ଚାକିରିରୁ ବିଦା ହେଲେ କୋଟିପତି ସରକାରୀ ବାବୁ ପ୍ରଶାନ୍ତ ରାଉତ

ଓଡ଼ିଶାଲାଇଭ୍ ବ୍ୟୁରୋ ଚାକିରିରୁ ବିଦା ହେଲେ କୋଟିପତି ସରକାରୀ ବାବୁ ପ୍ରଶାନ୍ତ କୁମାର ରାଉତ। ୫ କୋଟିରୁ ଅଧିକ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରି ଭିଜିଲାନ୍ସ ହାବୁଡ଼ରେ ପଡ଼ିଥିବା ନବରଙ୍ଗପୁର ଅତିରିକ୍ତ...

ନବରଙ୍ଗପୁର: ମିଲରୁ ଲକ୍ଷାଧିକ ଟଙ୍କାର କାଜୁ ଚୋରି କରି ଦୁଇ ଯୁବକ ଗିରଫ  

ଓଡ଼ିଶାଲାଇଭ୍ ବ୍ୟୁରୋ (ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): କାଜୁ ମିଲରୁ ଲକ୍ଷାଧିକ ଟଙ୍କାର କାଜୁ ଚୋରି କରି ରାତାରାତି ବଡ଼ ଲୋକ ହେବାର ସ୍ୱପ୍ନ ମହଙ୍ଗା ପଡ଼ିଲା। କାଜୁ ଚୋରି ଅଭିଯୋଗରେ ନବରଙ୍ଗପୁର ଜିଲ୍ଲା ବିଜରାଗୁଡ଼ା...

ନବରଙ୍ଗପୁରରେ ୯ ଦିନ ଧରି ଚାଲିବ ମା’ ଭଣ୍ଡାରଘରଣୀ ଓ ମା’ ବୁଢ଼ୀ ଠାକୁରାଣୀଙ୍କ ଘଟଯାତ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ (ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ନବରଙ୍ଗପୁରେ ଆରମ୍ଭ ହୋଇଛି ଅଧିଷ୍ଠାତ୍ରୀ ଦେବୀ ମା’ ଭଣ୍ଡାରଘରଣୀ ଏବଂ ମା’ ବୁଢ଼ୀ ଠାକୁରାଣୀଙ୍କ ପ୍ରସିଦ୍ଧ ନବଦିନାତ୍ମକ ଘଟଯାତ୍ରା ବା ଘଟପର୍ବ। ଆସନ୍ତା ଏପ୍ରିଲ ୪ ତାରିଖ...

ନବରଙ୍ଗପୁର: ପାଣି ପାଇଁ ରାସ୍ତା ଉପରେ ପ୍ରତିବାଦ କଲେ ବେହେରାଗୁଡ଼ା ଗ୍ରାମବାସୀ

ଓଡ଼ିଶାଲାଇଭ୍ ବ୍ୟୁରୋ (ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ଗ୍ରୀଷ୍ମ ଋତୁ ଆସି ନାହିଁ, କିନ୍ତୁ ଏବେଠୁ ଦେଖା ଦେଲାଣି ଜଳର ଅଭାବ। ଦୀର୍ଘ ୪ ମାସ ହେଲା ପାନୀୟ ଜଳର ସମସ୍ୟା ଭୋଗୁଥିବା ନବରଙ୍ଗପୁର ଜିଲ୍ଲା...

ହକି ବିଶ୍ଵକପ-୨୦୨୩ ପ୍ରଚାର ପ୍ରସାରରେ ଉଲ୍ଲେଖନୀୟ ଅବଦାନ ପାଇଁ ନବରଙ୍ଗପୁର ଜିଲ୍ଲା ପୁରସ୍କୃତ

ଓଡ଼ିଶାଲାଇଭ୍ ବ୍ୟୁରୋ (ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ହକି ବିଶ୍ଵକପ ୨୦୨୩ର ପ୍ରଚାର ପ୍ରସାରରେ ଉଲ୍ଲେଖନୀୟ ଅବଦାନ ପାଇଁ ନବରଙ୍ଗପୁର ଜିଲ୍ଲାକୁ ପୁରସ୍କୃତ କରିଛନ୍ତି ରାଜ୍ୟ ସରକାର। ଓଡ଼ିଶାରେ ହକି ବିଶ୍ଵକପ ଆୟୋଜନ ଅବସରରେ ନବରଙ୍ଗପୁର ଜିଲ୍ଲାରେ...

ନବରଙ୍ଗପୁରରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା, ୪ ଦିନରେ ୮୫୦ ରୋଗୀଙ୍କ ଚିକିତ୍ସା

ଓଡ଼ିଶାଲାଇଭ୍ ବ୍ୟୁରୋ ଉପାନ୍ତ ଅଞ୍ଚଳର ରୋଗୀଙ୍କୁ ଏଣିକି ଚିକିତ୍ସା ପାଇଁ ଅନ୍ୟ ରାଜ୍ୟକୁ ଯିବାକୁ ପଡ଼ିବ ନାହିଁ। ଦୁରାରୋଗରେ ପୀଡ଼ିତ ରୋଗୀଙ୍କ ପାଖରେ ପହଞ୍ଚିବ ସ୍ଵାସ୍ଥ୍ୟସେବା। ଏଥିପାଇଁ ଆରମ୍ଭ ହୋଇଛି ମୁଖ୍ୟମନନ୍ତ୍ରୀ ବାୟୁ ସ୍ଵାସ୍ଥ୍ୟସେବା।...

ବିଦେଶରେ ଚମକିଲେ ନବରଙ୍ଗପୁରର ବାପା-ପୁଅ: ଅନ୍ତର୍ଜାତୀୟ କରାଟେ ଓ କୋବୁଡୋରେ ଉଭୟଙ୍କୁ ସ୍ୱର୍ଣ୍ଣ

ଓଡ଼ିଶାଲାଇଭ୍ ବ୍ୟୁରୋ (ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ବିଦେଶରେ ଚମକିଲେ ନବରଙ୍ଗପୁର ଜିଲ୍ଲାର ସେନସାଇ ଶରତ କୁମାର ରାଉତ ଏବଂ ତାଙ୍କ ପୁଅ ସନ୍ଦୀପ କୁମାର ରାଉତ। ଜାପାନର ଟୋକିଓଠାରେ ଅନୁଷ୍ଠିତ ଅନ୍ତର୍ଜାତୀୟ କରାଟେ ପ୍ରତିଯୋଗିତାରେ...

ନୟାଗଡ଼: ଟ୍ୟୁସନ ସାରି ଫେରିବା ବାଟରୁ ନିଖୋଜ ହେଲେ କୁରାଳ ଗାଁର ଅମ୍ରିତ ପାତ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ଟ୍ୟୁସନ ସାରି ଘରକୁ ଫେରୁଥିଲେ। କିନ୍ତୁ ଘରେ ପହଞ୍ଚିବା ପୂର୍ବରୁ ଅଧାବାଟରୁ ନିଖୋଜ ହୋଇଯାଇଛନ୍ତି ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା କୁରାଳ ଗାଁର ସପ୍ତମ ଶ୍ରେଣୀ ଛାତ୍ର ଅମ୍ରିତ ପାତ୍ର। ୩...

କାଳ ହେଲା ବିବାହ ଭୋଜି: ୩ଦିନ ପରେ କୂଅ ଭିତରୁ ମିଳିଲା ୪ ଜଣଙ୍କ ମୃତ ଦେହ

ଓଡ଼ିଶାଲାଇଭ୍ ବ୍ୟୁରୋ ଛତିଶଗଡ଼ ରାଜ୍ୟର କାଙ୍କେରକୁ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଇଥିବା ନବରଙ୍ଗପୁର ଜିଲ୍ଲା ରାଇଘରର ସପନ ସରକାର, ତାଙ୍କ ପତ୍ନୀ ଇତିଶ୍ରୀ, ଶଳା ବିଶ୍ଵଜିତ ଏବଂ ପଡ଼ୋଶୀ ହାଜାରିଙ୍କର ମୃତ ଦେହ...

ମଣ୍ଡେଇ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ: ଫାଇନାଲରେ ନବରଙ୍ଗପୁର ପୌରପାଳିକା ଦଳ

ଓଡ଼ିଶାଲାଇଭ୍ ବ୍ୟୁରୋ (ନବରଙ୍ଗପୁରରୁ ଗୌରଙ୍ଗ ପାତ୍ର): ମଣ୍ଡେଇ କପ୍ ଫୁଟଲ ଟୁର୍ଣ୍ଣାମେଣ୍ଟରେ ଫାଇନାଲକୁ ଯାଇଛି ନବରଙ୍ଗପୁର ପୌରପାଳିକା ଦଳ। ସ୍ଥାନୀୟ କଲେଜ ପଡ଼ିଆଠାରେ ଅନୁଷ୍ଠିତ ମଣ୍ଡେଇ କପ୍ ଫୁଟବଲ ଟୁର୍ଣ୍ଣମେଣ୍ଟର ସେମି ଫାଇନାଲରେ ନବରଙ୍ଗପୁର...