ରାୟଗଡ଼ା ଥାନାରୁ ଅଭିଯୁକ୍ତ ଫେରାର ହେବା ଘଟଣା: ୪ ପୋଲିସ କର୍ମଚାରୀ ନିଲମ୍ୱିତ
ଓଡ଼ିଶାଲାଇଭ୍ ବ୍ୟୁରୋ
(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଟାଉନ ଥାନାରୁ ୨ ଜଣ ଅଭିଯୁକ୍ତ ଫେରାର ହେବା ଘଟଣାରେ ୪ ଜଣ ପୋଲିସ କର୍ମଚାରୀଙ୍କ ବିରୋଧରେ ବୁଧବାର ଦିନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି...
ରାୟଗଡ଼ା ଜିଲ୍ଲାର ପଢ଼ୁଆ ଯୁବତୀଙ୍କୁ ସ୍ୱାବଲମ୍ବୀ କରୁଛି ‘ବାଉଁଶ ଅଳଙ୍କାର’
ଓଡ଼ିଶାଲାଇଭ୍ ବ୍ୟୁରୋ
(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ଆଦିବାସୀ ଯୁବତୀଙ୍କ ନିଆରା ଉଦ୍ୟମ। ବାଉଁଶରେ ତିଆରି କରୁଛନ୍ତି ଭଳିକି ଭଳି ଅଳଙ୍କାର। ଯୁବତୀଙ୍କୁ ସ୍ୱାବଲମ୍ବୀ କରିବାରେ ମାଧ୍ୟମ ପାଲଟିଛି 'ବାଉଁଶ ଅଳଙ୍କାର'।
ନିଖୁଣ କରିଗିରି ଏବଂ...
ରାୟଗଡ଼ାରେ ୨ ଋଷ ପର୍ଯ୍ୟଟକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା: ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ଏସପିଙ୍କୁ ଜାତୀୟ...
ଓଡ଼ିଶାଲାଇଭ୍ ବ୍ୟୁରୋ
(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଜିଲ୍ଲାରେ ଦୁଇ ଜଣ ଋଷ ପର୍ଯ୍ୟଟକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ନେଇ ଏବେ ସମଗ୍ର ବିଶ୍ଵରେ ଚର୍ଚ୍ଚା ଚାଲିଛି। ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ...
ରାୟଗଡ଼ାରେ ୨ ଋଷ ପର୍ଯ୍ୟଟକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା: ରାୟଗଡ଼ାରେ ପହଞ୍ଚି ଖୋଳତାଡ଼ କରୁଛି କ୍ରାଇମବ୍ରାଞ୍ଚ ଟିମ୍
ଓଡ଼ିଶାଲାଇଭ୍ ବ୍ୟୁରୋ
(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ାଠାରେ ଦୁଇ ଜଣ ଋଷ ପର୍ଯ୍ୟଟକଙ୍କ ସନ୍ଦେହଜନକ ମୃତ୍ୟୁ ପରେ ଆରମ୍ଭ ହୋଇଛି ତଦନ୍ତ। ଋଷ ସାଂସଦ ପାଭେଲ ଆଣ୍ଟୋଭ ଏବଂ ତାଙ୍କ ବନ୍ଧୁ ଭ୍ଲାଦମିର...
ରାୟଗଡ଼ାରେ ଦୁଇ ଋଷ ପର୍ଯ୍ୟଟକଙ୍କ ସନ୍ଦେହଜନକ ମୃତ୍ୟୁ ମାମଲା: ତଦନ୍ତ ପାଇଁ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୋଲିସକୁ ଶବ ବ୍ୟବଚ୍ଛେଦ ରିପୋର୍ଟ ହସ୍ତାନ୍ତର
ତରବରିଆ ଶବ ପୋଡ଼ିବାକୁ ନେଇ ଉଠିଲା ପ୍ରଶ୍ନ
ତଦନ୍ତ କରି ଫେରିଲା ସିଆଇବି ଟିମ
(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ାରେ ଦୁଇଜଣ...
ରାୟଗଡ଼ାରେ ୨ ଋଷ ପର୍ଯ୍ୟଟକଙ୍କ ସନ୍ଦେହଜନକ ମୃତ୍ୟୁ, ଚାଲିଛି ତନାଘନା
ଓଡ଼ିଶାଲାଇଭ୍ ବ୍ୟୁରୋ
(ରାୟଗଡ଼ା): ରାୟଗଡ଼ାରେ ଦୁଇ ଜଣ ଋଷ ପର୍ଯ୍ୟଟକଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ବଢ଼ିବାରେ ଲାଗିଛି ସସପେନ୍ସ। ଦୁଇ ଋଷ ପର୍ଯ୍ୟଟକଙ୍କ ମୃତ୍ୟୁ ପରେ ସେମାନଙ୍କ ସହ ଆସିଥିବା ଆଉ ଦୁଇ ଜଣ...
ଚାକିରି ଛାଡ଼ି ସଫଳ ଚାଷୀ ପାଲଟିଛନ୍ତି ରାୟଗଡ଼ାର ଯୁବ ଇଂଜିନିୟର ସତ୍ୟ ପ୍ରବୀଣ
ଓଡ଼ିଶାଲାଇଭ୍ ବ୍ୟୁରୋ
(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ପେସାରେ ଜଣେ ଇଂଜିନିୟର, ହେଲେ ନିଶା ତାଙ୍କର ଚାଷ। ଏକ ପ୍ରତିଷ୍ଠିତ କମ୍ପାନିର ଚାକିରି ଛାଡ଼ି ଚାଷ କାର୍ଯ୍ୟ କରି ସ୍ୱାବଲମ୍ବୀ ହେବା ସହ ଆଉ...
ବିଏସପି ନେତା ଜିତୁ ଜାକେସିକାଙ୍କୁ ଟାର୍ଗେଟ କରି ମୁନିଖୋଲରେ ଲାଗିଛି ପୋଷ୍ଟର
ଓଡ଼ିଶାଲାଇଭ୍ ବ୍ୟୁରୋ
କିଛି ଦିନର ବ୍ୟବଧାନ ପରେ ରାୟଗଡ଼ି ଜିଲ୍ଲାର ବିଭିନ୍ନ ସ୍ଥାନରେ ଲଗାଯାଇଥିବା ପୋଷ୍ଟରକୁ ନେଇ ଭୟଭୀତ ହୋଇଯାଇଛନ୍ତି ଲୋକେ। ଶୁକ୍ରବାର ଦିନ ମୁନିଗୁଡ଼ା ଥାନା ଅନ୍ତର୍ଗତ ମୁନିଖୋଲ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ...
ରାୟଗଡ଼ା: ସ୍କୁଲ ପାଚେରି କାନ୍ଥ ଭୁଶୁଡ଼ି ଛାତ୍ରୀର ମୃତ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ବିଦ୍ୟାଳୟ ପାଚେରି କାନ୍ଥ ଭୁଶୁଡ଼ି ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀର ମୃତ୍ୟୁ ହୋଇଛି। ଏହି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ...
ମୁନିଗୁଡ଼ାରୁ ଧରାପଡ଼ିଲେ ନକଲି ଡାକ୍ତର, ସିଲ ହେଲା ବେଆଇନ କ୍ଲିନିକ
ଓଡ଼ିଶାଲାଇଭ୍ ବ୍ୟୁରୋ
(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ଡାକ୍ତର ପରିଚୟ ଦେଇ ଲୋକଙ୍କ ଜୀବନ ସହ ଖେଳ ଖେଳି ପୁଳା ପୁଳା ଟଙ୍କା ରୋଜଗାର କରୁଥିଲେ ଏସ୍ ସୁବ୍ରତ ବିଶ୍ଵାସ। ଚିକିତ୍ସା କରୁଥିବା ଡାକ୍ତର ଜଣକ...