କେନ୍ଦୁଝରରୁ ଦିଅର-ଭାଉଜଙ୍କ ମୃତଦେହ ଉଦ୍ଧାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗୋଟିଏ ଘରୁ ଦୁଇଟି ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଦୁଇ ଜଣ ସମ୍ପର୍କରେ ଦିଅର-ଭାଉଜ ବୋଲି ଜଣାପଡ଼ିଛି। ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ପାଟଣା ଥାନା ନୂଆବନ୍ଧ ଗାଁରେ। ମୃତଦେହ...

କେନ୍ଦୁଝରରେ ସଡ଼କ ଦୁର୍ଘଟଣା – ବାପା-ମା’ ମୃତ, ବର୍ତ୍ତିଗଲା ୪ ମାସର ଶିଶୁକନ୍ୟା

ଓଡ଼ିଶାଲାଇଭ୍‌ ବ୍ୟୁରୋ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ବାପା-ମା’ଙ୍କ ଜୀବନ। ଅଳ୍ପକେ ବର୍ତ୍ତିଗଲା ୪ ମାସର ଶିଶୁକନ୍ୟା। ଏଭଳି ଦୁର୍ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ହରିନନ୍ଦନପୁର ଖଡ଼ିବାହାଳ ଅନ୍ତର୍ଗତ ବାଘୁଆ ନାଳ ନିକଟରେ। ଏହି ଦୁର୍ଘଟଣାରେ...

କେନ୍ଦୁଝରରେ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ପାଶୀ ଦଣ୍ଡ

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦୁଝରରେ ଜଣେ ୩ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀକୁ ଫାଶୀ ଦଣ୍ଡାଦେଶ ହୋଇଛି। ପୋକ୍ସୋ ଆଇନ ଆଧାରରେ ଦୋଷୀକୁ ଫାଶୀ ଦଣ୍ଡ ଶୁଣାଇଛନ୍ତି ଏଡିଜେ ଲୋକନାଥ ସାହୁ।...

କେନ୍ଦୁଝର: ସ୍କୁଟି ଡିକି ଭାଙ୍ଗି ସାଢ଼େ ୪ଲକ୍ଷ ଟଙ୍କା ଲୁଟ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ସ୍କୁଟି ଡିକି ଭାଙ୍ଗି ଲୁଟି ନେଲେ ସାଢ଼େ ୪ ଲକ୍ଷ ଟଙ୍କା। ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଟାଉନ ଥାନା ଛକ ନିକଟରେ। ଟଙ୍କା ଲୁଟିବା ପରେ ଦୁର୍ବୃତ୍ତମାନେ...

ପ୍ରଧାନଶିକ୍ଷକଙ୍କ ଅସଦାଚରଣ, ହଷ୍ଟେଲ ଛାଡ଼ିଲେ ୧୫ ଛାତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରଧାନଶିକ୍ଷକଙ୍କ ଅସଦାଚରଣ ଯୋଗୁଁ ହଷ୍ଟେଲ ଛାଡ଼ିଲେ ଛାତ୍ରୀ। ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକରେ। ପ୍ରଧାନ ଶିକ୍ଷକଙ୍କ ଅସଦାଚରଣର ଶିକାର ହୋଇ ୧୫ ଜଣ ଛାତ୍ରୀ ହଷ୍ଟେଲ ଛାଡ଼ି...

ବୁଦାମୂଳରୁ ଉଦ୍ଧାର ହେଲା ନବଜାତ ଶିଶୁପୁତ୍ର

ଓଡ଼ିଶାଲାଇଭ୍‌ ବ୍ୟୁରୋ ବୁଦାମୂଳରୁ ଉଦ୍ଧାର ହେଲା ଏକ ନବଜାତ ଶିଶୁପୁତ୍ର। ଏପରି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଡୁରୁମୁଙ୍ଗା ଥାନା ମନୋହର ଗାଁରେ। ଗାଁ ନିକଟରେ ଥିବା ଏକ ପୋଖରୀ ମୂଳରୁ ଶିଶୁପୁତ୍ରକୁ...

୪ ବର୍ଷ ପରେ ଆସିଲା ଲହଣ୍ଡା ଗଣହତ୍ୟା ମାମଲା ରାୟ – ୬ ଜଣଙ୍କୁ ଆଜୀବନ କାରାଦଣ୍ଡ

ଓଡ଼ିଶାଲାଇଭ୍ ବ୍ୟୁରୋ ୪ ବର୍ଷର ଦୀର୍ଘ ବ୍ୟବଧାନ ପରେ ଆସିଲା ଲହଣ୍ଡା ଗଣହତ୍ୟା ମାମଲାର ରାୟ। ଗୁରୁବାର ଚମ୍ପୁଆ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ଏହି ମାମଲାର ଶୁଣାଣି କରି ୬ ଜଣ ଅଭିଯୁକ୍ତଙ୍କୁ ଆଜୀବନ...

ଗୋଟିଏ ପରିବାରର ୬ ଜଣଙ୍କୁ ହତ୍ୟା ମାମଲା – ୬ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ଓଡ଼ିଶାଲାଇଭ ବ୍ୟୁରୋ କେନ୍ଦୁଝର ଲହଣ୍ଡା ଗାଁରେ ଗୁଣିଗାରେଡ଼ି ସନ୍ଦେହରେ ଗୋଟିଏ ପରିବାରର ୬ଜଣଙ୍କୁ ହତ୍ୟା ମାମଲା। ୬ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ କେନ୍ଦୁଝର ଜିଲ୍ଲା ଲହଣ୍ଡା ଗାଁରେ ଗୁଣିଗାରେଡ଼ି ସନ୍ଦେହରେ ଗୋଟିଏ ପରିବାରର ୬ଜଣଙ୍କୁ ହତ୍ୟା...

କେନ୍ଦୁଝର: ଓଲଟିଲା ବସ୍‌, ୧୩ ଗୁରୁତର

ଓଡ଼ିଶାଲାଇଭ ବ୍ୟୁରୋ କେନ୍ଦୁଝର ଜିଲ୍ଲା ତେଲକୋଇ ନିକଟସ୍ଥ କାଞ୍ଜିପାଣି ଘାଟିରେ ଏକ ବସ୍‌ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଫଳରେ ୬ ସିଶୁଙ୍କ ସମେତ ୧୩ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରାଯାଇ ତେଲକୋଇ...

ବସ୍‌-ଟ୍ରକ ମୁହାଁମୁହିଁ ଧକ୍କା, ୧୭ ଯାତ୍ରୀ ଆହତ

ଓଡ଼ିଶାଲାଇଭ ବ୍ୟୁରୋ ବସ୍‌କୁ ଧକ୍କା ଦେଲା ଟ୍ରକ। ଫଳରେ ୧୭ଜଣ ଲୋକ ଆହତ ହୋଇଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇ ନିକଟରେ। ଆହତମାନଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ଡାକ୍ତରଖାନାରେ...