ଓଡ଼ିଶାଲାଇଭ୍ ଡିଜିଟାଲ ପ୍ଲାଟ୍ଫର୍ମ ପାଇଁ ନିଯୁକ୍ତି ସୂଚନା
ପଦବୀ: ରିଜିଓନାଲ ସେଲ୍ସ କୋର୍ଡିନେଟର୍ (କନ୍ସଲଟାଣ୍ଟ)
ସ୍ଥାନ: କଟକ, ବାଲେଶ୍ୱର, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲା
ଶିକ୍ଷାଗତ ଯୋଗ୍ୟତା: ସର୍ବନିମ୍ନ ସ୍ନାତକ ଡିଗ୍ରୀ।
ଅଭିଜ୍ଞତା: ମିଡିଆରେ ଅଭିଜ୍ଞତା ଥିବା ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଆଯିବ। (ଫ୍ରେସରମାନେ ମଧ୍ୟ ଆବେଦନ କରିପାରିବେ)
ବିଦ୍ର: ଆଗ୍ରହୀ ପ୍ରାର୍ଥୀମାନେ ନିଜର ବାୟୋଡାଟା ସହ କେଉଁ ସ୍ଥାନ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି ଉଲ୍ଲେଖ କରି ଅଗଷ୍ଟ ୧୦ ତାରିଖ ସୁଦ୍ଧା ceo@odisha.live ଇ-ମେଲ୍ ମାଧ୍ୟମରେ ଆବେଦନ କରିପାରିବେ।
- ମୁଖ୍ୟ କାର୍ଯ୍ୟନିର୍ବାହୀ, ଓଡ଼ିଶାଲାଇଭ୍ ମିଡିଆ ନେଟଓ୍ୱର୍କ