ଢେଙ୍କାନାଳ: ଯୋରନ୍ଦା ମହିମା ପୀଠର ହେବ ସମ୍ପୂର୍ଣ୍ଣ ରୂପାନ୍ତରଣ, ଖର୍ଚ୍ଚ ହେବ ୧୧୨ କୋଟି ଟଙ୍କା
ଓଡ଼ିଶାଲାଇଭ୍ ବ୍ୟୁରୋ
ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ସ୍ଥିତ ମହିମା ପୀଠର ସମ୍ପୂର୍ଣ୍ଣ ରୂପାନ୍ତରଣ କରିବା ପାଇଁ ଯୋଜନା କରିଛନ୍ତି ରାଜ୍ୟ ସରକାର। ଏଥିପାଇଁ ୧୧୨ କୋଟି ଟଙ୍କା ଖର୍ଚ୍ଚ ହେବ। ଏନେଇ ଢେଙ୍କାନାଳ ଜିଲ୍ଲାପାଳ...
ଢେଙ୍କାନାଳ: ଟାଟା ଷ୍ଟିଲ ପ୍ଲାଣ୍ଟର ଷ୍ଟିମ୍ ପାଇପ ଫାଟି ୧୮ ଶ୍ରମିକ ଆହତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଢେଙ୍କାନାଳ ଜିଲ୍ଲା ମେରାମଣ୍ଡଳୀ ସ୍ଥିତ ଟାଟା ଷ୍ଟିଲ ପ୍ଲାଣ୍ଟରେ ମଙ୍ଗଳବାର ଅପରାହ୍ଣରେ ଏକ ଦୁର୍ଘଟଣା ଘଟିଛି। ଏଠାରେ ଥିବା ବ୍ଲାଷ୍ଟ ଫର୍ଣ୍ଣେସର ଷ୍ଟିମ୍ ପାଇପରେ ବିସ୍ଫୋରଣ ଘଟି ୧୮ ଜଣ ଶ୍ରମିକ...
ଆଇଆଇଏମ୍ସି: ସତ୍ୟବ୍ରତ ପାଣିଗ୍ରାହୀଙ୍କୁ ‘ରାଧାନାଥ ରଥ’ ଓ ଅପୂର୍ବା ଶୁକ୍ଳାଙ୍କୁ ‘ସତ୍ୟ ମହାପାତ୍ର’ ସ୍ମାରକୀ ଫେଲୋସିପ୍
ଓଡ଼ିଶାଲାଇଭ୍ ବ୍ୟୁରୋ
(ଢେଙ୍କାନାଳ): ଢେଙ୍କାନାଳସ୍ଥିତ ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍ସି)ର ଚଳିତ ଶିକ୍ଷାବର୍ଷର ଓଡ଼ିଆ ସାମ୍ବାଦିକତା ପାଠ୍ୟକ୍ରମ ଛାତ୍ର ସତ୍ୟବ୍ରତ ପାଣିଗ୍ରାହୀଙ୍କୁ ‘ରାଧାନାଥ ରଥ ସ୍ମାରକୀ’ ଫେଲୋସିପ୍ ଓ ଇଂରାଜୀ ସାମ୍ବାଦିକତା ପାଠ୍ୟକ୍ରମ...
ଓଡ଼ିଶାକୁ ମିଳିଲା ଦୁଇଟି ନୂଆ ରେଳ ପ୍ରକଳ୍ପ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଦୁଇଟି ନୂଆ ରେଳ ପ୍ରକଳ୍ପ ପାଇଁ କେନ୍ଦ୍ରର ଅନୁମୋଦନ
ବରଗଡ଼ ରୋଡ-ନୂଆପଡ଼ା ମଧ୍ୟରେ ନିର୍ମାଣ ହେବ ୧୪୨ କିଲୋମିଟର ରେଳପଥ
ତାଳଚେର-ଅନୁଗୁଳ ମଧ୍ୟରେ ହେବ ୧୬.୫ କିଲୋମିଟରର ନୂଆ...
ସରିଲା ଏନଏସି ଭୋଟ: ଅତାବିରାରେ ୭୪ ପ୍ରତିଶତ ଓ ହିନ୍ଦୋଳରେ ୮୮ ପ୍ରତିଶତ ମତଦାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶାନ୍ତିଶୃଙ୍ଖଳାର ସହ ଶେଷ ହେଲା ଉଭୟ ଅତାବିରା ଏବଂ ହିନ୍ଦୋଳ ଏନଏସି ନିର୍ବାଚନ। ସୋମବାର ସକାଳ ୮ଟାରୁ ଆରମ୍ଭ ହୋଇଥିବା ବରଗଡ଼ ଜିଲ୍ଲା ଅତାବିରା ଏନଏସି ଏବଂ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ...
ଢେଙ୍କାନାଳ: ହିନ୍ଦୋଳରେ ଏନଏସି ନିର୍ବାଚନ ପାଇଁ ଜାରି ରହିଛି ମତଦାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି) ନିର୍ବାଚନ ପାଇଁ ସୋମବାର ଭୋଟ ଗ୍ରହଣ ଚାଲିଛି। ଏହି ନିର୍ବାଚନ ଲାଗି ସକାଳ ୮ ଟାରୁ ମତଦାନ ଆରମ୍ଭ ହୋଇଛି। ସନ୍ଧ୍ୟା...
ଏପ୍ରିଲ ୩ରେ ହିନ୍ଦୋଳ ଓ ଅତାବିରାରେ ଏନଏସି ନିର୍ବାଚନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଓ ବରଗଡ଼ ଜିଲ୍ଲା ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି)ରେ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି। ଏହି ଦୁଇ ଏନଏସିରେ ଏପ୍ରିଲ ୩ ତାରିଖରେ ମତଦାନ...
ଆରମ୍ଭ ହେଲା ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା
ଓଡ଼ିଶାଲାଇଭ୍ ବ୍ୟୁରୋ
ଶନିବାରଠାରୁ ଆରମ୍ଭ ହୋଇଛି ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା। ପବିତ୍ର ମାଘ ଶୁକ୍ଳ ଚତୁର୍ଦଶୀ ଅବସରରେ ଢେଙ୍କାନାଳ ଜିଲ୍ଲା ମହିମା ଗାଦିରେ ଯୋରନ୍ଦା ମେଳା ବା ମାଘ ମେଳା ଆରମ୍ଭ ହୋଇଛି।...
ବୋହୂର ଦ୍ଵିତୀୟ ବିବାହ କରାଇଲେ ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ନିଜ ବୋହୂର ଦ୍ଵିତୀୟ ବିବାହ କରାଇଲେ ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ। ବୋହୂ ମଧୁସ୍ମିତାଙ୍କ ପରିବାରର ସହମତିରେ ସେ ଏହି ବିବାହ କରାଇଛନ୍ତି। ଏ ନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି...
ସରିଲା ‘ଫିଲ୍ମି ଚକ୍କର’, ଆର ଥରକୁ ‘ଭାରତର ଦେଶୀୟ ଭାଷାର ଚଳଚ୍ଚିତ୍ର’
ଓଡ଼ିଶାଲାଇଭ୍ ବ୍ୟୁରୋ
(ଢେଙ୍କାନାଳ): ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍ସି), ଢେଙ୍କାନାଳ ପକ୍ଷରୁ ଚଳଚ୍ଚିତ୍ର ଉପରେ ଚାଲିଥିବା ସ୍ଵତନ୍ତ୍ର କାର୍ଯ୍ୟକ୍ରମ ‘ଫିଲ୍ମି ଚକ୍କର-୪’ ଉଦଯାପିତ ହୋଇଛି। ତିନି ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ...