କଟକରେ ୧୦ ତାରିଖ ଯାଏ ବଢ଼ିଲା ସଟ୍‌ଡାଉନ୍‌ ଅବଧି

ଓଡ଼ିଶାଲାଇଭ ବ୍ୟୁରୋ କଟକରେ ସହରରେ ସଟ୍‌ଡାଉନ୍‌ ଅବଧି ବଢ଼ାଇଲା ସିଏମ୍‌ସି। ୧୦ ତାରିଖ ଯାଏ କଟକ ସଟ୍‌ଡାଉନ୍‌ ରହିବ। ଏହାସହ ଶନି ଓ ରବିବାର ପୂର୍ବଭଳି ସଟ୍‌ଡାଉନ୍‌ ରହିବ। ଚଳିତ ସପ୍ତାହଟି କଟକ ସହର...

କରୋନା ପାଇଁ ଶିଶୁଭବନ ଆଉଟଡୋର ବନ୍ଦ

ଓଡିଶାଲାଇଭ୍ ବ୍ୟୁରୋ କରୋନା ସଂକ୍ରମିତ ଚିହ୍ନଟ ପରେ କଟକ ଶିଶୁଭବନ ଆଉଟଡୋର ବନ୍ଦ। ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଆଉଟଡୋର ବନ୍ଦ ରହିବ। ଏନେଇ ଶିଶୁଭବନ ଅଧୀକ୍ଷକ ପ୍ରଫେସର ଡାକ୍ତର ସରୋଜ ଶତପଥୀ ସୂଚନା ଦେଇଛନ୍ତି। ଗତକାଲି...

କଟକ କ୍ୟାନସର ହସ୍ପିଟାଲରେ କରୋନା ରୋଗୀଙ୍କ ହଙ୍ଗାମା – ଗୋଡ଼େଇ ଗୋଡ଼େଇ ଛୁଇଁବାକୁ ଉଦ୍ୟମ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ କ୍ୟାନସର ହସ୍ପିଟାଲରେ ହଙ୍ଗାମା ମଚାଇଲେ କରୋନା ରୋଗୀ। ଗତକାଲି କିଛି କରୋନା ରୋଗୀଙ୍କୁ କୋଭିଡ୍ ହସ୍ପିଟାଲକୁ ନେବା ସମୟରେ ସେମାନେ ଗୋଡ଼ାଇ ଗୋଡ଼ାଇ ଅନ୍ୟମାନଙ୍କୁ ଛୁଇଁବାକୁ ଚେଷ୍ଟା କରିଥିଲେ। ଯାହାକୁ...

କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ କେମିତି ବ୍ୟାପିଲା କରୋନା?

ଓଡିଶାଲାଇଭ ବ୍ୟୁରୋ କ୍ୟାନସର ହସ୍ପିଟାଲରୁ ୭୦ କରୋନା ଆକ୍ରାନ୍ତ ଚିହ୍ନଟ। ଗୋଟିଏ କି ଦୁଇଟି ନୁହଁ, କଟକ ଆଚାର୍ଯ୍ୟ ହରିହର କର୍କଟ ରୋଗ ଗବେଷଣା ପ୍ରତିଷ୍ଠାନରୁ ୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୟାନସର...

କଟକରୁ ୬୬ କରୋନା ଆକ୍ରାନ୍ତ – କ୍ୟାନସର ହସ୍ପିଟାଲରୁ ୫୫, ଏସ୍‌ସିବିରୁ ୧୧

ଓଡ଼ିଶାଲାଇଭ୍‌ ବ୍ୟୁରୋ କଟକରେ କରୋନାର ସ୍ଥିତି ସଙ୍ଗିନ ହୋଇପଡ଼ିଛି। ଆଜି ଦୁଇ ପ୍ରମୁଖ ହସ୍ପିଟାଲ ଆଚାର୍ଯ୍ୟ ହରିହର କର୍କଟ ରୋଗ ଗବେଷଣା ପ୍ରତିଷ୍ଠାନ ଏବଂ ଏସ୍‌ସିବି ମେଡିକାଲରୁ ୬୬ ଆକ୍ରାନ୍ତ ଚିହ୍ନଟ ହେବା ପରେ...

କଟକରେ ବଢୁଛି ଲୋକାଲ କେସ୍ – ଗୋଷ୍ଠୀ ସଂକ୍ରମଣ ଭୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ କଟକ ସହରରେ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। କିଛିଦିନ ହେବ ସ୍ଥାନୀୟ ସଂକ୍ରମିତ ବ୍ୟକ୍ତି ଅଧିକ ଚିହ୍ନଟ ହେଉଛନ୍ତି। ଯଦି ଏହି ଭଳି ସ୍ଥାନୀୟ ସଂକ୍ରମଣ ବଢ଼ିବ ତେବେ ଏଥିରେ...

ଆଠଗଡ଼ ଏସ୍‌ଡିପିଓଙ୍କ ସମେତ ୫ ପୋଲିସ କର୍ମଚାରୀଙ୍କୁ କରୋନା

ଓଡିଶାଲାଇଭ ବ୍ୟୁରୋ କଟକ ଜିଲ୍ଲାରେ ଗତକାଲି ଜଣେ ପୋଲିସ ଆଇଆଇସି କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଆଜି ଜଣେ ଡିଏସ୍‌ପିଙ୍କ ନମୁନା ପଜିଟିଭ୍‌ ଆସିଛି। ଏହାସହ ୫ ଜଣ ପୋଲିସ କର୍ମଚାରୀ ମଧ୍ୟ...

ଆଇଆଇସିଙ୍କୁ କରୋନା – ବଡମ୍ଵା ଥାନା କଣ୍ଟେନମେଣ୍ଟ ଜୋନ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ କଟକ ଆଠଗଡ଼ ଅନ୍ତର୍ଗତ ବଡମ୍ଵା ଥାନା ଆଇଆଇସି କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାପରେ ଥାନାକୁ କଣ୍ଟେନମେଣ୍ଟ ଜୋନ୍‌ ଘଷଣା କରାଯାଇଛି। ଏନେଇ ଆଠଗଡ଼ ଏସ୍‌ଡିପିଓ ସୂଚନା ଦେଇଛନ୍ତି। ଥାନାର ଆଉ ୭/୮...

କରୋନାରେ ଗଲା ଆଉ ୨ଜଣଙ୍କ ଜୀବନ – ଉଭୟ କଟକ ଜିଲ୍ଲାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ ଆଉ ଦୁଇ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ। ଉଭୟ କଟକ ଜିଲ୍ଲାର। ଏହାସହ ରାଜ୍ୟରେ ବର୍ତ୍ତମାନ କରୋନା ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର...
nrri

ICAR-NRRI: ପ୍ରୋଜେକ୍ଟ ଆସିଷ୍ଟାଣ୍ଟ ପଦବୀ ପାଇଁ ଜୁନ୍ ୨୫ ଯାଏଁ କରନ୍ତୁ ଆବେଦନ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକସ୍ଥିତ ICAR- ନାସନାଲ ରାଇସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟରେ ପ୍ରୋଜେକ୍ଟ ଆସିଷ୍ଟାଣ୍ଟ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଇଚ୍ଛୁକ ପ୍ରାର୍ଥୀମାନେ ଆସନ୍ତା ଜୁନ୍ ୨୫ ତାରିଖ ଯାଏଁ ଆବେନ...