ନୟାଗଡ଼: ଆରପାରିରେ ବିଶିଷ୍ଟ ଆଇନଜୀବୀ ମନୋଜ ଦାସ

ଓଡ଼ିଶାଲାଇଭ ବ୍ୟୁରୋ ଆରପାରିରେ ନୟାଗଡ଼ ସହରର ଜଣେ ପ୍ରତିଷ୍ଠିତ ଆଇନଜୀବୀ ତଥା ସମାଜ ସଂଗଠକ ମନୋଜ ଦାସ। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା। ଦୃଦ୍‌ରୋଗରେ ପୀଡ଼ତ ଥାଇ କିଛି ଦିନ ହେବ ଭୂବନେଶ୍ୱରରେ...

ନୟାଗଡ଼: କମୁନି ସଂକ୍ରମଣ, ଚିନ୍ତା ବଢ଼ାଇଛି କଟକଣାମୁକ୍ତ ଯାତାୟତ

ଓଡ଼ିଶାଲାଇଭ୍ ବ୍ୟୁରୋ ନୟାଗଡ଼ ଜିଲ୍ଲାରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଅନ୍‌ଲକ୍‌-୪ରେ କଟକଣାମୁକ୍ତ ଯାତାୟତ ସଂକ୍ରମଣ ବୃଦ୍ଧିର ଅନ୍ୟତମ କାରଣ ବୋଲି ଅନେକ ଆଶଙ୍କା ବ୍ୟକ୍ତ କରିଛନ୍ତି। ଇତିମଧ୍ୟରେ ଜିଲ୍ଲାରେ ପଜିଟିଭ୍ ସଂଖ୍ୟା ୫...

ନୟାଗଡ଼: ପୋଖରୀ ଭିତରୁ ଲକ୍ଷାଧିକ ଟଙ୍କାର ଶାଳ କାଠ ଜବତ

ଓଡ଼ିଶାଲାଇଭ୍ ବ୍ୟୁରୋ ନୟାଗଡ଼ ଜିଲ୍ଲା ପଞ୍ଚିରିଡ଼ାମାନପୁର ବନାଞ୍ଚଳ ଧୂଷୁମା ଗାଁ ପୋଖରୀରୁ ଲକ୍ଷାଧିକ ଟଙ୍କାର ଶାଳ କାଠ ଜବତ ହୋଇଛି। ନୟାଗଡ଼ ବନ ବିଭାଗ ଏନ୍‌ଫୋର୍ସମେଣ୍ଟ ସ୍କ୍ୱାର୍ଡ ଚଢ଼ାଉ କରି ଏହି କାଠ ଜବତ...

ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଯାଦୁକର ପିଏଲ୍ ସୁନ୍ଦରକାଙ୍କ ପରଲୋକ

ଓଡ଼ିଶାଲାଇଭ୍ ବ୍ୟୁରୋ (ନୟାଗଡ଼ରୁ ନିଶିକାନ୍ତ ରଥ): ବିଶିଷ୍ଟ ଯାଦୁଗର ପିଏଲ୍ ସୁନ୍ଦରକାଙ୍କର ପରଲୋକ। ମଙ୍ଗଳବାର ରାତିରେ କଟକସ୍ଥିତ ବାସଭବନରେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା। ଯାଦୁକର...

ଶିକ୍ଷକଙ୍କ ବିୟୋଗରେ ନୟାଗଡ଼ ଶିକ୍ଷକ ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦୁଇ ଜଣ ଶିକ୍ଷକ ଓ ଜଣେ ଶିକ୍ଷାକର୍ମଚାରୀଙ୍କ ଦେହାନ୍ତରେ ନୟାଗଡ଼ ଶିକ୍ଷକ ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ସ୍ଥାନୀୟ ବ୍ଲକର କାର୍ଯ୍ୟରତ ଶିକ୍ଷକ ଅକ୍ଷୟ ଦଳବେହରା, ଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ଦେବୀ ଏବଂ...

ନୟାଗଡ଼ରେ ବିଭତ୍ସ ହତ୍ୟାକାଣ୍ଡ – ଗାଁ ଦାଣ୍ଡରେ ଯୁବକଙ୍କୁ ହାଣି ଦୁର୍ବୃତ୍ତ ଫେରାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା କଲେ ଦୁର୍ବୃତ୍ତ। ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ବାଉଁଶିଆପଡ଼ା ମଳିସାହିରେ ଘଟିଛି ଏହି ବିଭତ୍ସ ହତ୍ୟାକାଣ୍ଡ। ଜମି ବିବାଦକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା...

ନୟାଗଡ଼ରେ ବଢୁଛି କରୋନା ସଂକ୍ରମଣ, ଜିଲ୍ଲାରେ ୧୫ ଜୀବନ ନେଲାଣି ମହାମାରୀ

ଓଡ଼ିଶା ଲାଇଭ୍ ବ୍ୟୁରୋ (ନୟାଗଡ଼ରୁ ନିଶିକାନ୍ତ ରଥ): ନୟାଗଡ଼ରେ ଦିନକୁ ଦିନ ବଢ଼ିଚାଲିଛି କରୋନା ସଂକ୍ରମଣ। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ୩୩୮୧ରେ ପହଞ୍ଚିଛି। ଏନେଇ ଲୋକଙ୍କ ମନରେ ଭୟ ମଧ୍ୟ ଜୋର...

ନୟାଗଡ଼: ବରିଷ୍ଠ ସାମ୍ବାଦିକ ହରିହର ମହାପାତ୍ରଙ୍କ ପରଲୋକ

ଓଡ଼ିଶାଲାଇଭ୍ ବ୍ୟୁରୋ ନୟାଗଡ଼ ଜିଲ୍ଲାର ବିଶିଷ୍ଟ ସମାଜସେବୀ, ବରିଷ୍ଠ ସାମ୍ବାଦିକ ତଥା ସାପ୍ତାହିକ ପତ୍ରିକା ‘ଗ୍ରହରାଜ’ର ସଂପାଦକ ହରିହର ମହାପାତ୍ରଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା। ନୟାଗଡ଼...

ନୟାଗଡ଼: ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ କିରାଣୀଙ୍କ ମୃତ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ ନୟାଗଡ଼ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ଯୁବ କିରାଣୀ ଶୁଭକାନ୍ତ ନାୟକଙ୍କ ଆକସ୍ମିକ ମୃତ୍ୟୁ ଘଟିଛି। ଶୁଭକାନ୍ତଙ୍କ ଅକାଳ ବିୟୋଗରେ ତାଙ୍କ ପରିବାର, ଶୁଭାକାଂକ୍ଷୀ ଓ ସାଙ୍ଗସାଥୀ ମହଲରେ ଦୁଃଖର ଛାୟା ଖେଳି...

ନୟାଗଡ଼: କରୋନା ସଂକ୍ରମଣକୁ ଅଣଦେଖା, ପଜିଟିଭ୍ ଚିହ୍ନଟ ପରେ ବି ଚାଲିଛି ମହିଳା କଲେଜ

ଓଡ଼ିଶାଲାଇଭ୍ ବ୍ୟୁରୋ ନୟାଗଡ଼ ଜିଲ୍ଲାରେ କରୋନା ସଂକ୍ରମଣ ସାଘାଂତିକ ସ୍ଥିତିରେ ରହିଛି। କିନ୍ତୁ ଲୋକମାନେ କଟକଣା ମାନୁନଥିବାରୁ ଗୋଷ୍ଠୀ ସଂକ୍ରମଣର ଆଶଙ୍କା ସୃଷ୍ଟି ହୋଇଛି। ଏଭଳି ସ୍ଥିତିରେ ନୟାଗଡ଼ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟରେ ଏକାଧିକ...