ଜୟପୁର: ନଭେମ୍ବର ୨୬ରେ ଭାରତ ବନ୍ଦକୁ ସଫଳ କରିବା ପାଇଁ ମିଳିତ ବୈଠକ

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶର ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ନଭେମ୍ବର ୨୬ ତାରିଖରେ ଭାରତ ବନ୍ଦ ଡାକରା ଦିଆଯାଇଛି। କୋରାପୁଟ ଜିଲ୍ଲାରେ ଏହାକୁ ସଫଳ କରିବା ପାଇଁ ଜୟପୁର ଶ୍ରମିକ ଭବନଠାରେ ସ୍ଥାନୀୟ ଶ୍ରମିକ...

କୋରାପୁଟ: ଗଞ୍ଜେଇ ଚାଲାଣ ବେଳେ ପୋଲିସର ଚଢ଼ାଉ, ୬ ମାଫିଆ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ ଜୟପୁରରେ ଗଞ୍ଜେଇ ଚାଲାଣ ବେଳେ ଗୁରୁବାର ଜୟପୁର ସଦର ପୋଲିସ, ଆନ୍ତଃ ରାଜ୍ୟ ଚାଲାଣକାରୀଙ୍କ ଉପରେ ଚଢାଉ କରିଛି। ସେମାନଙ୍କଠାରୁ ପ୍ରାୟ ୨୭୦ କେଜି ଗଞ୍ଜେଇ ସହ ୬ଟି ମୋବାଇଲ,  ଗୋଟିଏ...

ଅନଲାଇନ ଗେମରୁ ଯୁବ ବ୍ୟବସାୟୀଙ୍କୁ ହତ୍ୟା, ୩ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ ଜୟପୁର: ଅନଲାଇନ୍ ଗେମ୍ ଖେଳି ଟଙ୍କା ବାକି ଆଉ ଏହାପରେ ଟଙ୍କା ନଶୁଝି ପାରିବାରୁ ଯୁବ ବ୍ୟବସାୟୀଙ୍କୁ ହତ୍ୟା। କୋରାପୁଟ ଜିଲ୍ଲା ପଟାଙ୍ଗୀ ଅଞ୍ଚଳରେ ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡର ପର୍ଦ୍ଦାଫାସ୍...

କୋରାପୁଟ: ପାରିବାରିକ କଳହରୁ ଘଟିଲା ବର୍ବର କାଣ୍ଡ, ସ୍ତ୍ରୀକୁ ହାଣି ହତ୍ୟା କଲା ସ୍ଵାମୀ

ଓଡ଼ିଶାଲାଇଭ୍ ବ୍ୟୁରୋ କୋରାପୁଟ ସଦର ଥାନା ଦେବୀଘାଟ ପଞ୍ଚାୟତ ଧଉଡା ପଦର ଗ୍ରାମରେ ଘଟିଛି ଏକ ବର୍ବର ହତ୍ୟାକାଣ୍ଡ।  ମଦ ନିଶାରେ ସ୍ତ୍ରୀର ଗଳାକୁ କାଟି ଦୁଇ ଖଣ୍ଡ କରିଛି ସ୍ୱାମୀ। ଅଭିଯୁକ୍ତ ବ୍ୟକ୍ତିଜଣକ...

କୋରାପୁଟ: ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଡ୍ରାଇଭର ହେଲପର ଫେରାର

ଓଡ଼ିଶାଲାଇଭ୍ ବ୍ୟୁରୋ କୋରାପୁଟ-ମାଲକାନଗିରି ସୀମାନ୍ତ ହନୁମାଲ ଗାଁ ନିକଟରେ ବୁଧବାର ଏକ ଗଞ୍ଜେଇ ଗାଡି ଜବତ ହୋଇଛି। ସେଥିରୁ ପ୍ରାୟ ୮ଶହ କେଜି ଗଞ୍ଜେଇ ସହ ଗୋଟିଏ ଦେଶୀ ବନ୍ଧୁକ ଓ ୨ଟି ଅଫୁଟାଫଫ...

ଜୟପୁର: ବିଲ୍ଟ ପେପର ମିଲ୍‌ରେ ଉତ୍ତେଜନା, ବିଭିନ୍ନ ଦାବି ନେଇ କର୍ତ୍ତୃପକ୍ଷଙ୍କୁ ଘେରିଲେ କର୍ମଚାରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଜୟପୁର ସ୍ଥିତ ବିଲ୍ଟ ପେପର ମିଲ୍‌ରେ ଅଚଳାବସ୍ଥା ଜାରି ରହିଥିବା ବେଳେ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ମଙ୍ଗଳବାର ମୁଖ୍ୟ ଫାଟକରେ ତାଲା ପକାଇ ସେମାନେ ବିକ୍ଷୋଭ କରିଛନ୍ତି। କାର୍ଯ୍ୟରେ ଯୋଗ ଦେବା...

ଏଆଇଟିୟୁସି କୋରାପୁଟ ଶାଖାର ଶତବାର୍ଷିକୀ ପାଳିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଅଲ୍ ଇଣ୍ଡିଆ ଟ୍ରେଡ୍ ୟୁନିଅନ କଂଗ୍ରେସ (ଏଆଇଟିୟୁସି)ର ଶହେ ବର୍ଷ ପୁର୍ତ୍ତି ଉପଲକ୍ଷେ ଏହାର କୋରାପୁଟ ଜିଲ୍ଲା କମିଟି ପକ୍ଷରୁ ଶତବାର୍ଷିକୀ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଛି। ଶ୍ରମିକ ନେତା ପ୍ରମୋଦ ...

ଜୟପୁର: ବିକ୍ରମଦେବ ସ୍ୱୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ତିନି ଓ ପିଜି ପରୀକ୍ଷା ଫଳ ପ୍ରକାଶିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଜୟପୁର ବିକ୍ରମଦେବ ସ୍ୱୟଂଶାସିତ ମହାବିଦ୍ୟାଳୟର ସ୍ନାତକ ଓ ସ୍ନାତକୋତ୍ତର ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। କୋଭିଡ୍ ଯୋଗୁ ବିଳମ୍ବରେ ପରୀକ୍ଷା ହୋଇଥିବା ବେଳେ ରେଜଲ୍ଟ ମଧ୍ୟ ବିଳମ୍ବରେ ବାହାରିଛି। ଚଳିତବର୍ଷ...

କୋରାପୁଟ : ୧ ଲକ୍ଷ ୭୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ ସିଡିପିଓ, ଧରିଲା ଭିଜିଲାନ୍ସ

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋରାପୁଟ ଜିଲ୍ଲା ନନ୍ଦପୁର ସିଡିପିଓ (ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ) ସ୍ନିଗ୍ଧାରାଣୀ ମିଶ୍ରଙ୍କ କଳା କାରନାମା ଧରାପଡ଼ିଛି। ୧ ଲକ୍ଷ ୭୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଜୟପୁର ଭିଜିଲାନ୍ସ ଟିମ୍‌...

ଜୟପୁର: କୋଭିଡ୍ କଟକଣା ଭିତରେ ଶେଷ ହେଲା ଦଶହରା

ଓଡ଼ିଶାଲାଇଭ୍ ବ୍ୟୁରୋ ଜୟପୁରରେ କୋଭିଡ୍ କଟକଣା ଭିତରେ ଶେଷ ହୋଇଛି ଦଶହରା ପର୍ବ। ଗତକାଲି ବିଜୟା ଦଶମୀ ଅବସରରେ ଏଠାରେ ପ୍ରସିଦ୍ଧ ଅପରାଜିତା ପୂଜା ହୋଇଥିଲା। ମଙ୍ଗଳବାର ଭୋର ସାଢ଼େ ୩ଟାରେ ଏହି ପୂଜା...