ଧାନକିଣାକୁ ନେଇ ପଶ୍ଚିମ ଓଡ଼ିଶାରେ ତେଜିଲା ଚାଷୀ ଆନ୍ଦୋଳନ, ମନ୍ତ୍ରୀ ଡାକିଲେ ଜରୁରୀ ବୈଠକ

ଓଡ଼ିଶାଲାଇଭ୍ ବ୍ୟୁରୋ ଧାନକିଣାକୁ ନେଇ ତେଜିଲା ଚାଷୀ ଆନ୍ଦୋଳନ। ସରକାରଙ୍କ ନୂଆ ଟୋକନ୍ ବ୍ୟବସ୍ଥାକୁ ବିରୋଧ କରି ସୋମବାର ପଶ୍ଚିମ ଓଡ଼ିଶାର ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସରକାର ଏଥର ଚାଷୀଙ୍କଠାରୁ ଖରିଫ୍ ଧାନ ସଂଗ୍ରହ କରିବାକୁ...

ନୂଆଁଖାଇ ଲାଗି ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା

ଓଡ଼ିଶାଲାଇଭ୍ ବ୍ୟୁରୋ ଆଉ ମାତ୍ର  ତିନି ଦିନର ଅପେକ୍ଷା। ପାଳିତ ହେବ ପଶ୍ଚିମ ଓଡିଶାର କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ। ଏଥିଲାଗି ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା। ନୂଆଁଖାଇରେ ମା’ ସମଲେଶ୍ୱରୀଙ୍କୁ ନୂଆ ଚାଉଳ ଭୋଗ...

ଭିଏସ୍‌ଏସ୍‌ୟୁଟିରେ ରାଗିଂ –ଜୁନିଅରଙ୍କୁ ଚଡ଼ି ପିନ୍ଧି ନାଚିବାକୁ କହିଲେ ସିନିଅର

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=WmI54GUxOLo ୧୦ ଛାତ୍ର ପରୀକ୍ଷାରୁ ବର୍ଷେ ପାଇଁ ବାଦ୍‌ ୫୨ ଛାତ୍ରଙ୍କୁ ଜରିମାନା ରାଗିଂ ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟରେ ରାଗିଂ ଅଭିଯୋଗ। ଏହି ରାଗିଂ...

ହୀରାକୁଦରେ ଖୋଲିଲା ୧୬ଟି ଗେଟ

ଓଡ଼ିଶାଲାଇଭ ବ୍ୟୁରୋ ହୀରାକୁଦରେ ପର୍ଯ୍ୟାୟ କ୍ରମେ ୧୬ଟି ଗେଟ୍‌ ଖୋଲାଯାଇଛି। ଆଜି ସକାଳୁ ବନ୍ୟା ଜଳ ନିଷ୍କାସନ ପାଇଁ ବୁର୍ଲା ପଟୁ ଗୋଟିଏ ଓ ହୀରାକୁଦ ପଟୁ ଗୋଟିଏ ଗେଟ ଖୋଲାଯାଇଥିଲା। ଏହା ପରେ...

ମଙ୍ଗଳବାର ଓ ବୁଧବାର ପ୍ରବଳ ବର୍ଷା, ସଜାଗ ରହିବାକୁ ଜିଲ୍ଲାପାଳଙ୍କୁ ଚିଠି କଲେ ଏସ୍‌ଆର୍‌ସି

ଓଡ଼ିଶାଲାଇଭ୍ ବ୍ୟୁରୋ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହେଉଛି। ଏହାର ପ୍ରଭାବରେ ଆସନ୍ତା ମଙ୍ଗଳବାର ଓ ବୁଧବାର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷା ପାଇଁ ସଜାଗ...