୧୦ ଜିଲ୍ଲାରୁ ସ୍ଥାନାନ୍ତର ହେଲେଣି ୨ଲକ୍ଷରୁ ଅଧିକ – ଗର୍ଭବତୀଙ୍କୁ ଦିଆଯାଉଛି ଗୁରୁତ୍ୱ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ଉପକୂଳ ଆଡ଼କୁ ପାଖେଇ ଆସୁଛି ବାତ୍ୟା ୟାସ୍। ବାତ୍ୟାର ପ୍ରଭାବକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ଜିଲ୍ଲାରେ ସ୍ଥାନାନ୍ତରଣ ପ୍ରକ୍ରିୟା ଜାରି ରହିଛି। ଏସ୍‌ଆରସିଙ୍କ ସୂଚନା ମୁତାବକ, ଅପରାହ୍‌ଣ ୪ଟା...

ବାଲେଶ୍ୱରରେ ୟାସ୍‌ର ସ୍ଥିତି ଉପରେ ନଜର ରଖିବେ ଶକ୍ତିମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ଆସୁଛି ବାତ୍ୟା ୟାସ୍। ବୁଧବାର ମଧ୍ୟାହ୍‌ଣରେ ଧାମରା ପାଖାପାଖି ଅଞ୍ଚଳରେ ଲ୍ୟାଣ୍ଡଫଲ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହାକୁ ନଜରରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶକ୍ତିମନ୍ତ୍ରୀ...

ୟାସ୍ ଅପ୍‌ଡେଟ୍ – ଦିନ ୨ଟା ସୁଦ୍ଧା ବାତ୍ୟାର ଟିକିନିଖି ଖବର

ଓଡ଼ିଶାଲାଇଭ୍ ବ୍ୟୁରୋ ଆସୁଛି ବାତ୍ୟା ୟାସ୍। ବାତ୍ୟାର ଗତିବିଧି ସମ୍ପର୍କରେ ଟିକିନିଖି ଖବର ଜାଣନ୍ତୁ ୟାସ୍ ଅପ୍‌ଡେଟ୍‌ରୁ। ଆସୁଛି ବାତ୍ୟା ୟାସ୍ ମେ’୨୬ତାରିଖରେ ବାଲେଶ୍ୱର ଓ ଧାମରା ପାଖରେ ସ୍ଥଳ ଭାଗ ଛୁଇଁବ ୟାସ୍ ...

ଭୀଷଣ ବାତ୍ୟାର ରୂପ ନେଲା ୟାସ୍ – ମେ’୨୬ ଅପରାହ୍‌ଣରେ ଧାମରା ପାଖରେ ସ୍ଥଳଭାଗ ଛୁଇଁବ

ଓଡ଼ିଶାଲାଇଭ୍ ବ୍ୟୁରୋ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ୟାସ୍ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି। ମେ’ ୨୬ରେ ଅର୍ଥାତ୍ ଗୁରୁବାର ବାଲେଶ୍ୱର ଓ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ୟାସ୍। ଏନେଇ ସୂଚାନ...

ମନୋଜ ଦାସଙ୍କ ନାମରେ ଆନ୍ତର୍ଜାତିକ ସାହିତ୍ୟ ପୁରସ୍କାର ଘୋଷଣା କଲେ ଓଡ଼ିଶା ସରକାର

ଓଡ଼ିଶାଲାଇଭ୍ ବ୍ୟୁରୋ ବିଶିଷ୍ଟ ଲେଖକ ସ୍ୱର୍ଗତ ମନୋଜ ଦାସଙ୍କ ସ୍ମୃତିରେ ‘ମନୋଜ ଦାସ ଆନ୍ତର୍ଜାତିକ ସାହିତ୍ୟ ପୁରସ୍କାର’ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହି ପୁରସ୍କାରଟି ଆନ୍ତର୍ଜାତିକ ସ୍ତରରେ ଦିଆଯିବ।...
corona test

ବାଲେଶ୍ୱରରେ ଚିନ୍ତା ବଢ଼ାଇଲା ଇମାମୀ ପେପର୍ ମିଲ୍ – ଦିନକରେ ୧୦୧ ପଜିଟିଭ୍ ଚିହ୍ନଟ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ କରୋନା ସଂକ୍ରମଣ ଭୟଙ୍କର ହେବାରେ ଲାଗିଛି। ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁସାରେ, ଆଜି ବାଲେଶ୍ୱରରୁ ୧୫୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ...

ରାସ୍ତାରୋକ ସମୟରେ ତାତିଲେ ଲୋକେ – ୭ ପୋଲିସ କର୍ମଚାରୀଙ୍କୁ ପଥରମାଡ଼

ଓଡ଼ିଶାଲାଇଭ୍ ବ୍ୟୁରୋ ଏକ ଦୁର୍ଘଟଣାକୁ ନେଇ ଲୋକଙ୍କ ଆକ୍ରୋଶର ଶିକାର ହେଲା ପୋଲିସ। ଲୋକଙ୍କ ପଥର ମାଡ଼ରେ ଘାଇଲା ହେଲେ ୭ ପୋଲିସ କର୍ମଚାରୀ। ବାଲେଶ୍ୱର ଜିଲ୍ଲା ସୋର-ମଙ୍ଗଳପୁର ରାସ୍ତାର ଅଙ୍ଗୁଳା ଛକରେ ଏହି...

ପ୍ରକୃତି କୋଳରେ ପଞ୍ଚଲିଙ୍ଗେଶ୍ୱର – ସୁନ୍ଦର ପାହାଡ଼ ସହ ମିଳିବ ଝରଣାର ମଜା

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାଲେଶ୍ୱର ଜିଲ୍ଲାର ଏକ ପ୍ରମୁଖ ଶୈବପୀଠ ହେଉଛି ପଞ୍ଚଲିଙ୍ଗେଶ୍ୱର। ଏଠାରେ ପାହାଡ଼ର ଖୋଲ ଦେଇ ବହି ଯାଉଥିବା ଝରଣା ଭିତରେ ରହିଛି ପାଞ୍ଚିଟି ଲିଙ୍ଗ। ଏହି ଲିଙ୍ଗ ଯୋଗୁଁ ଏହି ଜାଗାକୁ...

ପୁଣି ବିଜେପିକୁ ଫେରିଲେ ବାଲେଶ୍ଵରର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେପିକୁ ଫେରିଲେ ବାଲେଶ୍ଵରର ପୂର୍ବତନ ବିଜେଡି ବିଧାୟକ ଜୀବନ ପ୍ରଦୀପ ଦାଶ। ଗତ ଉପନିର୍ବାଚନ ବେଳେ ସେ ଶାସକ ଦଳ ବିଜେଡିରୁ ବିଦା ହୋଇଥିଲେ। ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡି...

ଶୀତଦିନେ ବୁଲିଯାଆନ୍ତୁ କ୍ଷୀରଚୋରା ଗୋପୀନାଥ ମନ୍ଦିର

ଓଡ଼ିଶାଲାଇଭ୍ ବ୍ୟୁରୋ ବାଲେଶ୍ୱର ଜିଲ୍ଲାର ପର୍ଯ୍ୟଟନସ୍ଥଳୀ ମଧ୍ୟରୁ ରେମୁଣାର କ୍ଷୀରଚୋରା ଗୋପୀନାଥ ମନ୍ଦିର ଅନ୍ୟତମ। ଓଡ଼ିଶାର ଏକ ପୁରାତନ ବୈଷ୍ଣବ ମନ୍ଦିର ଭାବେ ଏହାର ଖ୍ୟାତି ରହିଛି। ବାଲେଶ୍ୱର ଜିଲ୍ଲାର ଏକ ଚିର ସବୁଜିମା...