ସି ଭି ରମଣ ଇଞ୍ଜିନିୟରିଂ କଲେଜରେ ବିଭିନ୍ନ ପଦବୀରେ ନିଯୁକ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଖୋର୍ଦ୍ଧାସ୍ଥିତ ସି ଭି ରମଣ ଇଞ୍ଜିନିୟରିଂ କଲେଜରେ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଆବେଦନ କରିପାରିବେ। ଅଧିକ ତଥ୍ୟ ପାଇଁ ଓ୍ଵେବସାଇଟ୍‌ http://recruitment.cvrgi.edu.in କୁ...

ବାଲୁଗାଁରେ ବୋଇତ ବନ୍ଦାଣ ମହୋତ୍ସବ

ଓଡ଼ିଶାଲାଇଭ୍ ବ୍ୟୁରୋ କଳିଙ୍ଗ ସାମ୍ରାଜ୍ୟ ସମୟରେ କଳିଙ୍ଗ ରାଷ୍ଟ୍ରର ସାଧବ ପୁଅମାନେ ଏହି ଦିନ ବିଦେଶକୁ ବାଣିଜ୍ୟ କରିବାକୁ ଯାଉଥିଲେ। ଦରିଆ ପାର ହୋଇ ସୁଦୂର ଦେଶ ବିଦେଶରେ କଳିଙ୍ଗ ସାମ୍ରାଜ୍ୟର ସାଧବ...

ମହମ୍ମଦଙ୍କ ଜନ୍ମଦିନ ଅବସରରେ ଜଟଣୀରେ ତାଜିଆ ଶୋଭାଯାତ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ ଖୋର୍ଦ୍ଧା: ମହମ୍ମଦଙ୍କ ଜନ୍ମଜୟନ୍ତୀ ଅବସରରେ ମୁସଲମାନ ସମ୍ପ୍ରଦାୟର ଲୋକମାନେ ତାଜିଆ ଶୋଭାଯାତ୍ରା କରି ଜଟଣୀ ସହର ପରିକ୍ରମା କରିଛନ୍ତି। ମୁସଲମାନ ସମ୍ପ୍ରଦାୟର ଲୋକେମାନେ ସଜ୍ଜିତ ହୋଇଥିବା ୩୦ଟି ତାଜିଆ ଧରି ରାଜାବଜାରଠାରୁ ଆରମ୍ଭ...

ଚିଲିକାକୁ ଆସିଲେଣି ନୂଆ ଅତିଥି, ଶିକାର ରୋକିବା ପାଇଁ ୨୦ଟି କ୍ୟାମ୍ପ

ଓଡ଼ିଶାଲାଇଭ୍ ବ୍ୟୁରୋ ଚିଲିକାରେ ନୂଆ ଅତିଥିଙ୍କ ଭିଡ଼ ଜମିଲାଣି। ବିଦେଶୀ ପକ୍ଷୀମାନଙ୍କ ପାଇଁ ଏବେ ଚିଲିକା ପାଲଟିଛି ଭୂସ୍ୱର୍ଗ। ପକ୍ଷୀମାନଙ୍କ କାକଳୀରେ ଚିଲିକା ହେଉଛି ମୁଖରିତ। ଦିନକୁ ଦିନ ଶୀତ ଯେତେ ମାଡ଼ି ଆସୁଛି...

ମହମ୍ମଦଙ୍କ ଜନ୍ମ ଜୟନ୍ତୀ ପାଇଁ ଜଟଣୀରେ ତାଜିଆ ଶୋଭାଯାତ୍ରା, ସାମିଲ ହେଲେ ବିଧାୟକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଖୋର୍ଦ୍ଧା ଜିଲ୍ଲା ଜଟଣୀରେ ଆଜି ମୁସଲମାନ ସମ୍ପ୍ରଦାୟର ଲୋକମାନେ ମହମ୍ମଦଙ୍କ ଜନ୍ମ ଜୟନ୍ତୀ ପାଳନ କରିଛନ୍ତି। ଏହି ଅବସରରେ ଏକ ବିରାଟ ତାଜିଆ ଶୋଭାଯାତ୍ରା ରାଜାବଜାର, କୁଦିଆରୀ ବଜାର, ପୋଷ୍ଟ ଅଫିସ...

ଭିନ୍ନକ୍ଷମ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଥାନାରେ ଏତଲା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭିନ୍ନକ୍ଷମ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଏଭଳି ସଙ୍ଗିନ ଅଭିଯୋଗ ଆସିଛି ଖୋର୍ଦ୍ଧା ଜିଲ୍ଲା ଟାଉନ ଥାନା ଅଞ୍ଚଳରୁ। ଏନେଇ ପରିବାର ଲୋକ ଟାଉନଥାନାରେ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଘରେ...

ଗଛ ଡାଳ ପଡ଼ି ଛାତ୍ର ମୃତ୍ୟୁ ଘଟଣା, ପ୍ରଧାନ ଶିକ୍ଷକ ନିଲମ୍ଵିତ

ଓଡ଼ିଶାଲାଇଭ ବ୍ୟୁରୋ ସ୍କୁଲ ପରିସରରେ ଗଛ ଡାଳ ପଡ଼ି ଛାତ୍ର ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ। ସ୍କୁଲ ପ୍ରଧାନ ଶିକ୍ଷକ ଉଦୟନାଥ ତ୍ରୀପାଠୀଙ୍କୁ ନିଲମ୍ଵନ ନିର୍ଦ୍ଦେଶ ଦିଆଯାଇଛି। ତଦନ୍ତ...

ସ୍କୁଲରେ ଗଛ ଡାଳ ପଡ଼ି ଚାଲିଗଲା ଛାତ୍ରଙ୍କ ଜୀବନ

ଓଡ଼ିଶାଲାଇଭ ବ୍ୟୁରୋ ସ୍କୁଲରେ ପରିସରରେ ଗଛ ଡାଳ ପଡ଼ି ଛାତ୍ରଙ୍କ ମୃତ୍ୟୁ। ଏଭଳି ଦୁଃଖଦ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ନିରାକାରପୁର କ୍ଷେତ୍ରବାସୀ ନୋଡାଲ ହାଇସ୍କୁଲରେ। ଛାତ୍ର ଜଣକ ଦ୍ଵିତୀୟ ଶ୍ରେଣୀରେ ପଢୁଥିଲେ। ତାଙ୍କ...

ଖୋର୍ଦ୍ଧା: ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଦୁଇ ମହିଳାଙ୍କ ଜୀବନ

ଓଡ଼ିଶାଲାଇଭ ବ୍ୟୁରୋ ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଦୁଇ ମହିଳାଙ୍କ ଜୀବନ। ଏପରି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଥାନା ତେନ୍ତୁଳିଡିହ ଗାଁରେ। ମହିଳା ଦ୍ଵୟ ହେଲେ ବିଦ୍ୟୁତଲତା ମହାପାତ୍ର...

ଦୁର୍ଗାପୂଜା ସମୟରେ ଅପରାହ୍‌ଣ ୨ଟା ପରେ ବନ୍ଦ ରହିବ ‘ମୋ ବସ’ ସେବା

ଓଡ଼ିଶାଲାଇଭ ବ୍ୟୁରୋ ଭୁବନେଶ୍ଵର, କଟକ ଓ ଖୋର୍ଦ୍ଧା ସହର ବର୍ତ୍ତମାନ ଦୁର୍ଗାପୂଜା ପାଇଁ ଉତ୍ସବ ମୁଖର। ତେବେ ଏନେଇ କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ ଦ୍ଵାରା ପରିଚାଳିତ ‘ମୋ ବସ’ ସେବା ଅପରାହ୍‌ଣ ୨ଟା...