ସମ୍ବଲପୁର ଲୋକସଭା ଆସନରୁ ପ୍ରାର୍ଥିପତ୍ର ଦାଖଲ କଲେ ପ୍ରଣବ ପ୍ରକାଶ ଦାସ

ଓଡ଼ିଶାଲାଇଭ୍ ବ୍ୟୁରୋ ସମ୍ବଲପୁର ଲୋକସଭା ଆସନରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜେଡି ନେତା ପ୍ରଣବ ପ୍ରକାଶ ଦାସ। ମଙ୍ଗଳବାର ବଡ଼ ଶୋଭାଯାତ୍ରାରେ ଆସି ସେ ସମ୍ବଲପୁର ନିର୍ବାଚନ ରିଟର୍ଣ୍ଣିଂ ଅଧିକାରୀଙ୍କ ନିକଟରେ ପ୍ରାର୍ଥିପତ୍ର ଦାଖଲ...

ବିଜେଡି ଛାଡ଼ିଲେ ସମ୍ବଲପୁରର ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ଵରୀ ପାଣିଗ୍ରାହୀ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେଡି ଛାଡ଼ିଲେ ସମ୍ବଲପୁରର ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ଵରୀ ପାଣିଗ୍ରାହୀ। ମଙ୍ଗଳବାର ସେ ଦଳର ପ୍ରାଥମିକ ସଦସ୍ୟ ସହ ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କର ଇସ୍ତଫାପତ୍ର ବିଜେଡି ସୁପ୍ରିମୋ...

ସମ୍ବଲପୁର ଲୋକସଭା ଆସନରେ ଏଥର ହେବ ହାଇପ୍ରୋଫାଇଲ ଲଢ଼େଇ: ମଇଦାନରେ ମୁହାଁମୁହିଁ ହେବେ ଦୁଇ ହେଭିୱେଟ ଧର୍ମେନ୍ଦ୍ର ଓ...

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ସମ୍ବଲପୁର ଲୋକସଭା ଆସନ ହାତେଇବାକୁ ଏଥର ଜମିବ ଲଢ଼େଇ, ନିର୍ବାଚନ ମଇଦାନରେ ମୁହାଁମୁହିଁ ହେବେ ଧର୍ମେନ୍ଦ୍ର ପ୍ରଧାନ-ପ୍ରଣବ ପ୍ରକାଶ ଦାସ। ସମ୍ବଲପୁର ଲୋକସଭା ଆସନକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା।...

ଲାଗିଲା କଟକଣା: ଭିସୁଟକୁ ସର୍ଟ ଡ୍ରେସ ମନା

ଓଡ଼ିଶାଲାଇଭ୍ ବ୍ୟୁରୋ ପୋଷାକ ପରିଧାନକୁ ନେଇ ବୁର୍ଲା ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ ଟେକ୍ନୋଲୋଜି (ଭିସୁଟ) ପକ୍ଷରୁ ଲାଗିଲା କଟକଣା। ଆଗାମୀ ଟେକ୍ନୋ କଲଚରାଲ ଫେଷ୍ଟିଭାଲ ୨୦୨୪ରେ ଛାତ୍ରଛାତ୍ରୀମାନେ ପାରମ୍ପରିକ ପୋଷାକ ପରିଧାନ...

ସମ୍ବଲପୁର ଓ ବ୍ରହ୍ମପୁରରେ ଶୁଭାରମ୍ଭ ହେଲା ‘ମୋ ବସ୍’ ସେବା

ଓଡ଼ିଶାଲାଇଭ୍ ବ୍ୟୁରୋ ସମ୍ବଲପୁର ଓ ବ୍ରହ୍ମପୁରରେ ଶନିବାର ‘ମୋ ବସ୍’ ସେବାର ଶୁଭାରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେସିଂ ମାଧ୍ୟମରେ ଏହାର ଲୋକର୍ପଣ କରିଛନ୍ତି। ସମ୍ବଲପୁରର ଅଇଁଠାପାଲି ବସ୍ ଟର୍ମିନାଲ ଏବଂ...

ସମ୍ବଲପୁର: ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଲୋକାର୍ପିତ ହେଲା ସମଲେଇ ପ୍ରକଳ୍ପ

ଓଡ଼ିଶାଲାଇଭ୍ ବ୍ୟୁରୋ ସମ୍ବଲପୁରରେ ଲୋକାର୍ପିତ ହୋଇଛି ବହୁ ପ୍ରତୀକ୍ଷିତ ସମଲେଇ ପ୍ରକଳ୍ପ। ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଲୋକାର୍ପଣ କରିଛନ୍ତି। ଏନେଇ ସମଗ୍ର ସମ୍ବଲପୁର ସହର ଉତ୍ସବମୁଖର ହୋଇଉଠିଛି। ସମଲେଇ ପ୍ରକଳ୍ପର ଲୋକାର୍ପଣ ପାଇଁ...

ସମ୍ବଲପୁରରେ ସମଲେଇ ପ୍ରକଳ୍ପର ଲୋକାର୍ପଣ ଉତ୍ସବ, ଜାନୁଆରି ୨୭ରେ ରାଜ୍ୟର ସବୁ ଶିକ୍ଷାନୁଷ୍ଠାନରେ ଛୁଟି ଘୋଷଣା

ଓଡ଼ିଶାଲାଇଭ୍ ବ୍ୟୁରୋ ସମ୍ବଲପୁରରେ ଶନିବାର ଜାନୁଆରି ୨୭ ତାରିଖରେ ଉଦଘାଟିତ ହେବାକୁ ଯାଉଛି ସମଲେଇ ପ୍ରକଳ୍ପ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପର ଲୋକାର୍ପଣ କରିବେ। ସମଲେଇ ପ୍ରକଳ୍ପର ଲୋକାର୍ପଣ ଉତ୍ସବକୁ ଦୃଷ୍ଟିରେ ରଖି...

ବୁର୍ଲା ମେଡିକାଲରେ ହେଲା ବୋରୱେଲରୁ ଉଦ୍ଧାର ଶିଶୁ କନ୍ୟାର ନାମକରଣ

ଓଡ଼ିଶାଲାଇଭ୍ ବ୍ୟୁରୋ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ଲାରିପାଲି ଗାଁ ନିକଟ ଜଙ୍ଗଲରେ ଥିବା ପରିତ୍ୟକ୍ତ ବୋରୱେଲରୁ ଉଦ୍ଧାର ହୋଇଥିବା ଶିଶୁ କନ୍ୟାର ଏକୋ ଏକୋଇଶିଆ ସହ ନାମକରଣ କରାଯାଇଛି। ବୁର୍ଲା ଭୀମସାର...

ସମ୍ବଲପୁର: ୬ ଘଣ୍ଟାର ପରିଶ୍ରମ ପରେ ବୋରୱେଲରୁ ଉଦ୍ଧାର ହେଲା ନବଜାତ ଶିଶୁ

ଓଡ଼ିଶାଲାଇଭ୍ ବ୍ୟୁରୋ ୬ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ବୋରୱେଲରୁ ଉଦ୍ଧାର ହେଲା ନବଜାତ ଶିଶୁ। ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ଲାରିପାଲି ଗାଁ ନିକଟ ଜଙ୍ଗଲରେ ଥିବା ପରିତ୍ୟକ୍ତ ବୋରୱେଲରୁ ଶିଶୁଟିକୁ...

ବୋରୱେଲ ଭିତରୁ କଅଁଳ ଜୀବନ ବଞ୍ଚାଇବାକୁ ଚାଲିଛି ପ୍ରୟାସ

ଓଡ଼ିଶାଲାଇଭ୍ ବ୍ୟୁରୋ ପରିତ୍ୟକ୍ତ ବୋରୱେଲ ଭିତରେ ଫସିଛି ଗୋଟିଏ କଅଁଳା ଜୀବନ। ଶିଶୁଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ ଚାଲିଛି ଅହରହ ପ୍ରୟାସ। ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ଅଗ୍ନିଶମ, ଓଡ୍ରାଫ, ଡାକ୍ତର, ପ୍ରଶାସନ ଏବଂ...