ପର୍ଯ୍ୟଟନ କ୍ଷେତ୍ରକୁ ଗୁରୁତ୍ୱ – ଏଣିକି ହୀରାକୁଦ ଜଳଭଣ୍ଡାରରେ ଜଳକ୍ରୀଡ଼ାର ମଜାନେବେ ପର୍ଯ୍ୟଟକ

ଓଡ଼ିଶାଲାଇଭ୍ ବ୍ୟୁରୋ ଏଣିକି ହୀରାକୁଦ ଜଳଭଣ୍ଡାରରେ ପର୍ଯ୍ୟଟକମାନେ ଜଳକ୍ରୀଡ଼ାର ମଜା ନେଇପାରିବେ। ଏଥିପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ବୁର୍ଲା ସ୍ଥିତ ହୀରାକୁଦ ଜଳଭଣ୍ଡାରରେ ସମସ୍ତ ସୁବିଧା ଆରମ୍ଭ କରାଯାଇଛି। ବାଣିଜ୍ୟ ଓ ପରିବହନ ବିଭାଗ...

ସମ୍ବଲପୁରର ପ୍ରସିଦ୍ଧ ବକ୍ର ମନ୍ଦିର – କେମିତି ହେଲା ବଙ୍କା?

ଓଡ଼ିଶାଲାଇଭ୍ ବ୍ୟୁରୋ ପର୍ଯ୍ୟଟନ କ୍ଷେତ୍ରରେ ପଶ୍ଚିମ ଓଡ଼ିଶାର ଏକ ସ୍ୱତନ୍ତ୍ର ପରିଚୟ ରହିଛି। ଏହା ମଧ୍ୟରୁ ସବୁଠାରୁ ଅଧିକ ଆକର୍ଷଣୀୟ ହେଉଛି ସମ୍ବଲପୁର। ଏଠାରେ ଥିବା ବିଭିନ୍ନ ମନ୍ଦିର, ହୀରାକୁଦ ଡ୍ୟାମ ଆଦି ପାଇଁ...

ଚିରାଗୁଣା ଡୁଙ୍ଗୁରି ଜଙ୍ଗଲରୁ ବେଆଇନ ଖଣି ଉତ୍ତୋଳନ – ହାଇକୋର୍ଟରେ ମାମଲା

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ: ସମ୍ବଲପୁର ଜିଲ୍ଲା ଜାମବାହାଲ ଗ୍ରାମ ନିକଟସ୍ଥ ଚିରାଗୁଣା ଡୁଙ୍ଗୁରି ଜଙ୍ଗଲରେ ଚାଲିଥିବା ବେଆଇନ ଖଣି ଉତ୍ତୋଳନକୁ ବନ୍ଦ କରିବା ଲାଗି ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଛି। ବଲାଙ୍ଗିରର ଶତ୍ରୁଘ୍ନ...

ଆଜିଠୁ ୩ ଦିନ ବୁର୍ଲା ଭିସୁଟ ବନ୍ଦ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜିଠୁ ୩ ଦିନ ବନ୍ଦ ରହିବ ସମ୍ବଲପୁରସ୍ଥିତ ବୁର୍ଲା ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି(VSSUT) । ଭିସୁଟରେ ଏକାଧିକ କରୋନା ପଜିଟିଭ ଚିହ୍ନ ହୋଇଛନ୍ତି। କରୋନା ସଂକ୍ରମଣ ଦୂର...

ଆସନ୍ତାକାଲି ନୂଆଁଖାଇ – ସାଧାରଣ ଲୋକଙ୍କୁ ସମଲେଶ୍ୱରୀ ମନ୍ଦିରକୁ ପ୍ରବେଶ ମନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ରବିବାର ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏହି ଦିନ ପୂରା ପଶ୍ଚିମ ଓଡ଼ିଶା ଚଳଚଞ୍ଚଳ ହୋଇଉଠେ। ଏବର୍ଷ କିନ୍ତୁ ନିରାଡମ୍ବର ଭାବେ ପାଳିତ ହେବ ଏହି ପର୍ବ। ଏମିତିକି ଇଷ୍ଟ ଦେବୀ...

ସ୍ୱାଧୀନତା ଦିବସ ଓ ନୂଆଁଖାଇରେ ସମ୍ବଲପୁରରେ ଲାଗୁ ହେବନି ସପ୍ତାହନ୍ତ ସଟଡାଉନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅଗଷ୍ଟ ୧୫, ସ୍ୱାଧୀନତା ଦିବସ ଓ ଅଗଷ୍ଟ ୨୩ ନୂଆଁଖାଇରେ ସଟଡାଉନ ହେବନି ସମ୍ବଲପୁର। ଏହି ଦୁଇ ପର୍ବ ପାଇଁ ଜିଲ୍ଲାରେ ୩ ଦିନ ଅଗଷ୍ଟ ୧୫, ୨୨ ଓ ୨୩ରେ...

ସପ୍ତାହନ୍ତ ସଟଡାଉନରେ ଏଥର ନୂଆଁଖାଇ – ସମ୍ବଲପୁରରେ ସଟଡାଉନ ଘୁଞ୍ଚାଇବାକୁ ଦାବି

ଓଡ଼ିଶାଲାଇଭ୍‌ ବ୍ୟୁରୋ ସମ୍ବଲପୁରରେ ସବୁଠୁ ବଡ଼ ପର୍ବ ନୂଆଁଖାଇ। ଏଥର କିନ୍ତୁ ଏହି ପର୍ବ ସପ୍ତାହନ୍ତ ସଟଡାଉନରେ ପଡ଼ିଛି। ଏଥିପାଇଁ ଜିଲ୍ଲାରେ ସପ୍ତାହନ୍ତ ସଟଡାଉନ ଘୁଞ୍ଚାଇବାକୁ ଦାବି କରାଯାଉଛି। ଏନେଇ ସମ୍ବଲପୁର ବିଧାୟକ ଜୟନାରାୟଣ...

କରୋନା କଟକଣା – ସମ୍ଵଲପୁରର ୪ଟି ସ୍ଥାନରେ ୧୪୪ ଧାରା ଜାରି

ଓଡିଶାଲାଇଭ୍ ବ୍ୟୁରୋ ସମ୍ବଲପୁର ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାର ୪ଟି ସ୍ଥାନରେ ୧୪୪ ଧାରା ଜାରି କରାଯାଇଛି। ଏନେଇ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ...

‘ରଙ୍ଗବତୀ’ ନାଁରେ ନାମିତ ହେଲା ବିଲୁଙ୍ଗ ଗାଁ, କୃତଜ୍ଞତା ଜଣାଇଲେ ମିତ୍ରଭାନୁ ଗୌନ୍ତିଆ

ଓଡିଶାଲାଇଭ୍ ବ୍ୟୁରୋ ପଶ୍ଚିମ ଓଡ଼ିଶାର ବିଖ୍ୟାତ ଲୋକଗୀତ ‘ରଙ୍ଗବତୀ’ ନାଁରେ ନାମିତ ହେଲା ଗାଁ। ରଙ୍ଗବତୀ ଗୀତର ଗୀତିକାର ମିତ୍ରଭାନୁ ଗୌନ୍ତିଆଙ୍କ ଗାଁ ବିଲୁଙ୍ଗକୁ ‘ରଙ୍ଗବତୀ ବିଲୁଙ୍ଗ’ ନାମରେ ନାମିତ କରାଯାଇଛି। ଏନେଇ କେନ୍ଦ୍ର...

ଆସନ୍ତାକାଲିଠୁ ଜୁଲାଇ ୩୧ ତାରିଖ ଯାଏଁ ସମ୍ବଲପୁର ଜିଲ୍ଲା ସଟ୍‌ଡାଉନ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ସମ୍ବଲପୁର ଜିଲ୍ଲାରେ ୧୦ ଦିନିଆ ସଟ୍‌ଡାଉନ୍‌। କରୋନା ସଂକ୍ରମଣ ରୋକିବା ପାଇଁ ସମ୍ବଲପୁର ଜିଲ୍ଲାକୁ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ଜିଲ୍ଲାପାଳ। ଆସନ୍ତାକାଲିଠୁ ଜୁଲାଇ ୩୧ ଯାଏଁ ସଟ୍‌ଡାଉନ୍‌ ବଳବତ୍ତର ରହିବ। ଦୁଇଟି ପର୍ଯ୍ୟାୟରେ...