୍ୟ ଲିକ୍ ଘଟଣା – କଟକରେ ୫ ଅଭିଯୁକ୍ତଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ

ଓଡ଼ିଶାଲାଇଭ୍ ବ୍ୟୁରୋ ବାଲେଶ୍ୱରସ୍ଥିତ ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ଗୋପନୀୟ ତଥ୍ୟ ଲିକ୍‌ ଘଟଣାରେ ଗିରଫ ହୋଇଥିବା ୫ ଅଭିଯୁକ୍ତଙ୍କୁ ଅଧିକ ଜେରା କରିବା ପାଇଁ ୭ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚର ସ୍ଵତନ୍ତ୍ର...

ଚାନ୍ଦିପୁର ଡିଆରଡିଓ ତଥ୍ୟ ଲିକ୍ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ଓଡ଼ିଶାଲାଇଭ୍ ବ୍ୟୁରୋ ଚାନ୍ଦିପୁର ଡିଆରଡିଓ ଗୋପନୀୟ ତଥ୍ୟ ଲିକ୍ ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି। ଏନେଇ ବୁଧବାର ଡିଜିପିଙ୍କ ନିର୍ଦ୍ଦେଶକ୍ରମେ କ୍ରାଇମବ୍ରାଞ୍ଚର ଏକ ଟିମ୍ ଏହି ଦାୟିତ୍ଵ ନେଇଥିବା ଟୁଇଟ କରି...

ଚାନ୍ଦିପୁର ଡିଆରଡିଓ ତଥ୍ୟ ଚୋରି ଘଟଣା : ପ୍ରତିରକ୍ଷା ବିଭାଗର ୪ କର୍ମଚାରୀ କୋର୍ଟ ଚାଲାଣ, ହନିଟ୍ରାପ ସନ୍ଦେହ

ଓଡ଼ିଶାଲାଇଭ୍ ବ୍ୟୁରୋ ବାଲେଶ୍ଵରସ୍ଥିତ ଚାନ୍ଦିପୁର ପ୍ରତିରକ୍ଷା ବିଭାଗର ଗୁପ୍ତ ତଥ୍ୟ ଲିକ୍ ଘଟଣାରେ ୪ ଠିକା ଶ୍ରମିକଙ୍କୁ ଗିରଫ କରିଥିଲା ବାଲେଶ୍ଵର ପୋଲିସ। ଏହି ଘଟଣା ଆଜି ଏକ ନୂଆ ମୋଡ଼ ନେଇଛି। ଅଭିଯୁକ୍ତମାନଙ୍କର...

ସଙ୍ଗୀତ ପେସା ନୁହେଁ ନିଶା ହେବା ଦରକାର – ଗାୟକ ବିଷ୍ଣୁ ମୋହନ କବି

ଅଭିପ୍‌ସା ବରାଳ [youtube https://www.youtube.com/watch?v=VXXbMflyGLE]ଓଲିଉଡ ଜଗତର ଜଣେ ସୁପରିଚିତ ଗାୟକ ବିଷ୍ଣୁ ମୋହନ କବିଙ୍କ ସହ ଓଡ଼ିଶାଲାଇଭ୍‌ର ସ୍ଵତନ୍ତ୍ର ସାକ୍ଷାତକାର। “ଜଣେ ଗାୟକ ଭାବେ ଶ୍ରୋତାମାନଙ୍କଠାରୁ ଭଲ ପାଇବା ଓ ପ୍ରଶଂସା ସାଉଣ୍ଟିବା ଆଗରୁ ଅନ୍ୟ...

ପାରଳାଖେୁମଣ୍ଡି ଏସିଏଫ୍ ମୃତ୍ୟୁ ମାମଲା – ପତ୍ନୀ ବିଦ୍ୟାଭାରତୀଙ୍କୁ ଜେରା କଲା କ୍ରାଇମବ୍ରାଞ୍ଚ

ଓଡ଼ିଶାଲାଇଭ୍ ବ୍ୟୁରୋ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଯୁବ ସହକାରୀ ବନ ସଂରକ୍ଷକ(ଏସିଏଫ୍) ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାକୁ ଦେଢ଼ ମାସରୁ ଅଧିକ ସମୟ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ମୃତ୍ୟୁର କୌଣସି ସଠିକ୍ କାରଣ...

ରେଡ୍ ଜୋନରେ ଖୋର୍ଦ୍ଧା- ଅନଲକର ସମ୍ଭାବନା ନାହିଁ କହିଲେ ଡିଏମଇଟି

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ କରୋନା ସଂକ୍ରମଣ କମିଛି। ଗୋଟିଏ ସମୟରେ ରାଜ୍ୟର ୨୦ରୁ ଊର୍ଦ୍ଧ୍ଵ ଜିଲ୍ଲା ରେଡ୍ ଜୋନରେ ରହୁଥିଲା। କିନ୍ତୁ ଏବେ ସେହି ସ୍ଥିତି ନାହିଁ। ଅନ୍ୟ ଅର୍ଥରେ କହିବାକୁ ଗଲେ ଏବେ...

ଏସିଏଫଙ୍କ ମୃତ୍ୟୁ ଘଟଣା – ପାରଳାଖେମୁଣ୍ଡିରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ୍

ଓଡ଼ିଶାଲାଇଭ୍ ବ୍ୟୁରୋ ପାରଳାଖେୁମଣ୍ଡି ଏସିଏଫଙ୍କ ମୃତ୍ୟୁ ଘଟଣାରେ ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି। କେତେବେଳେ ବୋହୂ ବିଦ୍ୟାଭାରତୀଙ୍କ ଉପରେ ହତ୍ୟାର ଅଭିଯୋଗ ଆଣୁଛନ୍ତି, ତ ପୁଣି କେତେବେଳେ ପୁଅର ମୃତ୍ୟୁକୁ ନେଇ...

ପାରଳାଖେମୁଣ୍ଡି ଏସିଏଫଙ୍କ ମୃତ୍ୟୁ ଘଟଣା – ଏପର୍ଯ୍ୟନ୍ତ ଧରାପଡ଼ିନି ଅପରାଧୀ, ସନ୍ଦେହଘେରରେ ପତ୍ନୀ ବିଦ୍ୟାଭାରତୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଯୁବ ସହକାରୀ ବନ ସଂରକ୍ଷକ(ଏସିଏଫ) ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ ରହସ୍ୟ ମୟ ହେବାରେ ଲାଗିଛି। ପ୍ରତିଦିନ ଗୋଟିଏ ପରେ ଗୋଟିଏ ନୂଆ...

ଓଡ଼ିଶାରେ ୬ ବେଳାଭୂମିର ହେବ ସୌନ୍ଦର୍ଯ୍ୟକରଣ – ଏଣିକି ଭରପୂର ମଜା ନେବେ ପର୍ଯ୍ୟଟକ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ଥିବା ପର୍ଯ୍ୟଟନ କ୍ଷେତ୍ରକୁ ଦେଶ ବିଦେଶର ପର୍ଯ୍ୟଟକମାନଙ୍କୁ ଆହୁରି ଆକର୍ଷିତ କରିବା ପାଇଁ ରାଜ୍ୟ ସରକାର ଏକ ଯୋଜନା ପ୍ରସ୍ତୁତି କରିଛନ୍ତି। ଯୋଜନା ଅନୁସାରେ ରାଜ୍ୟରେ ଥିବା ୬ଟି ପ୍ରମୁଖ...

ଡଗରସାହିରୁ ଆୟାରଲ୍ୟାଣ୍ଡ୍

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=vg2xtJ8KOsM] 'ଓଡ଼ିଶାଲାଇଭ୍' ପ୍ରସ୍ତୁତ ମାସିକ ୱେବ୍ ସିରିଜ୍ 'ଷ୍ଟାର୍ଟଅପ୍ ଷ୍ଟୋରି' କ୍ରମରେ ଓଡ଼ିଆ ଯୁବ ଉଦ୍ୟୋଗୀ ତଥା 'ସାଇଜେନିକା'ର ସହ-ପ୍ରତିଷ୍ଠାତା ଓ ମୁଖ୍ୟ କାର୍ଯ୍ୟର୍ନିବାହୀ ଅଧିକାରୀ ଡକ୍ଟର ନୁସରତ୍ ଜେ ଏମ୍...