ବ୍ରହ୍ମପୁର, ବୁର୍ଲା ଓ ରାଉରକେଲାରେ ହେବ କରୋନା ନମୁନା ପରୀକ୍ଷା
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଓଡ଼ିଶାରେ ଆଉ ୩ ହସ୍ପିଟାଲରେ ହେବ କରୋନା ନମୁନା ପରୀକ୍ଷା। ବ୍ରହ୍ମପୁର ମେଡିକାଲ କଲେଜ ଏବଂ ହସ୍ପିଟାଲ, ବୁର୍ଲା ଭିମ୍ସାର୍ ଏବଂ ରାଉରକେଲା ଆଇଜିଏଚ୍ରେ କରୋନା ନମୁନା ପରୀକ୍ଷା କରାଯିବ...
ଟ୍ରାଫିକ୍ ନିୟମ ଟାଇଟ୍ – ଅଟୋକୁ ଫାଇନ୍ ହେଲା ୩୦ ହଜାର ଟଙ୍କା
ଓଡ଼ିଶାଲାଇଭ୍ ବ୍ୟୁରୋ
ଅଟୋକୁ ୩୦ ହଜାର ୫୦୦ ଟଙ୍କା ଫାଇନ୍ କଲା ପରିବହନ ବିଭାଗ। ସମ୍ବଲପୁର ଲକ୍ଷ୍ମୀ ଟକିଜ୍ ଛକରେ ମଙ୍ଗଳବାର ଏଭଳି ଏକ ଘଟଣା ଦେଖିବାକୁ ମିଳିଛି।
ନୂଆ ମୋଟର ଯାନ ଆଇନ୍ ଅନୁସାରେ...
ସମ୍ବଲପୁରୀ ପାଠ ପଢିବା ପାଇଁ ପିଲା ମିଳୁ ନାହାନ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
ସମ୍ବଲପୁରୀ ଭାଷା, ସାହିତ୍ୟ ଓ ସଂସ୍କୃତି ପଢିବା ପାଇଁ ଛାତ୍ରଛାତ୍ରୀଙ୍କ ଅଭାବ। ଏଭଳି ଏକ ଅଭାବନୀୟ ଖବର ଆସୁଛି। ଏହି କାରଣରୁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଆରମ୍ଭ କରାଯାଇଥିବା ସମ୍ବଲପୁରୀ ଅଧ୍ୟୟନରେ...
ତେଜିଲା ସ୍ଥାୟୀ ହାଇକୋର୍ଟ ବେଞ୍ଚ୍ ଦାବି, ପଶ୍ଚିମ ଓଡ଼ିଶା ଠପ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ବନ୍ଦ ରହିଲା ସ୍କୁଲ, କଲେଜ
ଟାୟର ଜାଳି ରାସ୍ତା ଅବରୋଧ
ଟ୍ରେନ ଚଳାଚଳ ପ୍ରଭାବିତ
ଗଡ଼ିଲାନି ଯାତ୍ରୀବାହୀ ବସ୍
ଦୋକାନ, ବଜାର ବନ୍ଦ ରହିଲା
ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ...
ଆଜିଠୁ ଝାରସୁଗୁଡ଼ାରୁ କୋଲକାତାକୁ ଉଡ଼ିବ ବିମାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜିଠୁ ଝାରସୁଗୁଡ଼ା ବିମାନବନ୍ଦରରୁ କୋଲକାତାକୁ ସିଧାସଳଖ ଉଡ଼ିବ ବିମାନ। ଆଲିଆନ୍ସ ଏୟାର ପକ୍ଷରୁ ଆରମ୍ଭ ହେବାକୁ ଥିବା ଏହି ବିମାନ ସେବା ଫଳରେ ଯାତ୍ରୀମାନେ ଝାରସୁଗୁଡ଼ାରୁ କୋଲକାତାକୁ ସିଧାସଳଖ ବିମାନ ସେବା...
କେଶବ ରାଓ ହେଲେ ଏମସିଏଲ୍ର ମାନବସମ୍ବଳ ନିର୍ଦ୍ଦେଶକ
ଓଡ଼ିଶାଲାଇଭ୍ ବ୍ୟୁରୋ
ମହାନଦୀ କୋଲ୍ ଫିଲ୍ଡସ୍ ଲିମିଟେଡ୍ (ଏମ୍ସିଏମଲ୍)ର ନୂଆ ନିର୍ଦ୍ଦେଶକ (ପର୍ସୋନେଲ) ହେଲେ କେଶବ ରାଓ। ସେ ବୁଧବାର ନୂଆ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।
ଏହାପୂର୍ବରୁ ଶ୍ରୀ ରାଓ ବିଏସ୍ଏନ୍ଏଲ୍ର ମହାପ୍ରବନ୍ଧକ...
ଆଜିଠୁ ୩ଦିନ ସମ୍ବଲପୁର ବନ୍ଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ସମ୍ବଲପୁରରେ ପୁଣି ତେଜିଲା ହାଇକୋର୍ଟ ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ଦାବି। ଏହି ଦାବି କରି ପଶ୍ଚିମ ଓଡ଼ିଶା ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜିଠୁ ୩ଦିନିଆ ସମ୍ବଲପୁର ବନ୍ଦ ଡାକରା ଦିଆଯାଇଛି।
ଫଳରେ...
ଧାନ କିଣାରେ ଟୋକନ୍ ବ୍ୟବସ୍ଥାକୁ ବିରୋଧ – ତାତିଲେ ଚାଷୀ, ଗୃହ ହୁଲସ୍ତୁଲ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଖରିଫ୍ ଧାନ କିଣାରେ ରାଜ୍ୟ ସରକାର କରିଥିବା ଟୋକନ୍ ବ୍ୟବସ୍ଥାକୁ ବିରୋଧ କରିଛନ୍ତି ପଶ୍ଚିମ ଓଡ଼ିଶାର ଚାଷୀ। ଗତ ସୋମବାରଠାରୁ ଅତାବିରା ତହସିଲ ଅଫିସ୍ ଘେରାଉରୁ ଆରମ୍ଭ ହୋଇଥିବା ଚାଷୀ ଆନ୍ଦୋଳନ...
ବିଧାୟକଙ୍କ ଘର ଆଗରେ ଧାନ ରଖି ଧାରଣା ଦେଲେ ଚାଷୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଖରିଫ୍ ଧାନ କିଣାରେ ଟୋକନ୍ ବ୍ୟବସ୍ଥାକୁ ବିରୋଧ କଲେ ଚାଷୀ।
ଧାନ କିଣିବା ପାଇଁ ହୋଇଥିବା ଟୋକନ୍ ବ୍ୟବସ୍ଥାକୁ ବିରୋଧ କରି ପଶ୍ଚିମ ଓଡ଼ିଶାରେ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଉତ୍ତ୍ୟକ୍ତ ଚାଷୀ ସମ୍ବଲପୁରର...
ଧାନକିଣାକୁ ନେଇ ପଶ୍ଚିମ ଓଡ଼ିଶାରେ ତେଜିଲା ଚାଷୀ ଆନ୍ଦୋଳନ, ମନ୍ତ୍ରୀ ଡାକିଲେ ଜରୁରୀ ବୈଠକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଧାନକିଣାକୁ ନେଇ ତେଜିଲା ଚାଷୀ ଆନ୍ଦୋଳନ। ସରକାରଙ୍କ ନୂଆ ଟୋକନ୍ ବ୍ୟବସ୍ଥାକୁ ବିରୋଧ କରି ସୋମବାର ପଶ୍ଚିମ ଓଡ଼ିଶାର ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି।
ସରକାର ଏଥର ଚାଷୀଙ୍କଠାରୁ ଖରିଫ୍ ଧାନ ସଂଗ୍ରହ କରିବାକୁ...