ଯାଜପୁର: ଟ୍ରକ୍‌ ପଛରେ ପିଟିହେଲା ବାଇକ୍, ଚାଲିଗଲା ୩ ଜଣଙ୍କର ଜୀବନ

ଓଡ଼ିଶାଲାଇଭ୍ ବ୍ୟୁରୋ ଚଳନ୍ତା ଟ୍ରକ୍‌ ପଛପଟେ ଗୋଟିଏ ବାଇକ୍ ପିଟି ହେବାରୁ ଘଟଣାସ୍ଥଳରେ ତିନି ଜଣଙ୍କର ଜୀବନ ଚାଲିଯାଇଛି। ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଅନ୍ତର୍ଗତ ଜିନ୍ଦଲ କାରଖାନା...

ଓଡ଼ିଶାରେ ୨୦ ହଜାର କୋଟି ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ ଓ ଲୋକାର୍ପଣ କଲେ କେନ୍ଦ୍ର ସରକାର

ଓଡ଼ିଶାଲାଇଭ୍ ବ୍ୟୁରୋ ନିର୍ବାଚନ ପୂର୍ବରୁ ଓଡ଼ିଶାକୁ ପ୍ରାୟ ୨୦ ହଜାର କୋଟି ଟଙ୍କାର ଉପହାର ଦେଲେ କେନ୍ଦ୍ର ସରକାର। ମଙ୍ଗଳବାର ଦିନ ଓଡ଼ିଶା ଗସ୍ତରରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରେଳ, ଜାତୀୟ ରାଜପଥ...

ମାର୍ଚ୍ଚ ୫ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ ୫ ତାରିଖରେ ଓଡ଼ିଶା ଆସୁଛନ୍ତି। ସେ ଯାଜପୁର ଜିଲ୍ଲା ଚଣ୍ଡିଖୋଲରେ ହେବାକୁଥିବା ସାଧାରଣ ସଭାରେ ଯୋଗ ଦେବେ। ଏନେଇ ଓଡ଼ିଶା ବିଜେପି ସହପ୍ରଭାରୀ ଲତା ଉସେଣ୍ଡି...

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ପରଲୋକ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ପରଲୋକ ଘଟିଛି। ଶନିବାର କଟକ ଏସସିବି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁବେଳେ ତାଙ୍କୁ ୧୦୨ ବର୍ଷ ହୋଇଥିଲା। ସେ...

ଯାଜପୁର: ଅଖିଳଚକ୍ର ଅନୁଷ୍ଠାନର ସାରସ୍ଵତ ସମାରୋହରେ ସମ୍ମାନିତ ହେଲେ କବି କୃଷ୍ଣ କୁମାର ମହାନ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ ଯାଜପୁରର ଅଖିଳଚକ୍ର ଅନୁଷ୍ଠାନ ପକ୍ଷରୁ ଚଳିତ ବର୍ଷ ମକର ସଂକ୍ରାନ୍ତିରେ ରାଜ୍ୟସ୍ତରୀୟ ସାରସ୍ଵତ ସମାରୋହ ଅନୁଷ୍ଠିତ ହୋଇଛି। ବିଞ୍ଝାରପୁରର ବରୁଣେଶ୍ଵର ପୀଠରେ ହୋଇଥିବା ଏହି ସମାରୋହରେ କବି କୃଷ୍ଣ କୁମାର ମହାନ୍ତିଙ୍କୁ...

ଯାଜପୁର: ପୋଖରୀରେ ବୁଡ଼ି ଭାଇ ଭଉଣୀଙ୍କର ମୃତ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ ପୋଖରୀରେ ବୁଡ଼ି ଏକା ସାଙ୍ଗରେ ଆଖି ବୁଜିଲେ ଭାଇ ଭଉଣୀ। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ ଲାଲବାଗ କୁଳସାହି ଗାଁରେ। ମୃତ ଭାଇ ଭଉଣୀ...

ଅଖିଳଚକ୍ର ଅନୁଷ୍ଠାନ ପକ୍ଷରୁ ରାଜ୍ୟସ୍ତରୀୟ ସାରସ୍ଵତ ସମାରୋହ, କବି କୃଷ୍ଣ କୁମାର ମହାନ୍ତିଙ୍କୁ କରାଯିବ ସମ୍ମାନିତ   

ଓଡ଼ିଶାଲାଇଭ୍ ବ୍ୟୁରୋ ଯାଜପୁରର ଅଖିଳଚକ୍ର ଅନୁଷ୍ଠାନ ପକ୍ଷରୁ ଚଳିତ ବର୍ଷ ମକର ସଂକ୍ରାନ୍ତିରେ ରାଜ୍ୟସ୍ତରୀୟ ସାରସ୍ଵତ ସମାରୋହ ଅନୁଷ୍ଠିତ ହେବ। ବିଞ୍ଝାରପୁରର ବରୁଣେଶ୍ଵର ପୀଠରେ ହେବାକୁଥିବା ଏହି ସମାରୋହରେ କବି କୃଷ୍ଣ କୁମାର ମହାନ୍ତିଙ୍କୁ...

କଟକ ହେରିଟେଜ ୱାକସ୍ ପକ୍ଷରୁ ଐତିହ୍ୟ ପ୍ରେମୀଙ୍କ ବିରଜା କ୍ଷେତ୍ର ପରିଦର୍ଶନ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ ହେରିଟେଜ ୱାକସ୍ ପକ୍ଷରୁ ବଡ଼ଦିନ ଅବସରରେ ଯାଜପୁରର ବିରଜା କ୍ଷେତ୍ର ପରିଦର୍ଶନ କରାଯାଇଛି। ଅନୁଷ୍ଠାନ ପକ୍ଷରୁ ଯାଜପୁରେ ଆୟୋଜିତ ଏହି 'ଯଯାତି କଲିଂ' ନାମକ ଯାତ୍ରାରେ ୨୫ ଜଣ ଐତିହ୍ୟ...

ଆଜିଠୁ ୫ ଦିନିଆ ରିମାଣ୍ଡରେ କଶ୍ମୀରର ମୋଷ୍ଟ ଓ୍ଵାଣ୍ଟେଡ ଈଶାନ ବୁଖାରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଖୋଲିବ ଯାଜପୁରରୁ ଗିରଫ ହୋଇଥିବା କଶ୍ମୀରର ମୋଷ୍ଟ ଓ୍ଵାଣ୍ଟେଡ ଈଶାନ ବୁଖାରୀର ରହସ୍ୟ। କ୍ରାଇମବ୍ରାଞ୍ଚ ଏସଟିଏଫ ମଙ୍ଗଳବାରଠାରୁ ଈଶାନ ବୁଖାରୀଙ୍କୁ ୫ ଦିନିଆ ରିମାଣ୍ଡରେ ନେଇ ଖୋଳତାଡ଼ କରିବ। ସୋମବାର ଦିନ ସନ୍ଦିଗ୍ଧ...

କଶ୍ମୀରର ମୋଷ୍ଟ ଓ୍ଵାଣ୍ଟେଡ ସଇଦ ଈଶାନ ବୁଖାରୀ ଯାଜପୁରରୁ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ କ୍ରାଇମବ୍ରାଞ୍ଚ ଏସଟିଏଫ କବ୍ଜାରେ କଶ୍ମୀରର ମୋଷ୍ଟ ଓ୍ଵାଣ୍ଟେଡ ସଇଦ ଈଶାନ ବୁଖାରୀ। କେତେବେଳେ ନିଜକୁ ଡାକ୍ତର ତ କେତେବେଳେ ପିଏମଓ ଅଫିସର କର୍ମଚାରୀ ଭାବେ ପରିଚୟ ଦେଇ ଦୀର୍ଘ ୫ ବର୍ଷ...