ନବରଙ୍ଗପୁର ଲୋକସଭା ଆସନରେ ପୁଣି ବଳ କଷାକଷି ହେବେ ୩ ମାଝି – କିଏ ମାରିବ ବାଜି?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ନବରଙ୍ଗପୁର ଲୋକସଭା ଆସନ ପାଇଁ ଏଥର ମଇଦାନରେ ପୁଣି ହେବାକୁ ଯାଉଛି ୩ ମାଝିଙ୍କ ମଧ୍ୟରେ କଡ଼ା ଟକ୍କର। ଏଠାରେ ରାଜ୍ୟର ପ୍ରମୁଖ ଦଳ ସେମାନଙ୍କ ହେଭିୱେଟ୍ ନେତାଙ୍କ ପ୍ରାର୍ଥୀ...

ବିଜେଡିରୁ ଇସ୍ତଫା ଦେଲେ ନବରଙ୍ଗପୁରର ପୂର୍ବତନ ଜିଲ୍ଲା ସଭାପତି ପ୍ରହ୍ଲାଦ ତ୍ରିପାଠୀ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେଡିରୁ ଇସ୍ତଫା ଦେଲେ ନବରଙ୍ଗପୁରର ପୂର୍ବତନ ଜିଲ୍ଲା ସଭାପତି ପ୍ରହ୍ଲାଦ ତ୍ରିପାଠୀ। ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା ପତ୍ରକୁ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ...

ଏଥର ଓଡ଼ିଶାରେ ସରକାର ଗଢ଼ିବ ବିଜେପି – ରାଜନାଥ ସିଂହ

ଓଡ଼ିଶାଲାଇଭ୍ ବ୍ୟୁରୋ ୨୦୨୪ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଚଳାଇଛି ବିଜେପି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗୁରୁବାର ଦିନିକିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ସେ ଦକ୍ଷିଣ ଓ ପଶ୍ଚିମ...

ନବରଙ୍ଗପୁରରେ ଭାଲୁ ଆକ୍ରମଣରେ ଠିକାଦାରଙ୍କର ମୃତ୍ୟୁ ଅଭିଯୋଗ

ଓଡ଼ିଶାଲାଇଭ୍ ବ୍ୟୁରୋ ନବରଙ୍ଗପୁର ଜିଲ୍ଲାରେ ଭାଲୁ ଆତଙ୍କ। ଭାଲୁ ଆକ୍ରମଣରେ ଜଣେ ଠିକାଦାରଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ ହେଉଛନ୍ତି ମଧ୍ୟପ୍ରଦେଶ ମହିୟର ଗାଁର ବ୍ରିଜେଶ ଦ୍ଵିବେଦୀ। ନବରଙ୍ଗପୁର ବ୍ଲକ ଭତରାସିଉନି ପଞ୍ଚାୟତ ଦେଇଯାଇଥିବା...

ନବରଙ୍ଗପୁରରେ ଲକ୍ଷ୍ମୀ ବସ ଯୋଜନାର ଶୁଭାରମ୍ଭ

ଓଡ଼ିଶାଲାଇଭ୍ ବ୍ୟୁରୋ ନବରଙ୍ଗପୁର ଜିଲ୍ଲାରେ ଲକ୍ଷ୍ମୀ ବସ ଯୋଜନାର ଶୁଭାରମ୍ଭ ହୋଇଛି। ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି। ଜିଲ୍ଲାରେ ପରିବହନ ସେବା ଯୋଗାଇବ ୪୪ଟି ଲକ୍ଷ୍ମୀ ବସ। ଲକ୍ଷ୍ମୀ ଯୋଜନାର...

ନବରଙ୍ଗପୁର ଅବକାରୀ ଅଧୀକ୍ଷକଙ୍କ ଘରେ ଭିଜିଲାନ୍ସ ଚଢ଼ଉ

ଓଡ଼ିଶାଲାଇଭ୍ ବ୍ୟୁରୋ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଶୁକ୍ରବାର ଦିନ ନବରଙ୍ଗପୁର ଅବକାରୀ ଅଧୀକ୍ଷକଙ୍କ ଘରେ ଚଢ଼ଉ କରିଛି ଭିଜିଲାନ୍ସ ବିଭାଗ। ଅବକାରୀ ଅଧୀକ୍ଷକ ଗଙ୍ଗା ପାଇକରାୟଙ୍କ ବାସଭବନ ସମେତ ୪ଟି...
Bus-kolkata bus

‘ଲକ୍ଷ୍ମୀ’ ଯୋଜନାକୁ ବିରୋଧ: ଅବିଭକ୍ତ କୋରାପୁଟରେ ବସ୍ ଧର୍ମଘଟ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟ ସରକାରଙ୍କ ‘ଲକ୍ଷ୍ମୀ’ ଯୋଜନାକୁ ବିରୋଧ କରି ଅବିଭକ୍ତ କୋରାପୁଟ ଜିଲ୍ଲାରେ ବନ୍ଦ ଡାକରା ଦିଆଯାଇଛି। ମାଲକାନଗିରି ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ସୋମବାର ଦିନ ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ...

ଚନ୍ଦାହାଣ୍ଡି ଘାଟିରେ ଓଲଟିଲା ସ୍କୁଲ ବସ୍: କ୍ରୀଡ଼ା ଶିକ୍ଷକ ମୃତ, ୨୦ରୁ ଊର୍ଦ୍ଧ୍ଵ ଛାତ୍ରଛାତ୍ରୀ ଆହତ

ଓଡ଼ିଶାଲାଇଭ୍ ବ୍ୟୁରୋ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଘାଟିରେ ବୁଧବାର ଦିନ ଏକ ସ୍କୁଲ ବସ୍ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ କ୍ରୀଡ଼ା ଶିକ୍ଷକଙ୍କର ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ସ୍ଵାମୀ ବିବେକାନନ୍ଦ ହାଇସ୍କୁଲର କ୍ରୀଡ଼ା...

ନୂଆଁଖାଇରେ ମା’ ସମଲେଶ୍ଵରୀଙ୍କ ନିକଟରେ ଲାଗି ହେଲା ନବାନ୍ନ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ଗଣପର୍ବ ନୂଆଁଖାଇରେ ଉତ୍ସବମୁଖର ହୋଇଛି ସମଗ୍ର ପଶ୍ଚିମ ଓଡ଼ିଶା। ଏହି ଅବସରରେ ବୁଧବାର ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ଵରୀଙ୍କ ନିକଟରେ ନବାନ୍ନ ଲାଗି ହୋଇଛି। ଏହି ସମୟରେ ଢୋଲ,...

ନବରଙ୍ଗପୁର: ସ୍କୁଲ ପରିସରରେ ପଶିଲେ ୩ଟି ଭାଲୁ, ଛାତ୍ରଛାତ୍ରୀ ଆତଙ୍କିତ

ଓଡ଼ିଶାଲାଇଭ୍ ବ୍ୟୁରୋ (ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଦହଣା ସଦାଶିବ ହାଇସ୍କୁଲରେ ସୋମବାର ଦିନ ପାଠପଢ଼ା ଚାଲିଥିବା ସମୟରେ ସ୍କୁଲ ଭିତରକୁ ପଶି ଆସିଥିଲେ ତିନୋଟି ଭାଲୁ। ଏମାନଙ୍କ...