ପର୍ଯ୍ୟଟକଙ୍କ ମନ ମୋହୁଛି ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଅସ୍ତରଙ୍ଗର କେଳୁଣୀ ମୁହାଣ
ଓଡ଼ିଶାଲାଇଭ୍ ବ୍ୟୁରୋ
(କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ପର୍ଯ୍ୟଟକଙ୍କ ମନ ମୋହୁଛି ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ଶିଶୁଅ ପଞ୍ଚାୟତର କେଳୁଣୀ ମୁହାଣ। ଚଳିତ ପର୍ଯ୍ୟଟନ ଋତୁରେ ଏହି ମୁହାଣ...
ଆଗାମୀ ଦିନରେ ପୁରୀ ହେବ ଓଡ଼ିଶାର ମୁଖ୍ୟ ବିମାନ ବନ୍ଦର!
ଓଡ଼ିଶାଲାଇଭ୍ ବ୍ୟୁରୋ
ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଖକୁ ଚିଠି ଲେଖି ପୁରୀରେ ଏକ ବିମାନ ବନ୍ଦର ନିର୍ମାଣ ପାଇଁ ପ୍ରସ୍ତାବ ଦେଇଛନ୍ତି। ରାଜ୍ୟ ସରକାରଙ୍କ ଏହି ପ୍ରସ୍ତାବ ଆଗାମୀ...
କାଲିଠୁ ଶ୍ରୀଜୀଉଙ୍କୁ ଦର୍ଶନ କରିବେ ପୁରୀ ସହରବାସୀ – ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଦୀର୍ଘ ୯ ମାସ ଧରି ବନ୍ଦ ରହିବା ପରେ ବୁଧବାରଠାରୁ ଖୋଲିଛି ଶ୍ରୀମନ୍ଦିର। ପ୍ରଥମ ପର୍ଯ୍ୟାୟରେ ସେବାୟତଙ୍କ ପରିବାର ମହାପ୍ରଭୁଙ୍କୁ ଦର୍ଶନ କରୁଥିବା ବେଳେ ଶନିବାରଠାରୁ ପୁରୀ ସହରବାସୀ ଶ୍ରୀଜୀଉଙ୍କୁ ଦର୍ଶନ...
କଟକଣା ମଧ୍ୟରେ ଖୋଲିଲା କାକଟପୁର ମା’ ମଙ୍ଗଳା ମନ୍ଦିର
ଓଡ଼ିଶାଲାଇଭ୍ ବ୍ୟୁରୋ
(କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): କରୋନା ଯୋଗୁ ଦୀର୍ଘ ୯ ମାସ ଧରି ବନ୍ଦ ରହିବା ପରେ ବୁଧବାରଠାରୁ ଖୋଲିଛି କାକଟପୁର ମା’ ମଙ୍ଗଳା ମନ୍ଦିର। ସମ୍ପୂର୍ଣ୍ଣ କଟକଣା ମଧ୍ୟରେ ଶ୍ରଦ୍ଧାଳୁମାନେ ମା’ଙ୍କୁ...
ଶ୍ରୀମନ୍ଦିର ଯିବାକୁ ହେଲେ କେଉଁ ନିୟମ ମାନିବେ?
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିନକ ପରେ ଖୋଲିବ ଶ୍ରୀମନ୍ଦିର। ୨୩ ତାରିଖରୁ ୨୫ ତାରିଖ ଯାଏଁ ସେବାୟତ ଓ ତାଙ୍କ ପରିବାର, ୨୬ରୁ ୩୧ ଯାଏଁ ପୁରୀ ସହର ବାସିନ୍ଦା, ୩ ତାରିଖରେ ରାଜ୍ୟ ବାହାରର...
ଡିସେମ୍ବର ୨୩ରୁ ଆରମ୍ଭ ହେବ ଜଗା ଦର୍ଶନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦୀର୍ଘ ୯ ମାସରୁ ଅଧିକ ସମୟ ବନ୍ଦ ରହିବା ପରେ ଶେଷରେ ଡିସେମ୍ବର ୨୩ ତାରିଖରେ ଖୋଲିବ ଶ୍ରୀମନ୍ଦିର। ଏନେଇ କିଛି ଦିନ ତଳେ ଶ୍ରୀମନ୍ଦିର ପରିଚାଳନା କମିଟିରେ ନିଷ୍ପତ୍ତି ନିଆଯାଇଥିଲା,...
ଆଜି ବସୁଛି ଛତିଶାନିଯୋଗ ବୈଠକ – ଶ୍ରୀମନ୍ଦିର ଖୋଲିବା ନେଇ ହୋଇପାରେ ନିଷ୍ପତ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଶ୍ରୀମନ୍ଦିର ଖୋଲିବା ନେଇ ଶନିବାର ବସୁଛି ଛତିଶାନିଯୋଗ ବୈଠକ। ଆଜି ଦିନ ୧୨ଟାରେ ନିଳାଦ୍ରି ଭକ୍ତ ନିବାସରେ ଏହି ବୈଠକ ବସିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାରଙ୍କ ଅଧ୍ୟକ୍ଷତାରେ ବସିବାକୁ...
ଅନଲାଇନ୍ ନିର୍ମାଲ୍ୟ ବିକ୍ରି – ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପୋଲିସ ଏତଲା
ଓଡ଼ିଶାଲାଇଭ୍ ବ୍ୟୁରୋ
ଅନଲାଇନରେ ନିର୍ମାଲ୍ୟ ପ୍ରସାଦ ବିକ୍ରି ଘଟଣା ପଦାକୁ ଆସିବା ପରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଆମାଜନ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସ ଏତଲା ଦିଆଯାଇଛି।
ସିଂହଦ୍ୱାର ଥାନାରେ ଦିଆଯାଇଥିବା ଏତଲା...
ଅସ୍ତରଙ୍ଗରେ ଗ୍ରାମୀଣ ଇ-ଷ୍ଟୋର୍ ଆପ୍ ଉଦ୍ଘାଟିତ
ଓଡ଼ିଶାଲାଇଭ୍ ବ୍ୟୁରୋ
(କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ନୁଆଗଡ଼ ପଞ୍ଚାୟତର କମନ୍ ସର୍ଭିସ୍ ସେଣ୍ଟର (CSC)ରେ ଗ୍ରାମୀଣ ଇ-ଷ୍ଟୋର୍ ଆପ୍ ଉଦ୍ଘାଟିତ ହୋଇଛି। ଅସ୍ତରଙ୍ଗ ତହସିଲଦାର ରାଜଲକ୍ଷ୍ମୀ ନାୟକ...
ଦେଖି ହେଲାନି ଜଗାର ନାଗା ବେଶ – ବଡ଼ଦାଣ୍ଡରୁ ଲୁହ ଗଡ଼ାଇ ଫେରିଲେ ଭକ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
୨୫ବର୍ଷ ପରେ ମହାପ୍ରଭୁ ଆଜି ଧାରଣ କରିଛନ୍ତି ନାଗାର୍ଜୁନ ବେଶ। କିନ୍ତୁ କରୋନା ମହମାରୀ ଯୋଗୁଁ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶକୁ ଦେଖିପାରିନାହାନ୍ତି ଭକ୍ତ। ଦୂରରୁ ମୁଣ୍ଡିଆ ମାରି ବଡ଼ଦାଣ୍ଡରୁ କାନ୍ଦି...