ଆସୁଛି ଶୀତ, ବଢ଼ିବ ସଂକ୍ରମଣ – ସତର୍କ କଲେ କେନ୍ଦ୍ର ସରକାର

ଓଡ଼ିଶାଲାଇଭ୍ ବ୍ୟୁରୋ ଶୀତ ଋତୁରେ କରୋନା ସଂକ୍ରମଣ ଅଧିକ ହେବାର ସମ୍ଭାବନା ରହିଛି। ଆଗକୁ ଶୀତ ଦିନ ଆସୁଥିବାରୁ କେନ୍ଦ୍ର ସରକାର ଏନେଇ ଲୋକଙ୍କୁ ସତର୍କ କରିଛନ୍ତି। ମଙ୍ଗଳବାର ନୀତି ଆୟୋଗର ସଦସ୍ୟ ଡାକ୍ତର...

ଉଜ୍ଜ୍ଵଳ ତ୍ଵଚା ପାଇଁ ଲଗାନ୍ତୁ ହେଙ୍ଗୁ ଫେସ୍ ପ୍ୟାକ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଖାଦ୍ୟର ସ୍ୱାଦ ବଢ଼ାଇବା ପାଇଁ ହେଙ୍ଗୁ ବ୍ୟବହାର କରାଯାଏ। ଏହାକୁ ଉଜ୍ଜ୍ଵଳ ତ୍ଵଚା ପାଇଁ ମଧ୍ୟ ବ୍ୟବହାର କରାଯାଇପାରେ। ହେଙ୍ଗୁରେ ଆଣ୍ଟିବ୍ୟାକ୍ଟେରିଆଲ୍ ତତ୍ତ୍ୱ ଭରପୂର ପରିମାଣରେ ରହିଛି। ତେବେ କେମିତି ହେଙ୍ଗୁ...

କରୋନାରୁ ସୁସ୍ଥ ହେବା ପରେ ଅଧିକ ଝଡ଼ୁଛି କେଶ – କେମିତି ପାଇବେ ମୁକ୍ତି?

  ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନାରୁ ସୁସ୍ଥ ହେବା ପରେ ମହିଳାମାନଙ୍କର ଅଧିକ କେଶ ଝଡ଼ୁଛି। ଏ କଥା କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବା ଜଣେ ମହିଳା କହିଛନ୍ତି। ସେ ହେଲେ ବଲିଉଡ ଅଭିନେତ୍ରୀ ମଲାଇକା...

ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ – ଚାପରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଫର୍ମୁଲା

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରତିବର୍ଷ ଅକ୍ଟୋବର ୧୦ରେ ପାଳନ କରାଯାଏ ‘ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ’। ଅଧିକାଂଶ ଲୋକ ମାନସିକ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତି ନାହିଁ। ବର୍ତ୍ତମାନର ଜୀବନ ଶୈଳୀ, ସମ୍ପର୍କରେ ପାଠ, ବିଭିନ୍ନ ପ୍ରକାର...

ହୁ’ର ଚେତାବନୀ –  କରୋନା ବଢ଼ିଲେ ପ୍ରତି ୧୬ ସେକେଣ୍ଡରେ ପ୍ରାଣ ହରାଇବେ ଜଣେ ନବଜାତ ଶିଶୁ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଶ୍ୱରେ ଏବେ ମହାମାରୀ କରୋନା ଭାଇରସ୍ ନିଜର ପ୍ରକୋପ ଜାରି ରଖିଛି। ପ୍ରତ୍ୟେକ ଦିନ ଲକ୍ଷାଧିକ ଲୋକ ଏଥିରେ ଆକ୍ରାନ୍ତ ହେଉଥିବାବେଳେ ଅନେକ ନିଜର ପ୍ରାଣ ମଧ୍ୟ ହରାଉଛନ୍ତି। ଏହାରି ମଧ୍ୟରେ...

କଟକରେ ବଢୁଛି କରୋନା ସଂକ୍ରମଣ, ଗଞ୍ଜାମକୁ ପଛରେ ପକାଇ ଦୁଇ ନମ୍ବର

ଓଡ଼ିଶାଲାଇଭ୍ ବ୍ୟୁରୋ ସଂକ୍ରମଣରେ କଟକ ଦୁଇ ନମ୍ଵର ଗଞ୍ଜାମକୁ ପଛରେ ପକାଇଲା ଜିଲ୍ଲାରେ ମୃତ୍ୟୁହାର କମ୍ ଅନଲକ୍ ବଢ଼ାଇ ଦେଇଛି ଚିନ୍ତା ରାଜ୍ୟ କରୋନା ସଂକ୍ରମିତଙ୍କ ତାଲିକାରେ ଦ୍ୱିତୀୟ ସ୍ଥାନକୁ ଉଠିଲା କଟକ। ମଙ୍ଗଳବାର...

ଉଜ୍ଜ୍ଵଳ ତ୍ଵଚା ପାଇଁ ଲଗାନ୍ତୁ ଚାଉଳ ଅଟା ପ୍ୟାକ୍

ଓଡ଼ିଶାଲାଇଭ୍ ବ୍ୟୁରୋ ତ୍ଵଚାର ଯତ୍ନ ପାଇଁ ଘରୋଇ ଉପଚାରକୁ ବେଶୀ ପ୍ରାଧାନ୍ୟ ଦିଆଯାଏ। ଏହା ପ୍ରାକୃତିକ ହୋଇଥିବାରୁ ତ୍ଵଚାକୁ କୌଣସି କ୍ଷତି ପହଞ୍ଚାଇ ନଥାଏ। ତ୍ଵଚାକୁ ଉଜ୍ଜ୍ଵଳ ତଥା ସୁନ୍ଦର କରିବା ପାଇଁ ଚାଉଳ...

କରୋନା ପ୍ରତିଷେଧକ – କେଉଁଠି ଆଗ୍ରହ କେଉଁଠି ବିରୋଧ

କମଳାକାନ୍ତ ପତି ଗତକାଲି (ସୋମବାର) ସାରା ପୃଥିବୀରେ କରୋନା ମୃତ୍ୟୁ ସଂଖ୍ୟା ୧୦ ଲକ୍ଷ ଟପିଗଲା। ଏହି ପରିପ୍ରେକ୍ଷୀରେ କରୋନା ପ୍ରତିଷେଧକ ଟିକା ନେଇ ଅନେକ ଦେଶରେ ଆଗ୍ରହ ପ୍ରକାଶ ପାଉଥିବା ବେଳେ ୟୁରୋପୀୟ...

ହାଇପର୍‌ଟେନ୍ସନକୁ କମ୍ କରିବା ପାଇଁ ଖାଆନ୍ତୁ ଏହି ଖାଦ୍ୟ

ଓଡ଼ିଶାଲାଇଭ୍ ବ୍ୟୁରୋ ହାଇପର୍‌ଟେନ୍ସନ ରୋଗୀଙ୍କ ପାଇଁ କରୋନା ଭୂତାଣୁ ଘାତକ ସାବ୍ୟସ୍ତ ହେଉଛି। କରୋନାରେ ପ୍ରାଣ ହରାଇଥିବା ଅନେକ ରୋଗୀ ହାଇପର୍‌ଟେନ୍ସନରେ ପୀଡ଼ିତ ଥିବା ଜଣାପଡ଼ିଛି। ତେବେ ଏହି ହାଇପର୍‌ଟେନ୍ସନ କ’ଣ ଏବଂ ଖାଦ୍ୟ...

କେଶ ରଙ୍ଗ କରିବା ସମୟରେ ଆପଣାନ୍ତୁ ଏହି ସବୁ ଟିପ୍ସ

ଓଡ଼ିଶାଲାଇଭ୍ ବ୍ୟୁରୋ କେଶ ରଙ୍ଗ କରିବା ଆଜିକାଲି ଏକ ଟ୍ରେଣ୍ଡରେ ପରିଣତ ହେଲାଣି। କମ୍ ବୟସର ଯୁବକ ଯୁବତୀଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ କେଶ ରଙ୍ଗେଇବାକୁ ପସନ୍ଦ କରିଥାନ୍ତି। ତେବେ ଯଦି ଆପଣ...