ସମ୍ବଲପୁର: ଘର ଭିତରୁ ମା’ ପୁଅଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଓଡ଼ିଶାଲାଇଭ୍ ବ୍ୟୁରୋ (ସମ୍ବଲପୁର): ବନ୍ଦ ଘର ଭିତରୁ ମା’ ପୁଅଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ। ଏହି ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଅଇଁଠାପାଲି ଥାନା ଅନ୍ତର୍ଗତ ଅନୁଗୁଳିଆପଡ଼ାରେ। ମୃତକମାନେ ହେଲେ...

ହୀରାକୁଦରେ ଜଳସ୍ତର ହ୍ରାସ, କମୁଛି ମହାନଦୀରେ ବନ୍ୟାର ଭୟ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ବର୍ଷା କମିବାପରେ ମହାନଦୀରେ ବନ୍ୟା ଜଳର ପରିମାଣ ହ୍ରାସ ପାଇଛି। ଏଥିପାଇଁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର କମିବାରେ ଲାଗିଛି। ତଥାପି ପୂର୍ବରୁ ହୀରାକୁଦରେ ଜଳସ୍ତର ଅଧିକ ଥିବାରୁ ଏବେ ୨୦ଟି...

ମହାନଦୀ ଉପର ମୁଣ୍ଡରେ ପ୍ରବଳ ବର୍ଷା: ଖୋଲିଲା ହୀରାକୁଦର ୧୭ଟି ଗେଟ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଏବେ ମହାନଦୀ ତଳ ମୁଣ୍ଡରେ ବନ୍ୟା କାମୁଥିବାବେଳେ ଉପର ମୁଣ୍ଡରେ ବର୍ଷା ଜଟିଳ ସମସ୍ୟା ସୃଷ୍ଟି କରିଛି। ଛତିଶଗଡ଼ ଓ ଓଡ଼ିଶାର ମହାନଦୀ ଉପରେ ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ...

ମହରମ ପାଇଁ ସମ୍ବଲପୁରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ହେବନି କୌଣସି ଶୋଭାଯାତ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ ମହରମ ପାଇଁ ସଜାଗ ହୋଇଛି ସମ୍ବଲପୁର। ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ସହରରେ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏଥର ମହରମ ଅବସରରେ ସହରରେ କୌଣସି ଶୋଭାଯାତ୍ରା କରିବା ପାଇଁ...

ମହାନଦୀ ଉପର ମୁଣ୍ଡରେ ପ୍ରବଳ ବର୍ଷା, ବଢ଼ୁଛି ହୀରାକୁଦର ଜଳସ୍ତର

ଓଡ଼ିଶାଲାଇଭ୍ ବ୍ୟୁରୋ ମୌସୁମୀ ପ୍ରଭାବରେ ଏବେ ରାଜ୍ୟରେ ଜାରି ରହିଥିବା ବର୍ଷା ପାଇଁ ବିଭିନ୍ନ ନଦୀର ପାଣି ବଢ଼ିବାରେ ଲାଗିଛି। ମହାନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି...

କଟକ, ବ୍ରହ୍ମପୁର ଓ ବୁର୍ଲା ମେଡିକାଲ କଲେଜ ପାଇଁ ୪୫ଟି ଅଗ୍ନିଶମ ପଦବୀ ମଞ୍ଜୁର କଲେ ରାଜ୍ୟ ସରକାର

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର କଟକ, ବ୍ରହ୍ମପୁର ଓ ବୁର୍ଲାରେ ଥିବା ୩ଟି ପ୍ରମୁଖ ମେଡିକାଲ କଲେଜର ଅଗ୍ନିଶମ ବିଭାଗରେ ୪୫ଟି ନୂତନ ପଦବୀ ପାଇଁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି। ଏହା ଦ୍ୱାରା ଉକ୍ତ...

ମହାନଦୀ ଟ୍ରିବ୍ୟୁନାଲଙ୍କ ଓଡ଼ିଶା ଗସ୍ତ: ସମ୍ବଲପୁରରୁ ଆରମ୍ଭ ହେଲା କ୍ଷେତ୍ର ପରିଦର୍ଶନ

ଓଡ଼ିଶାଲାଇଭ୍ ବ୍ୟୁରୋ ଆରମ୍ଭ ହୋଇଛି ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲଙ୍କ ୯ ଦିନିଆ ଓଡ଼ିଶା ଗସ୍ତ। ଶନିବାର ଦିନ ଟ୍ରିବ୍ୟୁନାଲର ସଦସ୍ୟମାନେ ସମ୍ବଲପୁର ସ୍ଥିତ ହୀରାକୁଦ ଡ୍ୟାମ ପରିଦର୍ଶନ କରିଛନ୍ତି। ଏହି ସମୟରେ ଉଭୟ...

ସମ୍ବଲପୁରରେ ଶନିବାର ସନ୍ଧ୍ୟାରୁ ଆରମ୍ଭ ହେବ ମୋବାଇଲ ଇଣ୍ଟରନେଟ ସେବା

ଓଡ଼ିଶାଲାଇଭ୍ ବ୍ୟୁରୋ ସମ୍ବଲପୁରରେ ଶନିବାର ସନ୍ଧ୍ୟା ୬ଟାରୁ ମୋବାଇଲ ଇଣ୍ଟରନେଟ ସେବା ଆରମ୍ଭ ହେବ। ସହରରେ ୯ ଦିନ ପରେ ପୁଣି ମୋବାଇଲ ଇଣ୍ଟରନେଟ ଚଳାଚଳ ସ୍ଵାଭାବିକ ହେବ। ଅନ୍ୟପଟେ ସୋସିଆଲ ମିଡିଆ ଉପରେ...

ସମ୍ବଲପୁର ହିଂସା: ଆଉ ୪୮ ଘଣ୍ଟା ଯାଏଁ ସହରରେ ମୋବାଇଲ ଇଣ୍ଟରନେଟ ବନ୍ଦ

ଓଡ଼ିଶାଲାଇଭ୍ ବ୍ୟୁରୋ ସମ୍ବଲପୁରରେ ମୋବାଇଲ ଇଣ୍ଟରନେଟ ଉପରେ କଟକଣାକୁ ଆଉ ୪୮ ଘଣ୍ଟା ଯାଏଁ ବଢ଼ାଯାଇଛି। ଏଥିସହ ସୋସିଆଲ ମିଡିଆ ଉପରେ ମଧ୍ୟ ରୋକ ଜାରି ରହିବ। ଏପ୍ରିଲ ୨୨ ତାରିଖ ସକାଳ ୧୦ଟା...

ସମ୍ବଲପୁର ହିଂସାକାଣ୍ଡ : ବିଶ୍ଵ ହିନ୍ଦୁ ପରିଷଦ ପକ୍ଷରୁ ଆଜି ୧୪ ଜିଲ୍ଲାରେ ଅଖଚକ ବନ୍ଦ

ଓଡ଼ିଶାଲାଇଭ୍ ବ୍ୟୁରୋ ସମ୍ବଲପୁରରେ ହନୁମାନ ଜୟନ୍ତୀ ହିଂସାକାଣ୍ଡକୁ ନେଇ ଏବେ ଜୋର ଧରିଛି ପଶ୍ଚିମ ଓଡ଼ିଶାର ରାଜନୀତି। ଏହି ହିଂସାକାଣ୍ଡର ପ୍ରତିବାଦରେ ବୁଧବାର ୧୨ ଘଣ୍ଟିଆ ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ବିଶ୍ଵ...