ସୋନପୁର: ପୋଲିସ୍ ଅଧିକାରୀଙ୍କ କାର୍ ଧକ୍କାରେ ୩ ଜଣଙ୍କର ମୃତ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ ମଙ୍ଗଳବାର ଦିନ ସକାଳୁ ସକାଳୁ ଏକ ଦୁଃଖଦ ଘଟଣା ଘଟିଯାଇଛି ସୋନପୁର ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥର ବଡ଼ବାହାଲି ଛକଠାରେ। ଜଣେ ପୋଲିସ୍ ଅଧିକାରୀଙ୍କ କାର୍ ରାସ୍ତା କଡ଼ରେ ଛିଡ଼ା...

ସିଭିଲ ସର୍ଭିସ ପରୀକ୍ଷାରେ ଓଡ଼ିଶା ଟପ୍ପର କାର୍ତ୍ତିକ ପାଣିଗ୍ରାହୀ

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ରୀୟ ଲୋକସେବା ଆୟୋଗ(ୟୁପିଏସ୍‌ସି) ଦ୍ଵାରା ପରିଚାଳିତ ସିଭିଲ ସର୍ଭିସ ପରୀକ୍ଷା ୨୦୨୧ର ଫଳାଫଳ ପ୍ରକାଶ ପାଇଛି। ଏହି ପରୀକ୍ଷାରେ ଓଡ଼ିଆ ପୁଅ କାର୍ତ୍ତିକ ପାଣିଗ୍ରାହୀ ସଫଳତା ହାସଲ କରିଛନ୍ତି। ଚଳିତ ଥର...

ଗୀତ ଗାଇ କରୋନା ସଚେତନତା ବାର୍ତ୍ତା ଦେଉଛନ୍ତି ସୁବର୍ଣ୍ଣପୁରର ଅଙ୍ଗନବାଡ଼ି କର୍ମୀ ଛାୟା ମହାନନ୍ଦ

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=TAqT6JQB8xc] ଗୀତ ମାଧ୍ୟମରେ କରୋନା ସଚେତନତା। ଗାଁ ମଝିରେ ହାତରେ ମାଇକ୍ ଧରି, ଗୀତ ଗାଇ ଲୋକଙ୍କୁ ସଚେତନତାର ବାର୍ତ୍ତା ଦେଉଛନ୍ତି ଅଙ୍ଗନବାଡ଼ି କର୍ମୀ। ସୁବର୍ଣ୍ଣପୁର ଜିଲ୍ଲା ସିଂହ ବହାଲି ଗାଁର...

ସୋନପୁର ଛୁଇଁଲା କରୋନା – ଜଣେ ଆକ୍ରାନ୍ତ ଚିହ୍ନଟ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ପ୍ରଥମ ଥର ପାଇଁ ସୋନପୁର ଛୁଇଁଲା କରୋନା। ସୋନପୁରରୁ ଆଜି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତ ଜିଲ୍ଲା ସଂଖ୍ୟା ୨୯କୁ ବୃଦ୍ଧି ପାଇଛି।...

ଟ୍ରକ୍‌-ପିକ୍‌ଅପ୍‌ ଭ୍ୟାନ ମୁହାଁମୁହିଁ ଧକ୍କା ଘଟଣା – ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି

ଓଡ଼ିଶାଲାଇଭ୍‌ ବ୍ୟୁରୋ ସୋନପୁର-ସମ୍ଵଲପୁର ରାଜ୍ୟରାଜପଥର ମେଟାକାନିରେ ହୋଇଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ପାଇଛି। ଏହି ଅଘଟଣରେ ଆହୁରି ୬ଜଣ ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଦୁର୍ଘଟଣାରେ ଘଟଣାସ୍ଥାଳରେ...

ହାଇକୋର୍ଟ ସ୍ଥାୟୀ ବେଞ୍ଚ୍‌ ଦାବିରେ ଆଜି ପଶ୍ଚିମ ଓଡ଼ିଶା ବନ୍ଦ

  ଓଡ଼ିଶାଲାଇଭ୍‌ ବ୍ୟୁରୋ ହାଇକୋର୍ଟ ସ୍ଥାୟୀ ବେଞ୍ଚ୍‌ ଦାବିରେ ବୁଧବାର ପଶ୍ଚିମ ଓଡ଼ିଶା ବନ୍ଦ ରହିଛି। ସମ୍ବଲପୁର, ବଲାଙ୍ଗିର,  ଝାରସୁଗଡ଼ା, ବରଗଡ଼, ବୌଦ୍ଧ, ସୁନ୍ଦରଗଡ଼ ଓ ସୋନପୁରରେ ଓକିଲ ସଂଘ ବନ୍ଦ ପାଳନ କରୁଛି। ବୁଧବାର ସକାଳ...

ଘରୋଇ କଳିରୁ ଜଘନ୍ୟକାଣ୍ଡ, ବାପାକୁ ହାଣି ହତ୍ୟା କଲା ପୁଅ

ଓଡ଼ିଶାଲାଇଭ୍‌ ବ୍ୟୁରୋ ନୃଶଂସ ପୁଅର ଅଭାବନୀୟ କାଣ୍ଡ। ବାପାକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲା ପୁଅ। ଘରୋଇ କଳିକୁ ନେଇ ବଚସା ପରେ ଏଭଳି ଜଘନ୍ୟ କାଣ୍ଡ ଘଟାଇଛି ପୁଅ। ଏଭଳି ଘଟଣା...

ଜାଡ଼ରେ ଥରୁଛି ଓଡ଼ିଶା, ସୋନପୁରରେ ସର୍ବନିମ୍ନ ତାପମାତ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ ଜାଡ଼ରେ ଥରୁଛି ଓଡ଼ିଶା। ଆଜି ୯ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ସୋନପୁରରେ ଗତ ୨୪ ଘଣ୍ଟା ମଧ୍ୟରେ ତାପମାତ୍ରା ୪ ଡିଗ୍ରୀକୁ ଖସିଛି ବୋଲି ଆଞ୍ଚଳିକ ପାଣିପାଗ...

ସେଲ୍‌ଫି ନେଲାବେଳେ ମହନଦୀରେ ଖସି ପଡ଼ିଲେ ଯୁବକ, ଅଳ୍ପକେ ବଞ୍ଚିଲେ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସେଲଫି ନିଶାରେ ମହାନଦୀରେ ପଡ଼ିଗଲେ ଯୁବକ। ଏଭଳି ଏକ ଘଟଣା ଘଟିଛି ସୋନପୁର ଜିଲ୍ଲାରେ। ମହାନଦୀ ବ୍ରିଜ୍ ଉପରେ ଫଟୋ ଉଠାଇବା ବେଳେ ୪୦ ଫୁଟ୍‌ ଉଚ୍ଚରୁ ନଦୀକୁ ପଡ଼ି ଅଳ୍ପକେ...

ରାମଦୋଳିରେ ସେଲଫି ନେବା ହେଲା କାଳ, ଚାଲିଗଲା ଯୁବକଙ୍କ ଜୀବନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାମଦୋଳିରେ ବସି ସେଲଫି ନେବା ହେଲା କାଳ। ସେଲଫି ନିଶାରେ ଚାଲିଗଲା ଯୁବକଙ୍କ ଜୀବନ। ସୋନପୁର ବିନିକାରେ ଏହି ଏକ ଦୁଃଖଦ ଘଟଣା ଘଟିଛି। ଯୁବକ ଜଣକ ରାମଦୋଳିରେ ବସି ସେଲିଫି ନେଲା...