ପୋଲିସ-ମାଓବାଦୀ ଗୁଳିବିନିମୟ ଘଟଣା – ନିର୍ଦ୍ଦୋଶରେ ଖଲାସ ହେଲେ ମାଓନେତା ସବ୍ୟସାଚୀ

ଓଡ଼ିଶାଲାଇଭ୍ ବ୍ୟୁରୋ ରାୟଗଡା:  ୨୦୦୨ ମସିହା ପୋଲିସ-ମାଓବାଦୀ ଗୁଳିବିନିମୟ ମାମଲାରେ ନିର୍ଦ୍ଦୋଶରେ ଖଲାସ ହୋଇଛନ୍ତି ମାଓନେତା ସବ୍ୟସାଚୀ ପଣ୍ଡା। ଅଧିକ ସାକ୍ଷ୍ୟ ପ୍ରମାଣ ଅଭାବରୁ ରାୟଗଡ଼ା ଜିଲ୍ଲା ଦୌରା ଜଜ୍‌ କୋର୍ଟ ତାଙ୍କୁ ନିର୍ଦ୍ଦୋଶରେ...

ରାୟଗଡ଼ାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା – ଜଣେ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରାୟଗଡ଼ାରେ ହତ୍ୟାକାଣ୍ଡ। ଚାନ୍ଦିଲି ଥାନା ଅଣ୍ଟାମଡ଼ାରେ ଜଣେ ଯୁବକକୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ...

ରାୟଗଡ଼ାରେ ୪୦୭ ଧକ୍କାରେ ଜଣେ ମୃତ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ଭୂଜବଳ ବ୍ରିଜ୍‌ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ୪୦୭ ଗାଡ଼ି ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର...

ପ୍ରେମ ପ୍ରତାରଣା ତା’ପରେ ଧାରଣା – ଥାନା ପରିସରରେ ପ୍ରେମିକାକୁ ଆକ୍ରମଣ କଲା ପ୍ରେମିକ

ଓଡ଼ିଶାଲାଇଭ୍‌ ବ୍ୟୁରୋ   ହ୍ୱାଟ୍ସଆପ୍‌ରୁ ପ୍ରେମ ଆଉ ତାପରେ ଶାରୀରିକ ସଂପର୍କ। ଏବେ ବିବାହ କରିବାକୁ ଯୁବତୀ ଅଡ଼ି ବସିବା ପରେ ଥାନା ପରିସରରେ ଯୁବତୀଙ୍କ ପରିବାର ଉପରକୁ ଆକ୍ରମଣ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି...

ରାୟଗଡ଼ା – କସ୍ତୁରୀ ନଗର ଲୋକଙ୍କ ଦୁଃଖ ବୁଝିଲେ ଜିଲ୍ଲା ପ୍ରଶାସନ, ବନ୍ଦ କଲେ ମଦ ଦୋକାନ

ଓଡ଼ିଶାଲାଇଭ ବ୍ୟୁରୋ ରାୟଗଡ଼ା ସହରରେ ଥିବା ୧୮ନମ୍ବର ୱାର୍ଡର କସ୍ତୁରୀ ନଗରରେ ନୂତନ ଭାବେ ଖୋଲାଯିବାକୁ ଥିବା ବିଦେଶୀ ମଦ ଦୋକାନକୁ ବନ୍ଦ କରିଛନ୍ତି ଜିଲ୍ଲା ପ୍ରଶସାନ। ପୂର୍ବରୁ ବାରମ୍ଵାର ଏନେଇ ଅଭିଯୋଗ କରାଯାଇଥିଲା...

ରାୟଗଡ଼ା : ଶିଶୁ ମୃତ୍ୟୁକୁ ନେଇ ଡାକ୍ତରଖାନାରେ ଉତ୍ତେଜନା

ଓଡ଼ିଶାଲାଇଭ୍‌ ବ୍ୟୁରୋ  ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା। ଚିକିତ୍ସା ଆବେହେଳାରୁ ୫ବର୍ଷର ଶିଶୁର ମୃତ୍ୟୁ ଅଭିଯୋଗ। ସାପ କାମୁଡ଼ାରେ ମରିଯାଇଥିବା ପୁଅକୁ ଗୁଣିଆକୁ ଦେଖାଇ ବଞ୍ଚେଇବା ପାଇଁ ପୋଲିସଠାରୁ ଛଡେଇ ନେଲା ବାପା।...

ଅମଳାଭଟ୍ଟା ଗାଁ, ଯେଉଁଠି ମାଟି କାରିଗରଙ୍କ ସ୍ପର୍ଶରେ କଥା କହନ୍ତି ନିର୍ଜୀବ ମୂର୍ତ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାୟଗଡ଼ା ବ୍ଲକ ନାଗାବଳୀ ନଦୀର ଗୋଟିଏ କୋଣରେ ରହିଛି ଅମଳାଭଟ୍ଟା ଗାଁ। ଏଠାରେ ବସବାସ କରୁଥିବା ଶହେ କୁମ୍ଭକାର ପରିବାର ଗାଁର ଟେକକୁ ଯୁଗଯୁଗ ଧରି ବଜାଇ ରଖିଛନ୍ତି। ଆଧୁନିକତାର ଛାପ ଏବଂ...

ନଳକୂଅରୁ ବାହାରୁଛି ଅହରହ ପାଣି, ଶୁଣୁନି ପ୍ରଶାସନ

ଓଡ଼ିଶାଲାଇଭ୍ ବ୍ୟୁରୋ ରାୟଗଡ଼ା: କେଉଁଠି ଲୋକମାନେ ପାଣି ମୁନ୍ଦେ ପାଇବାକୁ ଡହଳ ବିକଳ ହେଉଛନ୍ତି ତ ଆଉ କେଉଁଠି ପାଣି ନଷ୍ଟ ହେଉଛି। ଏମିତି ଚିତ୍ର ଦେଖିବାକୁ ମିଳିଛି ରାୟଗଡ଼ା ବ୍ଲକ ତାଡ଼ମା ପଞ୍ଚାୟତରେ। ତାଡ଼ମା...

ଦୁଇ ରାଜପଥ ଲୁଟେରା ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ ରାୟଗଡ଼ା: ରାୟଗଡା ଜିଲ୍ଲା ବିଷମକଟକ ପୋଲିସ ଦୁଇ ରାଜପଥ ଲୁଟେରାଙ୍କୁ ଗିରଫ କରିଛି। ଗତ କାଲି ରାତିରେ ଚାନ୍ଦିଲି ଥାନା ଅନ୍ତର୍ଗତ ଥେରୁବାଲି ଅଞ୍ଚଳର ୪ଜଣ ଯୁବକ ବିଶାଖାପାଟଣାରୁ ରାୟପୁର ଯାଉଥିବା...

ରାୟଗଡ଼ାରେ ଦୟନୀୟ ସ୍ୱାସ୍ଥ୍ୟସେବା – ମାତ୍ର ଜଣେ ଶିଶୁ ଡାକ୍ତରଙ୍କୁ ନେଇ ଚାଲିଛି ଚିକିତ୍ସା

ଓଡ଼ିଶାଲାଇଭ୍ ବ୍ୟୁରୋ ରାୟଗଡ଼ା:  ରାୟଗଡ଼ା ଜିଲ୍ଲାରେ ଭୁଶୁଡିଛି ସ୍ୱାସ୍ଥ୍ୟସେବା। ସମଗ୍ର ଜିଲ୍ଲା ପାଇଁ ମାତ୍ର ଜଣେ ଡାକ୍ତରଙ୍କୁ ନିୟୋଜିତ କରାଯାଇଛି। ଫଳରେ ଶିଶୁମାନଙ୍କୁ ଉତ୍ତମ ମାନର ସ୍ୱାସ୍ଥ୍ୟସେବା ମିଳୁ ନଥିବା ଅଭିଯୋଗ ହେଉଛି। ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ...