ରାୟଗଡ଼ା: ବିଶ୍ୱ ମିତବ୍ୟୟିତା ଦିବସରେ ଶୁଭାରମ୍ଭ ହେଲା ସଞ୍ଚୟ ରଥ

ଓଡ଼ିଶାଲାଇଭ୍ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଜିଲ୍ଲାରେ ବିଶ୍ୱ ମିତବ୍ୟୟିତା ଦିବସ ପାଳିତ ହୋଇଛି। ଶୁକ୍ରବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆଡମ୍ବର ସହକାରେ ଏହି ଦିବସକୁ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ...

ରାୟଗଡ଼ାରେ ବିପର୍ଯ୍ୟସ୍ତ ହୋଇପଡ଼ିଛି ସ୍ୱାସ୍ଥ୍ୟସେବା – ୨୪୯ ବଦଳରେ ଅଛନ୍ତି ୧୦୦ ଡାକ୍ତର

ଓଡ଼ିଶାଲାଇଭ୍ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): କରୋନା କାଳରେ ବିପର୍ଯ୍ୟସ୍ତ ହୋଇପଡ଼ିଛି ରାୟଗଡ଼ା ଜିଲ୍ଲାର ସ୍ୱାସ୍ଥ୍ୟସେବା। ସମଗ୍ର ଜିଲ୍ଲା ପାଇଁ ୨୪୯ଟି ଡାକ୍ତର ପଦବୀ ରହିଥିଲେ ମଧ୍ୟ ମାତ୍ର ୧୦୦ ଡାକ୍ତରଙ୍କୁ ନିଯୁକ୍ତି...

ରାୟଗଡ଼ାରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ, ଶପଥ ନେଲେ ସରକାରୀ ଅଧିକାରୀ

ଓଡ଼ିଶାଲାଇଭ୍ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ାରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ। ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ମୁତାବକ ମଙ୍ଗଳବାର ରାୟଗଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାକୁ...

ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣିଙ୍କ ପୀଠରେ ନବରାତ୍ର ପୂଜା ଅନୁଷ୍ଠିତ

ଓଡ଼ିଶାଲାଇଭ୍ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): କରୋନା କଟକଣା ଭିତରେ ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ପୀଠରେ ଚାଲିଛି ନବରାତ୍ର ପୂଜା। ଏଥର ଶ୍ରଦ୍ଧାଳୁମାନଙ୍କୁ ଦେବୀ ଦର୍ଶନ ବାରଣ ହୋଇଥିବାବେଳେ କେବଳ...

ସରକାରୀ ସ୍ୱୀକୃତି ଅପେକ୍ଷାରେ ସଉରା ଭାଷା ଓ ଲିପି

ଓଡ଼ିଶାଲାଇଭ୍ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ସରକାରୀ ସୀକୃତି ଅପେକ୍ଷାରେ ପ୍ରାଚୀନ ଆଦିବାସୀ ସମ୍ପ୍ରଦାୟ ସଉରାଙ୍କ ଲିପି ଓ ଭାଷା। ପୂର୍ବରୁ ଏନେଇ ଅନେକ ଥର ଦାବି ହୋଇଛି କିନ୍ତୁ ତାହା ସରକାରଙ୍କ...

ଅବଧି ସରି ୩ ବର୍ଷ ବିତିଗଲାଣି, ସରିପାରୁନି ବ୍ରିଜ ନିର୍ମାଣ

ଓଡ଼ିଶାଲଇଭ୍ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ଅବଧି ଶେଷହୋଇ ତିନିବର୍ଷ ବିତିଯାଇଥିଲେ ସୁଦ୍ଧା ଅଧାରେ ଝୁଲୁଛି ରାୟଗଡ଼ା ଝଞ୍ଜାବତୀ ନଦୀ ଉପର ବ୍ରିଜ ନିର୍ମାଣ କାର୍ଯ୍ୟ। ଠିକାଦରଙ୍କୁ ପୂର୍ତ୍ତି ବିଭାଗର ଅହେତୁକ...

ଅବ୍ୟବସ୍ଥା ଘେରରେ ରାୟଗଡ଼ା ଜିଲ୍ଲା ପାଠାଗାର, ମାସ ମାସ ଧରି ବସ୍ତାରେ ପଡ଼ିରହିଛି ଅନେକ ଦରକାରୀ ବହି

ଓଡ଼ିଶାଲାଇଭ୍ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଜିଲ୍ଲା ପାଠାଗାରରେ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ପାଠାଗାରରେ ବହି ରଖିବା ପାଇଁ ଜାଗା ନଥିବାରୁ ବହିଗୁଡ଼ିକୁ ମାସ ମାସ ଧରି ବସ୍ତାରେ ରଖାଯାଇଛି। ସେହିପରି...

ଟ୍ୟାଙ୍କର ଧକ୍କାରେ ଯୁବତୀଙ୍କ ମୃତ୍ୟୁ ଘଟଣା – ରାସ୍ତାରୋକ କଲେ ସ୍ଥାନୀୟ ଲୋକେ

ଓଡ଼ିଶାଲାଇଭ୍ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଜିଲ୍ଲା ଟ୍ୟାଙ୍କର ଧକ୍କାରେ ଯୁବତୀଙ୍କ ମୃତ୍ୟୁ ଘଟଣା ନେଇ ଉତ୍ତେଜିତ ହୋଇଥିଲେ ସ୍ଥାନୀୟ ଲୋକେ। ମଙ୍ଗଳବାର ଉତ୍ତ୍ୟକ୍ତମାନେ ରାୟଗଡ଼ା-ବିଷମକଟକ ମୁଖ୍ୟ ରାସ୍ତା ଅବରୋଧ କରିଥିଲେ।...

ଭିଜିଲାନ୍ସ ଜାଲରେ ପଡ଼ିଲେ ଲାଞ୍ଚୁଆ କିରାଣୀ

ଓଡ଼ିଶାଲାଇଭ୍ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ ବରିଷ୍ଠ ରାଜସ୍ୱ ସହକାରୀ ତଥା ଭାରପ୍ରାପ୍ତ ପଞ୍ଚାୟତ ସମିତି ଉନ୍ନୟନ ବିଭାଗର କିରାଣୀ। ଲାଞ୍ଚ ନେଉଥିବା ସମୟରେ ତାଙ୍କୁ...

ରାଜ୍ୟରେ ପ୍ରଥମଥର ସମଲିଙ୍ଗୀଙ୍କୁ ମିଳିଲା ପରିଚୟପତ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାଜ୍ୟରେ ପ୍ରଥମଥର ପାଇଁ ସମଲିଙ୍ଗୀ ବ୍ୟକ୍ତିଙ୍କୁ ମିଳିଲା ପରିଚୟ ପତ୍ର। ରାୟଗଡ଼ା ଜିଲ୍ଲା ସମାଜ ସୁରକ୍ଷା ବିଭାଗ ପକ୍ଷରୁ ମଙ୍ଗଳବାର ତିନିଜଣ ସମଲିଙ୍ଗୀ ବ୍ୟକ୍ତିଙ୍କୁ ପରିଚୟପତ୍ର...