ବ୍ୟବଚ୍ଛେଦ ପରେ ଗୋବିନ୍ଦ ସାହୁଙ୍କ ଶବ ନେଲେ ପରିବାର

ଓଡ଼ିଶାଲାଇଭ ବ୍ୟୁରୋ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କର ମଙ୍ଗଳବାର ସକାଳେ ଜେଲ ପରିସର ମଧ୍ୟରେ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଥିଲା। ବୁଧବାର ଦିନ ବ୍ୟବଚ୍ଛେଦ ପରେ ଗୋବିନ୍ଦ ସାହୁଙ୍କ...

ଗୋବିନ୍ଦ ସାହୁ ମୃତ୍ୟୁ: ଦିନେ ହତ୍ୟା ଷଡ଼ଯନ୍ତ୍ର କରିଥିଲା, ଆଜି ନିଜେ ମୃତ୍ୟୁ ଶଯ୍ୟାରେ

ଓଡ଼ିଶାଲାଇଭ୍ ବ୍ୟୁରୋ ୨୦୨୧ ମସିହାରେ ସାରା ରାଜ୍ୟକୁ ହଲଚଲ୍ କରିଥିଲା ମମିତା ମେହେର ହତ୍ୟା ମାମଲା। ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଝର୍ନି ଗାଁର ହେଉଛନ୍ତି ମମିତା। ସେ କଳାହା଼ଣ୍ଡି ଜିଲ୍ଲା ମହାଲିଙ୍ଗା ସନସାଇନ୍ ଇଂଲିଶ...

ଜେଲ୍ ପରିସରରେ ଗୋବିନ୍ଦ ସାହୁଙ୍କ ମୃତ୍ୟୁକୁ ନେଇ ତେଜୁଛି ରାଜନୀତି

ଓଡ଼ିଶାଲାଇଭ୍ ବ୍ୟୁରୋ ଜେଲ ପରିସରରେ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ମୃତ୍ୟୁକୁ ନେଇ ଏବେ ରାଜ୍ୟ ରାଜନୀତିରେ ଝଡ଼ ଉଠିଛି। ଗୋବିନ୍ଦ ସାହୁ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ...

ଗୋବିନ୍ଦ ସାହୁ ମୃତ୍ୟୁ ମାମଲାରେ ତଦନ୍ତ କରିବ ସିଆଇଡି କ୍ରାଇମବ୍ରଞ୍ଚ

ଓଡ଼ିଶାଲାଇଭ୍ ବ୍ୟୁରୋ ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ତଦନ୍ତ କରିବ ସିଆଇଡି କ୍ରାଇମବ୍ରାଞ୍ଚ। କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ଓଡ଼ିଶା ପୋଲିସ...

ଜେଲ ଭିତରେ ଗୋବିନ୍ଦ ସାହୁ ମୃତ୍ୟୁ ମାମଲା: ତଦନ୍ତ କରିବେ ଜେଲ ଡିଆଇଜି

ଓଡ଼ିଶାଲାଇଭ୍ ବ୍ୟୁରୋ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ମୃତ୍ୟୁକୁ ନେଇ ଏବେ ସନ୍ଦେହ ଉପୁଜିଛି। ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି। କେମିତି ହେଲା ଗୋବିନ୍ଦ ସାହୁଙ୍କ...

ଛାତ୍ରଙ୍କ ବେକରୁ ବାହାରିଲା ଜାଭେଲିନ, ସଦାନନ୍ଦଙ୍କ ପାଇଁ ସହାୟତା ଘୋଷଣା କଲେ ରାଜ୍ୟ ସରକାର

ଓଡ଼ିଶାଲାଇଭ୍ ବ୍ୟୁରୋ ବଲାଙ୍ଗୀର ଜିଲ୍ଲା ଆଗଲପୁର ବାଳକ ହାଇସ୍କୁଲରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଚାଲିଥିବାବେଳେ ନବମ ଶ୍ରେଣୀ ଛାତ୍ର ସଦାନନ୍ଦ ମେହେରଙ୍କ ବେକରେ ପଶିଯାଇଥିଲା ଜାଭେଲିନ। ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଅସ୍ତ୍ରୋପଚାର...

ବଲାଙ୍ଗୀର: ସ୍କୁଲରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ବେଳେ ଛାତ୍ରଙ୍କ ବେକରେ ପଶିଗଲା ଜାଭେଲିନ

ଓଡ଼ିଶାଲାଇଭ୍ ବ୍ୟୁରୋ   ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ବେଳେ ଅଘଟଣ। ଜାଭେଲିନ ଥ୍ରୋ ପ୍ରତିଯୋଗିତା ସମୟରେ ଜଣେ ଛାତ୍ରଙ୍କ ବେକରେ ପଶିଗଲା ଜାଭେଲିନ। ଆଗଲପୁର ବାଳକ ହାଇସ୍କୁଲରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଚାଲିଥିବା ସମୟରେ ଏହି...

ଯୁବ ଓଡ଼ିଆ ଉଦ୍ୟୋଗୀ ସୌମେନ୍ଦ୍ର ଓ ସମରେନ୍ଦ୍ର ମିଶ୍ରଙ୍କ ଷ୍ଟାର୍ଟଅପ୍ ଯାତ୍ରାର କାହାଣୀ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=w3NP6q8UQh0] ବଲାଙ୍ଗିର ସହରର ଦୁଇ ଯୁବ ଉଦ୍ୟୋଗୀ ସୌମେନ୍ଦ୍ର ଏବଂ ସମରେନ୍ଦ୍ର ମିଶ୍ର। ଦିନେ ଗୋଟିଏ ଛୋଟିଆ କୁକୁଡ଼ା ଫାର୍ମ କରି ବ୍ୟବସାୟ ଆରମ୍ଭ କରିଥିଲେ ବଡ଼ ଭାଇ ସୌମେନ୍ଦ୍ର। ପରେ...

ଯୁବ ଓଡ଼ିଆ ଉଦ୍ୟୋଗୀ ସୌମେନ୍ଦ୍ର ଓ ସମରେନ୍ଦ୍ର ମିଶ୍ରଙ୍କ ଷ୍ଟାର୍ଟଅପ୍ ଯାତ୍ରାର କାହାଣୀ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=w3NP6q8UQh0] ବଲାଙ୍ଗିର ସହରର ଦୁଇ ଯୁବ ଉଦ୍ୟୋଗୀ ସୌମେନ୍ଦ୍ର ଏବଂ ସମରେନ୍ଦ୍ର ମିଶ୍ର। ଦିନେ ଗୋଟିଏ ଛୋଟିଆ କୁକୁଡ଼ା ଫାର୍ମ କରି ବ୍ୟବସାୟ ଆରମ୍ଭ କରିଥିଲେ ବଡ଼ ଭାଇ ସୌମେନ୍ଦ୍ର। ପରେ...

ସୋନପୁର: ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ମଙ୍ଗଳବାର ଦିନ ସକାଳୁ ସକାଳୁ ବଲାଙ୍ଗୀର-ସୋନପୁର ରୋଡ଼ର ବଡ଼ବାହାଲୀ ଛକ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ୩ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ...